ବାଣିଜ୍ୟ

ଓ୍ବେସ୍କୋ, ସାଉଥ୍‌କୋର ପରିଚାଳନା ନେଲା ଟାଟା

ଭୁବନେଶ୍ୱର,: ଓ୍ବେସ୍କୋ ଏବଂ ସାଉଥ୍‌କୋର ପରିଚାଳନା ଏବଂ ଅପରେଶନ ଭାର ଟାଟା ପାଓ୍ବାର ହାତକୁ ଯାଇଛି। ଗୁରୁବାର ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ବିଧିବଧ ଭାବେ ଘୋଷଣା କରାଯାଇଇଛି। ଅଧିଗ୍ରହଣ ନେଇ ସମସ୍ତ ପ୍ରକ୍ରିୟା ସମ୍ପାଦିତ ହୋଇଛି। ଏହି ଅଧିଗ୍ରହଣ ପରେ…

ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ ଆରମ୍ଭ ହେବ। ୩.୯୨ ଲକ୍ଷ କୋଟି ଟଙ୍କାର ରେଡିଓ ଓ୍ବେଭକୁ ଏଥର ନିଲାମ କରାଯିବ ବୋଲି ଜଣାପଡିଛି। ଟେଲିକମ ବିଭାଗ ବୁଧବାର ଏ ନେଇ ବିଧିବଦ୍ଧ ନୋଟିସ ଜାରି କରିଛି। ରେଡିଓ ଓ୍ବେଭର ମୂଳ…

୨୬୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଗତ ୧୦ ସେସନ ହେବ ଭଲ କାରବାର ହାସଲ କରିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବୁଧବାର ୨୬୪ ପଏଣ୍ଟ ଖସିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆଇଟିସି ଏବଂ ଇନ୍‌ଫୋସିସ ଭଳି କମ୍ପାନୀଗୁଡିକର ଶେୟାର କାରବାର ପ୍ରଭାବିତ ହୋଇଛି। ଦିନ ମଧ୍ୟରେ…

୩.୬ ଲକ୍ଷ କୋଟିର ପ୍ରକଳ୍ପ ସମୀକ୍ଷା କଲେ ସୀତାରାମନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩.୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପକୁ ବୁଧବାର ସମୀକ୍ଷା କରିଛନ୍ତି। ନ୍ୟାଶନାଲ ଇନଫ୍ରାଷ୍ଟକଚର ପାଇପ ଲାଇନ(ଏନ୍‌ ଆଇପି) ଅଧିନରେ ଏହି ପ୍ରକଳ୍ପଗୁଡିକ ରହିଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଜଳ ସମ୍ପଦ, ନଦୀ ଉନ୍ନତିକରଣ…

ଅର୍ଥନୀତିଜ୍ଞଙ୍କ ସହ ମୋଦିଙ୍କ ଆଲୋଚନା ୮ରେ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଲୋଚନା କରିବେ। କୋଭିଡ୍‌-୧୯ ଯୋଗୁ ଘରୋଇ ବଜାର ପ୍ରଭାବିତ ହୋଇଛି। ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ବିଭିନ୍ନ କ୍ଷେତ୍ର ବିଶେଷଜ୍ଞଙ୍କ ସହ ମୋଦି ଏଭଳି ଆଲୋଚନାରେ…

ଡିସେମ୍ବରରେ ସେବା କ୍ଷେତ୍ର ପ୍ରଭାବିତ

ବାଙ୍ଗାଲୋର: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଡିସେମ୍ବରରେ ସେବା କ୍ଷେତ୍ର କାର୍ଯ୍ୟକଳାପ ଖସିଥିବା ଏକ ଘରୋଇ ସର୍ଭେରୁ ସାମ୍ନାକୁ ଆସିଛି। ବାଣିଜ୍ୟ ଏବଂ ନିଯୁକ୍ତି ଉପରେ କରୋନାର ପ୍ରଭାବ ପୁଣି ଥରେ ପଡୁଥିବା ଏହି ସର୍ଭେରେ ପ୍ରକାଶ ପାଇଛି। ଚଳିତ…

୮୩୧ କୋଟିର ଜିଏସ୍‌ଟି ଠକେଇ

ନୂଆଦିଲ୍ଲୀ,୪।୧: ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୮୩୧ କୋଟି ଟଙ୍କା ଟିକସ ଠକେଇର ପର୍ଦ୍ଦାଫାଶ କରିଛନ୍ତିି। ଗୁଟ୍‌ଖା, ପାନମସଲା ଏବଂ ତମାଖୁ ପ୍ରଡକ୍ଟର ମାନୁଫାକଚର ଏବଂ ଯୋଗାଣ କରୁଥିବା ଜଣେ ବ୍ୟକ୍ତିବିଶେଷ ଏହି ଠକେଇରେ ସାମିଲ ଥିଲେ। ଏହି ବ୍ୟକ୍ତି ଜଣଙ୍କୁ ଏବେ…

ଯମୁନାରେ ମିଳିବ ସିପ୍ଲେନ ସୁବିଧା

ନୂଆଦିଲ୍ଲୀ, ୪।୧: ପର୍ଯ୍ୟଟକ ଓ ପରିଭ୍ରମଣକାରୀଙ୍କୁ ସୁବିଧା ସହିତ କମ ସମୟରେ ଅଧିକରୁ ଅଧିକ ସ୍ଥାନ ଭ୍ରମଣ କରିବାର ସୁଯୋଗ ସ୍ଥଳପଥ ଠାରୁ ଆକାଶ ପଥରେ ହୋଇପାରିବ। ଏହାକୁ ଆଖି ଆଗରେ ରଖି ଖୁବଶୀଘ୍ର ଦିଲ୍ଲୀର ଯମୁନା ନଦୀରୁ ଅଯୋଧ୍ୟା ପର୍ଯ୍ୟନ୍ତ…

ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅର୍ଥମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ୨୦୧୬-୧୭ଠାରୁ ବ୍ୟାଙ୍କଗୁଡିକରେ ହୋଇଥିବା ପୁଞ୍ଜି ଯୋଗାଣ ଧାରା ଉପରେ…

୬ରୁ ଭାରତ-ବ୍ରିଟେନ ବିମାନ ସେବା

ନୂଆଦିଲ୍ଲୀ,୪।୧: ଚଳିତ ମାସ ୬ ତାରିଖରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ସେବା ପୁଣିଥରେ ଶୁଭାରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିଭଳି ଚଳିତ ମାସ ୮ରୁ…

ବିଇଏମ୍‌ଏଲ୍‌ର ୨୬% ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୪।୧: ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାରତ ଆର୍ଥ ମୁଭର୍ସ ଲିମିଟେଡ(ବିଇଏମ୍‌ଏଲ୍‌)ରୁ ୨୬% ଅଂଶଧନ ବିକ୍ରି ହେବ। ସେହିଭଳି ସରକାର ଏହି କମ୍ପାନୀର ପରିଚାଳନା ଏବଂ ନିୟନ୍ତ୍ରଣକୁ ମଧ୍ୟ ହସ୍ତାନ୍ତର କରିବେ। ଏଥିପାଇଁ ରବିବାର ପ୍ରାଥମିକ ବିଡ୍‌ ସମ୍ପର୍କରେ ଘୋଷଣା କରାଯାଇଛି।…

୫ରେ କୋଚି-ମାଙ୍ଗାଲୋର ପାଇପଲାଇନ ଲୋକାର୍ପଣ

ନୂଆଦିଲ୍ଲୀ,୪।୧: ଚଳିତ ମାସ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି-ମାଙ୍ଗାଲୋର ପ୍ରାକୃତିକ ବାଷ୍ପ ପାଇପଲାଇନର ଲୋକାର୍ପଣ ଭିଡିଓକନଫରେନ୍ସ ମାଧ୍ୟମରେ କରିବେ। ଓ୍ବାନ୍‌ ନେଶନ ଓ୍ବାନ୍‌ ଗ୍ୟାସ ଗ୍ରୀଡ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଅବସରରେ କର୍ନାଟକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?