ବାଣିଜ୍ୟ

୧୧ ଲକ୍ଷ କୋଟି କ୍ଷତି ସହିଲେଣି ନିବେଶକ, ୬ ଦିନ ହେଲା ଖସୁଛିି ଶେୟାର ବଜାର

ମୁମ୍ବାଇ : ଗତ ୬ ଦିନ ହେବ ଦେଶର ଶେୟାର ବଜାର ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏହି ସମୟ ମଧ୍ୟରେ କାରବାର ଲଗାତର ଭାବେ ଖସି ଚାଲିଛି। ଗତ ୬ ଦିନରେ ନିବେଶକଙ୍କୁ ୧୧.୩୧ ଲକ୍ଷ କୋଟି ଟଙ୍କାର କ୍ଷତି…

ବଜାରରୁ ୧୦ ହଜାର କୋଟି ଋଣ କରିବେ ରାଜ୍ୟ

ନୂଆଦିଲ୍ଲୀ:ବଜାରରୁ ଅତିରିକ୍ତ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ କରିବା ଲାଗି କେନ୍ଦ୍ର ସରକାର ୫ ରାଜ୍ୟକୁ ଅନୁମତି ପ୍ରଦାନ କରିଛନ୍ତି। ଖୋଲା ବଜାରରୁ ୯୯୧୩ କୋଟି ଋଣ ଏହି ରାଜ୍ୟଗୁଡିକ ଉଠାଣ କରିବେ ବୋଲି ଗୁରୁବାର…

୩ ମାସ ଯାଏ ହେବନି ଇନ୍‌ସଲଭେନ୍ସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇନ୍‌ସଭଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କାର୍ଯ୍ୟାନୁଷ୍ଠାନକୁ ଆଗାମୀ ୩ ମାସ ବାତିଲ ରଖିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଯୋଗୁ ଏହି ପ୍ରକ୍ରିୟା ନ କରାଇବାକୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଏହାକୁ ଆଉ ୩ ମାସ କୋହଳ…

ଅଟୋ ଡିଲରଙ୍କ ଅଣ୍ଟା ଭାଙ୍ଗିଦେଇଛି କୋଭିଡ୍‌

ନୂଆଦିଲ୍ଲୀ: ମହାମାରୀ ପୂର୍ବରୁ ଦେଶର ଅଟୋମୋବାଇଲ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଗତ ୧୫ ମାସ ହେବ ଅଟୋ ଶିଳ୍ପରେ ବିକ୍ରି ଖସି ଚାଲିଛି। ଅଗଷ୍ଟ ମାସର ବିକ୍ରିକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡିବ ଯେ ଶିଳ୍ପର ସମସ୍ୟା ସୁଧୁରିବାରେ…

ଭାରତ ଫ୍ୟାକ୍ଟ୍ରି ବନ୍ଦ କଲା ହାର୍ଲେ ଡାଭିଡ୍‌ସନ

ନୂଆଦିଲ୍ଲୀ: ଆମେରିକା ଭିତ୍ତିକ ଲକ୍‌ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍‌ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହରିୟାଣାର ବଓ୍ବାଲସ୍ଥିତ ମାନୁଫାକଚରିଂ ଫାସିଲିଟିରେ ବାଇକ ନିର୍ମାଣ କରୁଥିବା ଏହି କମ୍ପାନୀ ଘରୋଇ ବଜାରରେ କାରବାରରେ ମାନ୍ଦାବସ୍ଥା…

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତାଙ୍କର ୩ ପିଲା ଈଶା, ଆକାଶ ଏବଂ ଆନନ୍ଦ ଅଛନ୍ତି। ଅନେକ…

ସାଇରସ୍‌ଙ୍କ ଝିଅ ଆକାଉଣ୍ଟରୁ ୯୦ ହଜାର ଗାଏବ

ମୁମ୍ବାଇ: ସାପୁରଜୀ ପାଲୋନଜୀ ଗ୍ରୁପ୍‌ର ଦାୟିତ୍ୱ ସମ୍ଭାଳୁଥିବା ବିଲିୟନେୟାର ସାଇରସ୍‌ ମିସ୍ତ୍ରିଙ୍କ ଝିଅଙ୍କ ସହ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। କେହି ଅଜଣା ବ୍ୟକ୍ତି ସାଇରସ୍‌ଙ୍କ ଝିଅ ଲୈଲା ରୁସ୍ତମ ଜାହାଙ୍ଗୀରଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଉଠାଇ ନେଇଛି।…

ଚାଇନା ବେଟିଂ ଆପ୍‌ରେ ୧୦୦୦ କୋଟିର କାରବାର;ମାମଲା ଉପରେ ଇଡି ନଜର

ନୂଆଦିଲ୍ଲୀ : ଚାଇନାର ଅନ୍‌ଲାଇନ ବେଟିଂ ବା ଜୁଆ ଆପ୍‌ ଦ୍ୱାରା ୧୦୦୦ କୋଟିର ଟ୍ରାଞ୍ଜାକଶନ ହୋଇଛି। ଏହି ମାମଲା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଥିବା ଜଣାପଡିଛି। ପେଟିଏମ୍‌ ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କ ଦ୍ୱାରା ଏହି ନେଣଦେଣ ହୋଇଛି। କେଉଁମାନଙ୍କ…

ଓଡ଼ିଶା ଜିଏସ୍‌ଟି ସଂଗ୍ରହ ୨୨% କମିଛି

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚରୁ ଜୁଲାଇ ସମୟ ମଧ୍ୟରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୨୨.୬% କମିଛି। ଏହି ଅବଧିରେ ଏଠାରେ ୨୯୬୬ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଛି। ଦେଶର ବଡ ରାଜ୍ୟଗୁଡିକରେ ଜିଏସ୍‌ଟି…

ଫେସ୍‌ବୁକ୍‌ ଏମ୍‌ଡିଙ୍କୁ ଅକ୍ଟୋବର ୧୫ ଯାଏ ଆଶ୍ୱସ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ଫେସ୍‌ବୁକ ଇଣ୍ଡିଆ ଏମ୍‌ଡି ଅଜିତ ମୋହନଙ୍କୁ ସୁପ୍ରିମକୋର୍ଟ ଅକ୍ଟୋବର ୧୫ ଯାଏ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଦଙ୍ଗା ଘଟଣାରେ ହାଜର ହେବାକୁ ଦିଲ୍ଲୀ ବିଧାନସଭାର କମିଟି ଫେସ୍‌ବୁକ ଏମ୍‌ଡିଙ୍କୁ ସମନ ଜାରି କରିଥିଲେ। ସେ…

ରିଲାଏନ୍ସ ରିଟେଲରେ ନିବେଶ କରିବ କେକେଆର୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ପୁଞ୍ଜିନିବେଶକାରୀ କମ୍ପାନୀ କେକେଆର୍‌ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ୫,୫୦୦ କୋଟି ଟଙ୍କା ନିବେଶ କରିବ। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏହି ନିବେଶ ଦ୍ୱାରା କେକେଆର୍‌ ୧.୨୮% ଇକ୍ୱିଟି ଅଂଶଧନ…

ବିମାନ ଟିକେଟ ରିଫଣ୍ଡ ନେଇ ସ୍ପଷ୍ଟକର: ସୁପ୍ରିମକୋର୍ଟ

ଦୂଆଦିଲ୍ଲୀ: ଲକ୍‌ଡାଉନ ଯୋଗୁ ଦେଶ ମଧ୍ୟରେ ବିମାନ ସେବା ବାତିଲ ରହିଥିଲା। ହେଲେ ପୂର୍ବରୁ ବିମାନ ଟିକେଟ କରିଥିବା ଲୋକମାନେ ଏହି ଅବଧିରେ ଉଡାଣ ଲାଗି କରିଥିବା ଟିକେଟର ଅର୍ଥ ଫେରି ପାଇନାହାନ୍ତି। ବିମାନ କମ୍ପାନୀଗୁଡିକ ରିଫଣ୍ଡ ପ୍ରଦାନରେ ସମସ୍ୟା କରିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?