ବାଣିଜ୍ୟ

ଟେଲିଗ୍ରାମରେ ଯୋଡ଼ିହେଲେ ଆଉ ୨.୫ କୋଟି ୟୁଜର

ନୂଆଦିଲ୍ଲୀ,୧୪।୧: ହ୍ବାଟ୍ସ ଆପ୍‌ର ନୂଆ ପ୍ରିଭେସି ପଲିସି ଯୋଗୁ ମେସେଜିଂ ଆପ୍‌ ଟେଲିଗ୍ରାମ ଆଡକୁ ୟୁଜର ମୁହାଁଉଥିବା ଦେଖା ଯାଇଛି। ଗତ ୭୨ ଘଣ୍ଟା ମଧ୍ୟରେ ଟେଲିଗ୍ରାମରେ ୨.୫ କୋଟି ନୂଆ ୟୁଜର ଯୋଡି ହୋଇଛନ୍ତି। ଫଳରେ ଏହି ମେସେଜିଂ ଆପ୍‌…

ଅନ୍‌ଲାଇନ ନେଣଦେଣ ୮୦% ବଢ଼ିଛି

ନୂଆଦିଲ୍ଲୀ,୧୪।୧: ବର୍ଷ ୨୦୨୦ରେ ଦେଶ ମଧ୍ୟରେ ଅନ୍‌ଲାଇନ ନେଣଦେଣ ପ୍ରାୟ ୮୦% ବୃଦ୍ଧି ପାଇଛି। ଛୋଟ ଏବଂ ମଧ୍ୟମ ବର୍ଗ ସହରଗୁଡିକରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଗ୍ରହଣ ହାର ଏବେ ଦ୍ରୁତ ହୋଇଛି। ଫଳରେ ଡିଜିଟାଲ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବିତ୍ତୀୟ…

ଘରୋଇ ପୁଞ୍ଜିବଜାର ସବୁଠୁ ମହଙ୍ଗା

ମୁମ୍ବାଇ,୧୪।୧: ବିକଶିତ ବଜାର ମଧ୍ୟରେ ଆମେରିକା ଶେୟାର ବଜାର ବର୍ତ୍ତମାନ ସବୁଠାରୁ ଭଲ କାରବାର କରୁଛି। ସେହିଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକର କଥା ବିଚାରକୁ ନେଲେ ଭାରତ ସବୁଠାରୁ ଆଗରେ ରହିଛି। ବିକାଶଶୀଳ ବଜାରଗୁଡିକ ମଧ୍ୟରେ ଭାରତୀୟ ଶେୟାର ବଜାର ସବୁଠୁ ମହଙ୍ଗା…

ଇନ୍‌ଫୋସିସ ନେଟ୍‌ ଲାଭ ୧୭% ବଢ଼ିଲା

ନୂଆଦିଲ୍ଲୀ,୧୪।୧:ଦେଶର ଦ୍ୱିତୀୟ ବୃହତ୍‌ ଆଇଟି ସେବା ଯୋଗାଣକାରୀ କମ୍ପାନୀ ଇନ୍‌ଫୋସିସର ନେଟ୍‌ ଲାଭ ୧୭% ବଢିଛି। ଡିସେମ୍ବର ୩୧ ସୁଦ୍ଧା ଏହି କମ୍ପାନୀର ନେଟ୍‌ ଲାଭ ୫,୧୯୭ କୋଟି ଟଙ୍କା ରହିଛି। କମ୍ପାନୀ ଏହି ତ୍ରୈମାସରେ ୨୫,୯୨୭ କୋଟି ଟଙ୍କା ରାଜସ୍ବ…

ଏଇଏସ୍‌ଏଲ୍‌କୁ ୧ ବିଲିୟନ ଡଲାରରେ କିଣିବ ବାୟଜୁସ୍‌

ନୂଆଦିଲ୍ଲୀ,୧୪।୧: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ(ଏଇଏସ୍‌ଏଲ୍‌)କୁ ବାୟଜୁସ୍‌ ୧ ବିଲିୟନ ଡଲାରରେ କିଣିବ। ଏଥିଲାଗି ୨ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହା ଏଡ୍‌ଟେକ୍‌ ସେକ୍ଟରରେ ସବୁଠାରୁ ବଡ ଡିଲ୍‌ ବୋଲି କୁହାଯାଇଛି। ଡିଲ୍‌ ଆଗାମୀ ୨ରୁ ୩ ସପ୍ତାହ…

ଭାରତରେ ପ୍ରବେଶ କଲା ଟେସ୍‌ଲା

ନୂଆଦିଲ୍ଲୀ,୧୪।୧: ଆମେରିକାର ଇଲେକ୍‌ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିଛି। ଏହା ବିଶ୍ୱର ସବୁଠାରୁ ବଡ ଇ-କାର୍‌ ନିର୍ମାତା। ଟେସ୍‌ଲା ଇଣ୍ଡିଆ ମୋଟର୍ସ ଏବଂ ଏନର୍ଜି ପ୍ରାଇଭେଟ ଲିମିଟେଡ୍‌ ବାଙ୍ଗାଲୋରରେ ଏକ ଅଫିସ ସ୍ଥାପନ କରିବା ସହ…

୨୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୧୪।୧: ରେକର୍ଡ ଉଚ୍ଚ ସ୍ତରରେ ରହିବା ପରେ ବୁଧବାର ଭାରତୀୟ ଶେୟାର ବଜାରରେ କିଛିଟା ପ୍ରଭାବ ପଡ଼ିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ୨୫ ପଏଣ୍ଟ ନିମ୍ନରେ ରହିଛି। ପ୍ରଫିଟ ବୁକିଂ ଏବଂ ବିଶ୍ୱ ବଜାରର ପ୍ରଭାବ ଫଳରେ ଶେୟାର…

ଭାକ୍ସିନ ବିଳମ୍ବ ହେଲେ ଜିଡିପି ଉପରେ ପ୍ରଭାବ

ନୂଆଦିଲ୍ଲୀ,୧୪।୧ ସାରା ଦେଶରେ ଭାକ୍ସିନ ଯୋଗାଣ ଲାଗି ସରକାର ଘୋଷଣା କରିଛନ୍ତି। ଏହା ପର୍ଯ୍ୟାୟ ଭିତ୍ତିରେ ହେବ। ଏଭଳି ସ୍ଥିତିରେ ଯଦି ଭାକ୍ସିନ ଯୋଗାଣରେ ବିଳମ୍ବ ଉପୁଜେ ତେବେ ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ଗଭୀର ପ୍ରଭାବ ପକାଇବ…

ବେଦାନ୍ତକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର

ଭୁବନେଶ୍ୱର,୧୪।୧: ଭାରତର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ପ୍ରଦାନ କରାଯାଇଛି। ସିଆଇଆଇର ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫରମେଶନ ସମ୍ମିଟ ଆଣ୍ଡ ଆଓ୍ବାର୍ଡ-୨୦୨୦ କାର୍ଯ୍ୟକ୍ରମରେ ଡିଜିଟାଲୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି…

ରିୟଲ ଜିଡିପି ୧୧% ବଢ଼ିବ

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ରିୟଲ ଜିଡିପି ପ୍ରାୟ ୧୧% ବଢ଼ିପାରେ। ଆର୍ଥିକ ସୁଧାର ତ୍ୱରାନ୍ବିତ ହେଉଥିବାରୁ ଅଭିବୃଦ୍ଧି ମଧ୍ୟ ଫେରିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ବ୍ରିକ୍‌ଓ୍ବାର୍କ ରେଟିଂ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ କଟକଣା କୋହଳ…

ଟପ୍‌-୫୦୦ ଗ୍ଲୋବାଲ କମ୍ପାନୀ ମଧ୍ୟରେ ଭାରତର ୧୧

ମୁମ୍ବାଇ: ବିଶ୍ୱର ୫୦୦ ମୂଲ୍ୟବାନ୍‌ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା ଏହି ୧୧ କମ୍ପାନୀ ୧୪% ଅଭିବୃଦ୍ଧି ହାସଲ କରିଛନ୍ତି,ଯାହା ଭାରତର ମୋଟ ଜିଡିପିର ପ୍ରାୟ…

ବଢ଼ିବନି ଆଇଟି ରିଟର୍ନ ଅବଧି

ନୂଆଦିଲ୍ଲୀ: ଫେବୃୟାରୀ ୧୫ର ଆୟକର ରଟର୍ନ ଅବଧିକୁ ସରକାର ଆଉ ବଢ଼ାଇବେ ନାହିଁ। ଏହି ରିଟର୍ନ ଫାଇଲିଂ ତାରିଖକୁ ବଢାଇବା ଲାଗି କେତେକ ମହଲରୁ ଦାବି ହୋଇ ଆସୁଥିଲା। ମାତ୍ର ଏହି ଦାବିକୁ ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଅଗ୍ରାହ୍ୟ କରି ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?