ବାଣିଜ୍ୟ

ଫେସ୍‌ବୁକ୍‌,ଟୁଇଟରକୁ ପାର୍ଲାମେଣ୍ଟ କମିଟିର ସମନ

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଯୁଗ୍ମ କମିଟି ପକ୍ଷରୁ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ଏବଂ ଟୁଇଟରକୁ ଗୁରୁବାର ସମନ ଜାରି କରାଯାଇଛି। ଭାଜପା ଏମ୍‌ପି ମୀନାକ୍ଷୀ ଲେଖୀଙ୍କ ଅଧ୍ୟକ୍ଷତାରେ ଗଠିତ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ-୨୦୧୯ ସମ୍ପର୍କିତ ପାର୍ଲାମେଣ୍ଟର ଯୁଗ୍ମ କମିଟି ସାମ୍ନାରେ…

ନିବେଶ ବୃଦ୍ଧି ପାଇଁ ୧୫ ଗ୍ଲୋବାଲ୍‌ ଫଣ୍ଡ୍‌ ହାଉସ୍‌ ସହିତ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ, ୨୨।୧୦: ଦେଶରେ ବିବେଶ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର ୧୫ ଗ୍ଲୋବାଲ ଫଣ୍ଡ୍‌ ସାଉସ୍‌ର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। ଏସମ୍ପର୍କରେ ଅର୍ଥ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ ସୂଚନା ଦେଇଛନ୍ତି। ଦେଶର ଭିତ୍ତିଭୂମି…

କେନ୍ଦ୍ର ଆଣିବ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ଦ୍ୱାରା ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ସରକାର ପୂର୍ବରୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ପୁଣି ଥରେ ଆଉ ଏକ ପ୍ୟାକେଜ ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଥିବା ଅର୍ଥ…

୩୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥାରେ ବଜାର ଚାହିଦା ଫେରାଇ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ପ୍ରାୟ ୩୦ ଲକ୍ଷ ଅଣଗେଜେଟେଡ୍‌ କର୍ମଚାରୀଙ୍କୁ ବୋନସ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍‌ ବୁଧବାର ମଞ୍ଜୁରୀ…

ପିଆଜ ଆମଦାନୀ କଟକଣା କୋହଳ ହେଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ଆମଦାନୀ ଉପରେ ରହିଥିବା କଟକଣାକୁ କୋହଳ କରିଛନ୍ତି। ଡିସେମ୍ବର ୧୫ ଯାଏ ଏହି ନିୟମ କୋହଳ କରାଯାଇଛି। ଘରୋଇ ବଜାରକୁ ପିଆଜ କିଭଳି ଶୀଘ୍ର ଆସିପାରିବ ତା’ ଉପରେ ଧ୍ୟାନ ରଖାଯାଇଛି। ଏହା ହେଲେ ଘରୋଇ…

ଇ-କମର୍ସରେ ପାର୍ବଣ ବିକ୍ରି ୨୨ ହଜାର କୋଟି

ନୂଆଦିଲ୍ଲୀ: ପାର୍ବଣ ଉପଲକ୍ଷେ ବିଭିନ୍ନ ଇ-କମର୍ସ କମ୍ପାନୀରେ ସେଲ୍‌ ଜାରି ରହିଛି। ଗତ ୫ଦିନରେ କମ୍ପାନୀଗୁଡିକ ୨୨ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ରେଡସିର କନ୍‌ସଲଟିଂ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟ ପୂଜା ସେଲ୍‌ରେ…

୩୦ ହଜାର କୋଟି ପଇଠ କରିବ ଭିଡିଓକନ୍‌ ଗ୍ରୁପ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଭିଡିଓକନ୍‌ ଗ୍ରୁପ୍‌ ଇନ୍‌ସଲଭେନ୍ସି ମାମଲାର ସମ୍ମୁଖୀନ ହୋଇଛି। ବ୍ୟାଙ୍କଗୁଡିକୁ ୩୦ ହଜାର କୋଟି ଟଙ୍କାର ଋଣ ପଇଠ କରିବା ଲାଗି କମ୍ପାନୀ ପ୍ରତିଷ୍ଠାତାଙ୍କ ପରିବାର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭିଡିଓକନ୍‌ ଗ୍ରୁପ୍‌ର ୧୩ କମ୍ପାନୀ ବିରୋଧରେ ବର୍ତ୍ତମାନ ଦେବାଳିଆ…

ପ୍ରିମିୟମ ଗୃହଋଣରେ ଏସ୍‌ବିଆଇର ରିହାତି

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପ୍ରିମିୟମ ହୋମ୍‌ଲୋନ୍‌ କ୍ଷେତ୍ରରେ ରିହାତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ବର୍ଗରେ ବ୍ୟାଙ୍କ ପକ୍ଷରୁ ୨୫ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ରିହାତି ଲୋକଙ୍କୁ ମିଳିପାରିବ। ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଉପରେ ଏହା…

ଶୀଘ୍ର ଫେରିବ ଆର୍ଥତ୍କ ସ୍ଥିତାବସ୍ଥା: ଶକ୍ତିକାନ୍ତ

ମୁମ୍ବାଇ: କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ନେଇ ରିଜର୍ଭ ବ୍ୟାଙ୍କ ଗର୍ଭନର ଶକ୍ତିକାନ୍ତ ଦାସ ବୁଧବାର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆର୍ଥତ୍କ ସ୍ଥିତାବସ୍ଥା ଶୀଘ୍ର ଫେରିବ। ଭାରତ ଏହାର ଦ୍ୱାରଦେଶରେ ରହିଛି। କୋଭିଡ୍‌-୧୯ ଚ୍ୟାଲେଞ୍ଜକୁ ନୀତି ନିର୍ଦ୍ଧାରକମାନେ ସଫଳ ଭାବେ…

ଚାଇନାକୁ ଝଟ୍‌କା: ଦୀପାବଳିରେ କ୍ଷତି ହେବ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୯।୧୦: ଚଳିତ ଦୀପାବଳିରେ ଚାଇନାକୁ ବ୍ୟବସାୟରେ ବଡ଼ ଝଟ୍‌କା ଲାଗିବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଦୀପାବଳିରେ ଭାରତକୁ ବହୁ ଚାଇନା ସାମଗ୍ରୀର ଆମଦାନୀ ହେଉଥିତ୍ବାବେଳେ ଏଥର ଭାରତୀୟ ବ୍ୟବସାୟୀଙ୍କ ପକ୍ଷରୁ ଚାଇନା କମ୍ପାନୀଗୁଡ଼ିକୁ କୌଣସି ଅର୍ଡର ଦିଆଯାଇନାହିଁି। ଦୀପାବଳିରେ…

୯୦ ବର୍ଷ ପରେ ବଡ଼ ମାନ୍ଦାବସ୍ଥା

ଓ୍ବାଶିଂଟନ,୧୬।୧୦:ଗତ ବର୍ଷ ଶେଷ ଆଡ଼କୁ ଆସିଥିବା କରୋନା ଭୂତାଣୁ ମହାମାରୀ ରୂପ ନେଇ ସାରା ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଭାଇରସ୍‌ କେବଳ ଲୋକଙ୍କ ଜୀବନ ନେଇନାହିଁ, ଜୀବିକା ମଧ୍ୟ ଉଜାଡ଼ିଛି। କରୋନା ଲକ୍‌ଡାଉନ ୨୦୦ରୁ ଊର୍ଦ୍ଧ୍ୱ ଦେଶର…

ଚାକରଙ୍କ ପିଲା ପଢ଼ୁଛନ୍ତି ଆମେରିକାରେ: ଜାଣନ୍ତୁ ମୁକେଶ ଅମ୍ବାନୀ କେତେ ଦରମା ଦିଅନ୍ତି କର୍ମଚାରୀଙ୍କୁ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ତାଙ୍କ ପରିବାର ବିଷୟରେ ପ୍ରତିଟି କଥା ଜାଣିବା ପାଇଁ ଲୋକେ ଚାହିଁଥାନ୍ତି। ତେଣୁ ଏହି ପରିବାରର ଜୀନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ହେଉଛି ସବୁଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?