ବାଣିଜ୍ୟ

୯% ଖସିବ ଜିଡିପି: କ୍ରିସିଲ

ମୁମ୍ବାଇ, ୧୧।୯ : ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ(ଜିଡିପି) ୯% ହ୍ରାସ ଘଟିବ। କରୋନା ସଂକ୍ରମରଣ ବର୍ତ୍ତମାନ ବଢିଚାଲିଛି। ଏଭଳି ସ୍ଥିତିରେ ସରକାର ପ୍ରତ୍ୟକ୍ଷ ଭାବେ ବିତ୍ତୀୟ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି…

୨.୨୦ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି

ମୁମ୍ବାଇ, ୧୧।୯ : ଗୁରୁବାର ଦେଶର ପୁଞ୍ଜି ବଜାର କାରବାର ଉନ୍ନତ ହେବାରୁ ନିବେଶକଙ୍କ ସମ୍ପତ୍ତି ୨.୨୦ ଲକ୍ଷ କୋଟି ଟଙ୍କା ବଢିଛି। ୨ ଦିନ ନିମ୍ନରେ ରହିବା ପରେ ପୁଞ୍ଜି ବଜାର କାରବାର ପୁଣି ଥିରେ ଟ୍ରାକକୁ ଫେରିବାରୁ ଏଭଳି…

କମୁଛି ରାଜସ୍ବ, ବଢୁଛି ଖର୍ଚ୍ଚ: ଅଧିକ ଋଣ କରିପାରନ୍ତି ସରକାର

ନୂଆଦିଲ୍ଲୀ, ୧୧।୯ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷରେ ଟିକସ ସଂଗ୍ରହ କମୁଥିବାରୁ ରାଜକୋଷ ଉପରେ ଏବେ ଚାପ ପଡୁଛି। ଏଭଳି ବିଭିନ୍ନ କାରଣ ଲାଗି ସରକାର ଅଧିକ ଋଣ କରିବାକୁ ବାଧ୍ୟ ହୋଇ…

୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ, ୧୦।୯: ସେପ୍ଟେମ୍ବର ୧୨ରୁ ଯାତ୍ରା ଆରମ୍ଭ କରୁଥିବା ନୂଆ ୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ଟିକଟ ବୁକିଂ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହାଦ୍ୱାରା ଭାରତୀୟ ରେଳ ବିଭାଗର ସ୍ପେଶାଲ ଟ୍ରେନ୍‌ ସଂଖ୍ୟା ୩୧୦ ହୋଇଛି ବୋଲି ରେଲଓ୍ବେ ବୋର୍ଡ ପକ୍ଷରୁ…

ଅଶୋକ ଲେଲାଣ୍ଡ୍‌ ଚେୟାରମ୍ୟାନ୍‌ଙ୍କ ପରଲୋକ

ଚେନ୍ନାଇ,୯।୯: ହିନ୍ଦୁଜା ଗ୍ରୁପର ପ୍ରମୁଖ କମ୍ପାନୀ ଅଶୋକ ଲେଲାଣ୍ଡର ଚେୟାରମ୍ୟାନ ଆରଜେ ଶାହାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଶାହାନୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏହି କମ୍ପାନୀର ପ୍ରଥମ ଭାରତୀୟ ଏମଡି…

ବଜାରରେ ନାହିଁ ନୂଆ ନିଯୁକ୍ତି

ନୂଆଦିଲ୍ଲୀ, ୯।୯ : ମହାମାରୀ ବର୍ତ୍ତମାନ ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରି ରଖିଛି। ସରକାର ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ କରୁଥିଲେ ମଧ୍ୟ ସବୁ କିଛି ସ୍ଥିତାବସ୍ଥାକୁ ଫେରିପାରିନାହିଁ। କମ୍ପାନୀଗୁଡିକ ମଧ୍ୟ ଚାପଗ୍ରସ୍ତ ସ୍ଥିତିରେ ଅଛନ୍ତି। ଏଭଳି ସମୟରେ ନୂଆ…

୧୧ ଦିନିଆ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ନୂଆଦିଲ୍ଲୀ, ୯।୯ : ଭିଡିଓକନ-ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୧ ଦିନିଆ ରିମାଣ୍ଡରେ ନେଇଛି। ମୁମ୍ବାଇର ବେଆଇନ ଅର୍ଥ କାରବାର ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ସ୍ବତନ୍ତ୍ର କୋର୍ଟ ସେପ୍ଟେମ୍ବର ୧୯…

ଆଇଆର୍‌ସିଟିସିରୁ ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୯।୯: ଇଣ୍ଡିଆନ ରେଲଓ୍ବେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି)ରୁ ସରକାର ପ୍ରାୟ ୧୫ରୁ ୨୦% ଅଂଶଧନ କ୍ରୟ କରିବା ଲାଗି ଯୋଜନା ରଖିଛନ୍ତି। ଅଫର ଅଫ୍‌ ସେଲ୍‌ (ଓଏଫ୍‌ଏସ୍‌) ଦ୍ୱାରା ଏହି ପ୍ରକ୍ରିୟା ସମ୍ପାଦିତ କରିବା ନେଇ ଯୋଜନା ରଖାଯାଇଛି। ଏହାକୁ…

ସଙ୍କଟରେ ଭାରତୀୟ ଅର୍ଥ ବ୍ୟବସ୍ଥା; ୧୪.୮% ଖସିଯିବ ଜିଡିପି

ନୂଆଦିଲ୍ଲୀ, ୯।୯ : କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ -୨୩.୯% ଖସିଛି। ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତକୁ…

ଗରିବ କଲ୍ୟାଣ ଯୋଜନାରେ ୪୨ କୋଟିଙ୍କୁ ସହାୟତା

ନୂଆଦିଲ୍ଲୀ, ୯।୯ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ୪୨ କୋଟି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଏହି ବାବଦକୁ ୬୮,୮୨୦ କୋଟି ଟଙ୍କା ଦିଆଯାଇଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। କୋଭିଡ୍‌-୧୯ ଯୋଗୁ ଲୋକମାନେ ବିଭିନ୍ନ…

ନୋକିଆ ୫.୩ ର ବିକ୍ରୟ ଆରମ୍ଭ

ନୂଆଦିଲ୍ଲୀ, ୯।୯ : ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାରରେ ନୋକିଆର ୫.୩ ମଡେଲ ବିକ୍ରି ଆରମ୍ଭ ହୋଇଛି। ନୋକିଆ ୫.୩ ରେ ଏକ ଏଆଇ-ପରିଚାଳିତ କ୍ୱାଡ୍‌ କ୍ୟାମେରା, କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୬୬୫ ମୋବାଇଲ ପ୍ଲାଟ୍‌ଫର୍ମ ସହ ସିଗ୍ନେଚର ଟୁ-ଓ୍ବେ ବ୍ୟାଟେରି…

ଭୋଡା-ଆଇଡିଆର ନୂଆ ବ୍ରାଣ୍ଡ୍‌ ଭିଆଇ

ନୂଆଦିଲ୍ଲୀ,୮।୯ : ଭୋଡାଫୋନ୍‌-ଆଇଡିଆ କମ୍ପାନୀର ମିଶ୍ରଣ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ଦୁଇ କମ୍ପାନୀ ନୂଆ ବ୍ରାଣ୍ଡ ପରିଚୟ ଲାଭ କରିଛନ୍ତି। କମ୍ପାନୀର ନୂଆ ବ୍ରାଣ୍ଡ ପରିଚୟ ‘ଭିଆଇ’ ଉନ୍ମୋଚନ କରାଯାଇଛି। ଏହାକୁ ଓ୍ବି ଭାବେ ଉଚ୍ଚାରଣ କରାଯିବ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?