ବାଣିଜ୍ୟ

ପର୍ଯ୍ୟାପ୍ତ ନୁହେଁ ସରକାରଙ୍କ ସହାୟତା: ଅଭିଜିତ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଦେଶଗୁଡିକରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବୃହତ୍‌ ହ୍ରାସ ଦେଖାଯାଇଛି। ଏ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ରହିଛି। ଭାରତରେ…

ଏଲ୍‌ଆଇସିର ୨୫% ଅଂଶଧନ ବିକ୍ରି ହୋଇପାରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ୨୫% ଅଂଶଧନ ବିକିପାରନ୍ତି। ଏହି ପ୍ରକ୍ରିୟାକୁ ପର୍ଯ୍ୟାୟ ଭିତ୍ତିରେ କରିବା ଲାଗି ସରକାର ବିଚାର କରୁଥିବା ଜଣାପଡ଼ିଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇବା ଲାଗି ବର୍ତ୍ତମାନ କ୍ୟାବିନେଟ ମଞ୍ଜୁରୀ ଆଣିବା ଲାଗି…

ବିଗ୍‌ ବଜାର ପକ୍ଷରୁ ପବ୍ଲିକ ହଲିଡେ ସେଲ୍‌

ନୂଆଦିଲ୍ଲୀ: ବିଗ୍‌ ବଜାର ପକ୍ଷରୁ ପବ୍ଲିକ ହଲିଡେ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଅକ୍ଟୋବର ୧ରୁ ୪ ଯାଏ ଏହା ଚାଲିବ। ଗ୍ରାହକଙ୍କ କ୍ରୟ ସୁବିଧା ଯୋଗାଣ ଲାଗି ୪ ଦିନିଆ ଏହି ଶପିଂ ବ୍ୟବସ୍ଥା ଆରମ୍ଭ ହେଉଥିବା ସୂଚନା ରହିଛି।…

ଆର୍‌ବିଆଇ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ;ଏମ୍‌ପିସିର ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ସରକାରଙ୍କ ଅଣଦେଖା

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥା କରୋନା ମହାମାରୀ ଯୋଗୁ ସଙ୍କଟ ସ୍ଥିତିକୁ ଚାଲିଯାଇଛି। ମଙ୍ଗଳବାରଠାରୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ଅନୁଷ୍ଠିତ ହେବାର ଥିଲା। ସୁଧହାର ବା ରେପୋ ନେଇ ନିଷ୍ପତ୍ତି ଗ୍ରହଣ କରୁଥିବା ଏହି…

ପି.ଡି. ବାଘେଲା ଟ୍ରାଇ ମୁଖ୍ୟ

ନୂଆଦିଲ୍ଲୀ,୨୯ା୯: ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ସୋମବାର ୧୯୮୬ ବ୍ୟାଚ୍‌ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ପି.ଡି. ବାଘେଲାଙ୍କୁ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ)ର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ୩ ବର୍ଷ କିମ୍ବା…

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର…

ଆର୍‌ବିଆଇ ଏମ୍‌ପିସି ବୈଠକ ସ୍ଥଗିତ

ନୂଆଦିଲ୍ଲୀ :ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡଆ (ଆର୍‌ବିଆଇ) ପକ୍ଷରୁ ଏହାର ଦ୍ୱିମାସିକ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଚଳିତ ମାସ ୨୯ ତାରିଖଠାରୁ ଅନୁଷ୍ଠିତ ହେବ ନେଇ ସମୟ ଧାର୍ଯ୍ୟ ହୋଇଥିଲା। ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଅକ୍ଟୋବର ପହିଲାରେ ରିଜର୍ଭ…

ଏସ୍‌ବିଆଇ ରିଟେଲ ଋଣରେ ପ୍ରୋସେସିଂ ଫି ଛାଡ଼

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୭.୫% ହାରରେ ଯାନ ଋଣ ପ୍ରଦାନ କରାଯାଉଥିବା ବେଳେ ରିଟେଲ ଋଣ ଉପରେ ପ୍ରୋସେସିଂ ଫି ଛାଡ଼ କରାଯାଇଛି। ବ୍ୟାଙ୍କର ବ୍ୟକ୍ତିଗତ ଋଣ ୬%…

ରେଲ୍‌ଓ୍ବେର ପ୍ରକୃତ ଅପରେଟିଂ କଷ୍ଟ୍‌ ଦେଖାଯାଇନି:ସିଏଜି

  ନୂଆଦିଲ୍ଲୀ: କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭାରତୀୟ ରେଲ୍‌ଓ୍ବେର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇଥିବା ରିପୋର୍ଟରେ ସିଏଜି କହିଛନ୍ତି ଯେ, ରେଲଓ୍ବେର ଅପରେଟିଂ କଷ୍ଟ ପରିଚାଳନା ମୂଲ୍ୟରେ ହେରଫେର ହୋଇଛି।…

ଖିମ୍‌ଜୀରେ ଅନ୍‌ଲକ୍‌ ସେଲ୍‌

ଭୁବନେଶ୍ୱର: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ଖିମ୍‌ଜୀ ପକ୍ଷରୁ ‘ଅନ୍‌ଲକ୍‌ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କ ଲାଗି ଶୋ’ରୁମ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ସେଲ୍‌ରେ ସୁନାରେ ନିବେଶ ନେଇ ନୂଆ ସୁଯୋଗ ପ୍ରଦାନ କରାଯାଇଛି। ଏହି ସେଲ୍‌ ଖିମ୍‌ଜୀର…

ଅନିଲଙ୍କ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବ ଚାଇନା ବ୍ୟାଙ୍କ

ଲଣ୍ଡନ: ପ୍ରାୟ ୩ ଚାଇନା ବ୍ୟାଙ୍କରୁ ଋଣ ଆଣି ଏହାକୁ ପଇଠ କରିବା ଲାଗି ଦେବାଳିଆ ହୋଇ ଯାଇଥିବା ରିଲାଏନ୍ସ କମ୍ୟୁନିକେଶନ ମାଲିକ ଅନିଲ ଅମ୍ବାନୀ ସକ୍ଷମ ହୋଇନାହାନ୍ତି। ଏହି ବ୍ୟାଙ୍କଗୁଡିକ ଅନିଲଙ୍କୁ ପ୍ରାୟ ୫,୨୭୬ କୋଟି ଟଙ୍କାର ଋଣ ଦେଇଛନ୍ତି।…

ଡିସେମ୍ବର ସୁଦ୍ଧା ଲାଗୁ ହେବ ୪ ଶ୍ରମ କୋଡ୍‌: ଗଙ୍ଗଓ୍ବାର

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ସରକାର ୪ ଶ୍ରମ କୋଡ୍‌କୁ ଏକା ଥରକେ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ରବିବାର ସୂଚନା ଦେଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ରିଲେଶନ କୋଡ୍‌, ସୋସିଆଲ ସିକ୍ୟୁରିଟି କୋଡ୍‌, ଅକ୍ୟୁପେଶନାଲ ସେଫଟି ଏବଂ ହେଲ୍‌ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?