ନୂଆ ରେକର୍ଡ ସ୍ତରରେ ସେନ୍ସେକ୍ସ
ମୁମ୍ବାଇ: ଭାରତୀୟ ଶେୟାର ବଜାରର ବୃଦ୍ଧି ଧାରା ଜାରି ରହିଛି। ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ର ସେନ୍ସେକ୍ସ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚ୍ଡିଏଫ୍ସି ବ୍ୟାଙ୍କ ଏବଂ ଭାରତୀ ଏୟାରଟେଲ ଭଳି କମ୍ପାନୀର ଶେୟାର କାରବାର ଏହି ସମୟରେ…
ବଜେଟରେ ଆସିପାରେ ଭାକ୍ସିିନ ସେସ୍
ନୂଆଦିଲ୍ଲୀ: କରୋନା ଭାକ୍ସିନ କାର୍ଯ୍ୟକାରୀ କରାଇବା ଲାଗି ବଜେଟରେ ନୂଆ ସେସ୍ ଲାଗୁ ହୋଇପାରେ। ଏ ନେଇ ବର୍ତ୍ତମାନ ଜୋର୍ଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ସରକାରଙ୍କ ରାଜସ୍ବ କ୍ଷତିଗ୍ରସ୍ତ ହୋଇ ରହିଛି। ରାଜକୋଷକୁ ଅଧିକ ପାଣ୍ଠି ଆବଶ୍ୟକ ପଡୁଛି। ସେହିଭଳି…
୧୨ ଘଣ୍ଟା ଚପଲ ପିନ୍ଧିଲେ କମ୍ପାନୀ ଦେବ ୪ ଲକ୍ଷ ଟଙ୍କା
ମହାମାରୀ କରୋନା ଯୋଗୁ ବେରୋଜଗାର ବୃଦ୍ଧି ପାଇଛି। ଅନେକ ଲୋକ ନିଜର ଚାକିରି ହରାଇଛନ୍ତି। ମାତ୍ର ଏବେ ଘରେ ବସିରହି ଲକ୍ଷ ଲକ୍ଷ ଟଙ୍କା ଆୟ କରିବାର ଅଫର ଆସିଛି। ଏଥିପାଇଁ ବେଶୀ କିଛି ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ।…
ବଢୁଛି ବିଟ୍କଏନ୍ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ
ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ସମୟରେ ବିଟ୍ କଏନର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି। ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି ଏହି ବିଟ୍ କଏନ୍। ଭାରତରେ ଟଙ୍କା, ଆମେରିକାରେ ଡଲାର, ବ୍ରିଟେନରେ ପାଉଣ୍ଡ୍, ଜାପାନର…
୨୧ ଶହ କୋଟିର ଋଣ ଦେବ ଜାପାନ, କୋଭିଡ୍ ପରିଚାଳନା ପାଇଁ ହେବ ଖର୍ଚ୍ଚ
ନୂଆଦିଲ୍ଲୀ,୧୧।୧: କରୋନା ମହାମାରୀ ସମୟରେ ସାଧାରଣ ଜନତା ନାନା ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି, ଏଭଳି ଏକ କଠିନ ସମୟରେ ପୁଣି ଥରେ ସହଯୋଗର ହାତ ବଢ଼ାଇବା ପାଇଁ ଉଭୟ ଦେଶ ଆଗକୁ ଆସିଛନ୍ତି। କରୋନା ମହାମାରୀ ଭଳି ଏକ ଅସମୟରେ ଦୁଇ…
ସରିଲା ଡେଡ୍ଲାଇନ, କଟିବ ଫାଇନ
ନୂଆଦିଲ୍ଲୀ,୧୧।୧: ଗତ ରବିବାର ଥିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ନ ଦାଖଲ କରିବାର ଶେଷ ଦିନ। ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା। ବିଭାଗୀୟ ତ୍ରୁଟି ଓ କରଦାତାଙ୍କ ନିବେଦନକୁ ସମ୍ମାନ ଜଣାଇ…
ମୋଟା କାରବାରରେ ୨୦ ଅଙ୍କ ନମ୍ବର ବ୍ୟବହାର ହେବ
ନୂଆଦିଲ୍ଲୀ,୧୧।୧: ସରକାରୀ ଓ ବେସରକାରୀ ଭାବରେ କାରବାର ହେଉଥିବା ମୋଟା ଅଙ୍କର ଅର୍ଥ ରାଶି ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ। ଫଳରେ ପ୍ରତି କାରବାର ବିଶେଷ କରି ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କରୁଥିବା ସଂସ୍ଥାଗୁଡ଼ିକୁ ଏକ…
ଟୁଇଟରରେ ମୋଦି ଏକ ନମ୍ବର
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ୍ ଉପରେ ପ୍ରତିବନ୍ଧକ ଲାଗିଛି। ଫଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟରେ ସର୍ବାଧିକ ଫଲୋଅର୍ସ ରହିବା…
ବିଶ୍ୱର ସବୁଠାରୁ ଧନୀ ହେଲେ ଏହି ବ୍ୟକ୍ତି: ଘଣ୍ଟାକୁ ରୋଜଗାର ୧୨୭ କୋଟି, ପ୍ରତି ସେକେଣ୍ଡକୁ ୭୬ ଲକ୍ଷ
ନୂଆଦିଲ୍ଲୀ,୧୦।୧: ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସଲା ଏବଂ ସ୍ପେସ୍ଏକ୍ସର ସିଇଓ ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି ପାଲଟିଛନ୍ତି। ଆମାଜନର ଜେଫ୍ ବେଜୋସଙ୍କୁ ପଛରେ ପକାଇ ସେ ଏହି ମୁକୁଟ ପିନ୍ଧିଛନ୍ତି। ତେବେ କରୋନାକୁ ନେଇ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ମସ୍କଙ୍କ…
ନିବେଶକଙ୍କ ଲାଭ ୨.୪୬ ଲକ୍ଷ କୋଟି
ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାରରେ ଭଲ କାରବାର ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସ ୬୮୯ ପଏଣ୍ଟ ବଢିଥିବା ନଜରକୁ ଆସିଛି। ପ୍ରାୟ ୨ ଦିନ ଶେୟାର ବଜାର ଖସିବା ପରେ ୩୦ ଶେୟାର ବିଶିଷ୍ଟ ସେନ୍ସେକ୍ସ ୬୮୯.୯୧ ପଏଣ୍ଟ(୧.୪୩%)…
ବେଜୋସ୍ଙ୍କୁ ଟପିଲେ ଏଲନ୍ ମସ୍କ
ନୂଆଦିଲ୍ଲୀ: ଟେସ୍ଲା ଇଙ୍କ୍ ଏବଂ ସ୍ପେଶ୍ ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କୁ ଟପି ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଗୁରୁବାର ଟେସ୍ଲାର ଶେୟାର ୪.୮% ବଢ଼ିବାରୁ ମସ୍କ ବେଜୋସ୍ଙ୍କୁ ପଛରେ ପକାଇ…
ନାଲ୍କୋ ନିବେଶ କରିବ ୩୦ ହଜାର କୋଟି
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍(ନାଲ୍କୋ) ୨୦୨୭-୨୮ ଆର୍ଥତ୍କ ବର୍ଷ ସୁଦ୍ଧା ସମ୍ପ୍ରସାରଣ ଯୋଜନା ଅଧୀନରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ। ଭୁବନେଶ୍ୱରରେ କମ୍ପାନୀର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର କୋଇଲା…

