ବାଣିଜ୍ୟ

ରେଲଓ୍ବେ ପକ୍ଷରୁ ୧୦ ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି

ନୂଆଦିଲ୍ଲୀ,୨୮।୯: କରୋନା ମହାମାରୀ ଯୋଗୁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ ବନ୍ଦ କାରଣରୁ ଶ୍ରମିକମାନେ ଘରେ ହାତ ବାନ୍ଧିି ବସିଛନ୍ତି। ଏହି ମହାମାରୀ ସମୟରେ ଭାରତୀୟ ରେଳ ପକ୍ଷରୁ ଦେଶର ପ୍ରମୁଖ ୬ଟି ରାଜ୍ୟରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ ଦିବସ ସୃଷ୍ଟି…

ବ୍ୟାଙ୍କ ପାଇବେ ୨୦ ହଜାର କୋଟିର ପୁଞ୍ଜି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବ୍ୟାଙ୍କଗୁଡିକ ବର୍ତ୍ତମାନ ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଛନ୍ତି। ଏହି ସମସ୍ୟାକୁ ଧ୍ୟାନରେ ରଖି ସରକାର ବ୍ୟାଙ୍କଗୁଡିକରେ ପୁଞ୍ଜି ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି। ଏହ ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପୁଞ୍ଜି…

ରୁଟ୍‌ ଦେଖିବା ପାଇଁ ଡ୍ରାଇଭିଂ ବେଳେ ବ୍ୟବହାର ହୋଇପାରିବ ଫୋନ

ନୂଆଦିଲ୍ଲୀ: ଡ୍ରାଇଭିଂ ବେଳେ ମୋବାଇଲ କିମ୍ବା ଅନ୍ୟ ହ୍ୟାଣ୍ଡ ହୋଲ୍ଡ ଡିଭାଇସର ବ୍ୟବହାର କରାଯାଇ ପାରିବ। ଏହା କେବଳ ରୁଟ୍‌ ଦେଖବା ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ରହିଛି। ଏ ନେଇ…

ମହାମାରୀ ଚାପରେ ଷ୍ଟିଲ୍‌ ସେକ୍ଟର;ଅଶୋଧିତ ଇସ୍ପାତ ଉତ୍ପାଦନ ୪% କମିଲା

ମୁମ୍ବାଇ: କରୋନା ମହାମାରୀ ଚାପରୁ ଦେଶର ଇସ୍ପାତ ଉତ୍ପାଦନ କ୍ଷେତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମକୁଳି ପାରିନାହିଁ। ଏହାର ପ୍ରଭାବ ଘରୋଇ ବଜାରରେ ଲାଗି ରହିଛି। ଅଗଷ୍ଟ ମାସରେ ଦେଶର ଅଶୋଧିତ ଇସ୍ପାତ ଉତ୍ପାଦନ ୪% ହ୍ରାସ ଘଟି ୮୪.୭୮ ଲକ୍ଷ ଟନ୍‌…

ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଢୁଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଧ୍ୟାନ ଦେଉଥିବା କହୁଛନ୍ତି। ପୂର୍ବରୁ ଗ୍ରହଣ କରାଯାଇଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ସଫଳ ନ ହେବା ପରେ ପୁଣି ଥରେ ନୂଆ କ୍ୟାମ୍ପେନ ଆରମ୍ଭ ହୋଇଛି। ସରକାର ତାଙ୍କ…

ରିଲାଏନ୍ସ ଡିଜିଟାଲରେ ଆପଲ ପ୍ରଡକ୍ଟ ପ୍ରିବୁକିଂ

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଆପ୍‌ଲର ବିଭିନ୍ନ ପ୍ରଡକ୍ଟ ପ୍ରିବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଆପଲର ନୂଆ ଓ୍ବାଚ୍‌ ସିରିଜ ୬, ଆପଲ ଓ୍ବାଚ୍‌ ଏସ୍‌ଇ, ଆଇପ୍ୟାଡ ୮ ଜେନ୍‌ ଏହା ମଧ୍ୟରେ ସାମିଲ ରହିଛି। ଏହାବାଦ ମାଇଁ ଜିଓ ଷ୍ଟୋର…

ଅପରିବର୍ତ୍ତିତ ରହିପାରେ ସୁଧହାର

ମୁମ୍ବାଇ: ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଏହାର ଦ୍ୱିମାସିକ ମୁଦ୍ରା ନୀତି କମିଟି(ଏମ୍‌ପିସି) ବୈଠକରେ ରେପୋ ବା ସୁଧହାରକୁ ଅପରିବର୍ତ୍ତିତ ରଖିପାରେ। ବର୍ତ୍ତମାନ ଯୋଗାଣ ବାଧାପ୍ରାପ୍ତ ସ୍ଥିତିରେ ରହିଥିବା ବେଳେ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। ଏଭଳି ପ୍ରସଙ୍ଗକୁ…

ଅକ୍ଟୋବରରୁ ଜିଏସ୍‌ଟି ଇନ୍‌ଭଏସିଂ ଅନିବାର୍ଯ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଜିଏସ୍‌ଟି ଇନ୍‌ଭଏସିଂ ଅନିବାର୍ଯ୍ୟ ହେବ। ଏ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ କୋହଳ ସୁବିଧା ପ୍ରଦାନ କରିପାରିବେ ନାହିଁ। ପହିଲାରୁ ଜିଏସ୍‌ଟି ଇନ୍‌ଭଏସିଂ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏ କ୍ଷେତ୍ରରେ କେନ୍ଦ୍ର ସରକାର…

ରିଲାଏନ୍ସ ରିଟେଲରେ ନିବେଶ କରିବ ସିଲ୍‌ଭରଲେକ୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ପୁଞ୍ଜିନିବେଶକାରୀ କମ୍ପାନୀ ସିଲ୍‌ଭରଲେକ ଶନିବାର ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ପ୍ରାୟ ୭,୫୦୦ କୋଟି ଟଙ୍କା ନିବେଶ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ,ସିଲ୍‌ଭରଲେକର ଏହି ନିବେଶ…

କରୋନା ଟିକା ପାଇଁ ଲୋଡ଼ା ୮୦ ହଜାର କୋଟି

ନୂଆଦିଲ୍ଲୀ: ଦେଶ ମଧ୍ୟରେ ସମସ୍ତଙ୍କୁ କରୋନା ଟିକା ଯୋଗାଇଦେବା ଲାଗି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସରକାରଙ୍କୁ ୮୦ ହଜାର କୋଟି ଟଙ୍କା ଲୋଡ଼ା ପଡିବ। ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଆଦର ପୁନାଓ୍ବାଲା ଏଭଳି ଆକଳନ କରିଛନ୍ତି। ଏହା…

ଲଣ୍ଡନ କୋର୍ଟଙ୍କୁ ଅନିଲ ଅମ୍ବାନୀଙ୍କ ଉତ୍ତର: ବିଳାସପୂର୍ଣ୍ଣ ଜୀବନଠାରୁ ଦୂରରେ ଅଛି

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାଠାରୁ ବହୁ ଦୂରରେ ରହିଛି। ମୋ ଜୀବନ ଶୃଙ୍ଖଳିତ ଢଙ୍ଗରେ ଚାଲିଛି। ଦିନେ ୪୫ ହଜାର କୋଟି ସହ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ସାମିଲ ଥିବା ଅନିଲ ଅମ୍ବାନୀ ଲଣ୍ଡନ କୋର୍ଟଙ୍କୁ ଏଭଳି ଉତ୍ତର…

ସେସ୍‌ର ୪୦% ନିର୍ଦ୍ଧାରିତ ପାଣ୍ଠିକୁ ଯାଇନି: ସିଏଜି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ କାର୍ଯ୍ୟ ଲାଗି ସେସ୍‌ ସଂଗ୍ରହ କରି ଅନ୍ୟତ୍ର କିଭଳି ଏହାକୁ ଖର୍ଚ୍ଚ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଶୁକ୍ରବାର ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି ବିଭିନ୍ନ ସେସ୍‌ ବାବଦକୁ ଆଦାୟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?