ବାଣିଜ୍ୟ

ଦାଗ ଲାଗିଥିବା ଏହି ମଇଳା ଜିନ୍ସର ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଲୋକମାନେ ବହୁତ ଫ୍ୟାଶନେବୁଲ ହୋଇଯାଇଛନ୍ତି। ଭିନ୍ନ ଷ୍ଟାଇଲ୍‌ ଏବଂ ଧାରା ଅନୁଯାୟୀ ପୋଷାକ ପିନ୍ଧିବାର ଶୈଳୀ ମଧ୍ୟ ବଦଳିଯାଇଛି। କେତେବେଳେ ଫ୍ୟାଶନରେ ଟାଇଟ୍‌ ଜିନ୍ସକୁ ପସନ୍ଦ କରାଯାଏ ତ ଆଉ କେତେବେଳେ ଢିଲା ଜିନ୍ସକୁ। ଠିକ୍‌ ସେହିପରି ଏବେ ଲୋକପ୍ରିୟ…

ବିବାହ ପରେ ସ୍ବାମୀଙ୍କ ବିଷୟରେ ଏମିତିି କହିଥିଲେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଥିବା ମୁକେଶ ଅମ୍ବାନୀଙ୍କ ଝିଅ ହେଉଛନ୍ତି ଈଶା ଅମ୍ବାନୀ। ଈଶାଙ୍କ ବିବାହ ୧୨ ଡିସେମ୍ବର ୨୦୧୮ରେ ପିରାମଲ ଗ୍ରୁପ୍‌ର ଆନନ୍ଦ ପିରାମିଲଙ୍କ ସହ ହୋଇଥିଲା। ସମଗ୍ର ବିଶ୍ୱର ବହୁ…

ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ : କୋଭିଡ୍‌-୧୯ ଯୋଗୁ ଦେଶର ଅନେକ ସମବାୟ ବ୍ୟାଙ୍କ ବର୍ତ୍ତମାନ ଚାପଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ତର୍ଜମା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ୧୯୬୫ ପରଠାରୁ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକ ଏହା…

ଟାଟାସନ୍ସ ହାତ ଛାଡ଼ିବ ପୋଲୋନଜୀ ଗ୍ରୁପ୍‌

ନୂଆଦିଲ୍ଲୀ:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସ ଅଂଶୀଦାର ରହିଥିବା ସାପୁରଜୀ ପାଲୋନଜୀ ଗ୍ରୁପ୍‌ ସମ୍ପର୍କ ଛିନ୍ନ ହେବା ସ୍ଥିତିକୁ ଆସିଛି। ପାଲୋନଜୀ ଗ୍ରୁପ୍‌ ଟାଟାସନ୍ସରେ ରହିଥିବା ଏହାର କିଛି ଅଂଶଧନକୁ ବନ୍ଧକ ରଖି ପୁଞ୍ଜି ଉଠାଣ କରିବାକୁ ଚାହୁଁଥିଲା। ଏହାକୁ…

ଚାଇନାକୁ ୪୦ ହଜାର କୋଟିର ଝଟକା ଦେବେ ବ୍ୟବସାୟୀ

ନୂଆଦିଲ୍ଲୀ :ପାର୍ବଣଋତୁରେ ଚାଇନାକୁ ୪୦ ହଜାର କୋଟି ଟଙ୍କାର ଝଟକା ଦେବା ଲାଗି ଦେଶର ବ୍ୟବସାୟୀମାନେ ପ୍ରକ୍ରିୟା ଜାରି କରିଛନ୍ତି। ଚାଇନାରୁ ଏହି ସମୟରେ ଆମଦାନୀ କମ୍‌ କରିବା ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ଫୋକସ ରଖିଛି। ଏପ୍ରିଲରୁ ଅଗଷ୍ଟ ମଧ୍ୟରେ…

ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ରାଜନଙ୍କ ପରାମର୍ଶ

ମୁମ୍ବାଇ: ଘରୋଇ ବଜାରରେ ଅନାଦାୟ ଋଣ (ଏନ୍‌ପିଏ) ବ୍ୟାଙ୍କଗୁଡିକ ଲାଗି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସହ ବ୍ୟାଙ୍କଗୁଡିକ ଜୁଝୁଥିବା ବେଳେ ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କାରଣ ଏନ୍‌ପିଏ ଯୋଗୁ ବ୍ୟାଙ୍କଗୁଡିକର…

ବିଶ୍ୱ ବଜାର ଚାପରେ ମାର୍କେଟ କ୍ରାସ୍‌; ନିବେଶକଙ୍କୁ କ୍ଷତି ୪.୨୩ ଲକ୍ଷ କୋଟି

ମୁମ୍ବାଇ: ବିଶ୍ୱର ପ୍ରମୁଖ ପୁଞ୍ଜିବଜାରରେ କାରବାର କ୍ଷତିଗ୍ରସ୍ତ ହେବା ଯୋଗୁ ଏହାର ଚାପ ଭାରତୀୟ ଶେୟାର ବଜାରରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୧୨ ପଏଣ୍ଟ ଖସିଛି। ଫଳରେ ନିବେଶକଙ୍କୁ ୪.୨୩ ଲକ୍ଷ କୋଟି କ୍ଷତି ସହିବାକୁ ପଡ଼ିଛି।…

ଅକ୍ଟୋବରରୁ ଟିଭି ପ୍ୟାନେଲ ଉପରେ ୫% ଟିକସ

ମୁମ୍ବାଇ: ଅକ୍ଟୋବର ପହିଲାରୁ ଆମଦାନୀ ହେଉଥିବା ଟିଭି ଓପନ ପ୍ୟାନେଲ ଉପରେ ୫% ଟିକସ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଶିଳ୍ପଗୁଡିକରେ ଭାଲ୍ୟୁ ସଂଯୋଗ କରିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ମାତ୍ର ସରକାରଙ୍କ ନିଷ୍ପତ୍ତି…

ମାର୍ଚ୍ଚ ସୁଦ୍ଧା ଏଜିଆର୍‌ ଦେୟର ୧୦% ଦେବେ କମ୍ପାନୀ

ମୁମ୍ବାଇ: ଦେଶର ଟେଲିକମ କମ୍ପାନୀଗୁଡିକ ସେମାନଙ୍କ ଉପରେ ବକେୟା ରହିଥିବା ମୋଟ ଆଡଜଷ୍ଟମେଣ୍ଟ ଗ୍ରସ ରେଭେନ୍ୟୁ(ଏଜିଆର୍‌) ଦେୟର ୧୦% ମାର୍ଚ୍ଚ ସୁଦ୍ଧା ପ୍ରଦାନ କରିବେ। ଏହି କମ୍ପାନୀଗୁଡିକ ମଧ୍ୟରେ ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ ଭଳି କମ୍ପାନୀ ରହିଛନ୍ତି। କମ୍ପାନୀଗୁଡିକ ସୁପ୍ରିମକୋର୍ଟ କିସ୍ତି…

ଇପିଏଫ୍‌ ଖାତାରୁ ଉଠିଲାଣି ୪୪,୦୫୪ କୋଟି

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ଲାଗି ଲୋକମାନେ ବିଭିନ୍ନ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଖାତାରୁ ବର୍ତ୍ତମାନ ସୁଦ୍ଧା ୪୪,୦୫୪ କୋଟି ଟଙ୍କା ଉଠାଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ ସର୍ବାଧିକ…

ବ୍ୟାଙ୍କରେ ପୁଣି ୧୪ ଶହ କୋଟିର ଠକେଇ;ସିବିଆଇର ତନାଘନା

ନୂଆଦିଲ୍ଲୀ: ବ୍ୟାଙ୍କରେ ଦିନକୁ ଦିନ ଠକେଇ ଘଟଣା ବଢ଼ି ଚାଲିଛି। ଲକ୍‌ଡାଉନରେ ମଧ୍ୟ ଠକେଇ ମାମଲା ସାମ୍ନାକୁ ଆସିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୨୦ହଜାର ଠକେଇ ଘଟଣା ରବିବାର ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଥିଲା। ସୋମବାର ବ୍ୟାଙ୍କରେ ଆଉ…

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ପାଇବେ ସାମାଜିକ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ଶୀଘ୍ର ସାମାଜିକ ସୁରକ୍ଷା ମିଳିବ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଶ୍ରମ କୋଡର ୩ ବିଲ୍‌କୁ ଲୋକ ସଭାରେ ଶନିବାର ଉପସ୍ଥାପନ କରିଛନ୍ତି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?