ବୟସ୍କଙ୍କୁ ଉବରର ସହାୟତା

ନୂଆଦିଲ୍ଲୀ:  ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ୨ୟ ପର୍ଯ୍ୟାୟରେ ସହଯୋଗ କରିବା ପାଇଁ ଉବର ପକ୍ଷରୁ ୧୦କୋଟି ଟଙ୍କା ମୂଲ୍ୟର ମାଗଣା ରାଇଡ୍‌ ପ୍ରଦାନ କରୁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ , ରାଜ୍ୟ ସରକାର ଓ ସ୍ଥାନୀୟ ଏନ୍‌ଜିଓଗୁଡିକୁ ସମର୍ଥନ ଘୋଷଣା କରାଯାଇଛି। ଏହି ମାଗଣା ରାଇଡ୍‌ଗୁଡିକୁ ୨ୟ ପର୍ଯ୍ୟାୟ ପାଇଁ ଚିହ୍ନିତ ହୋଇଥିବା ଟାର୍ଗେଟ୍‌ ଗ୍ରୁପ୍‌, ୬୦ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଅଧିକ ବୟସର ଅସୁସ୍ଥ ନାଗରିକମାନଙ୍କ ଦ୍ୱାରା ସେମାନଙ୍କ ନିକଟସ୍ଥ ସ୍ବୀକୃତିପ୍ରାପ୍ତ ଟିକାକରଣ କେନ୍ଦ୍ରଗୁଡିକୁ ଯାତାୟାତ ପାଇଁ ବ୍ୟବହାର କରାଯାଇପାରିବ। ଏହି ଅଭିଯାନ ଦୁର୍ବଳ ବ୍ୟକ୍ତିମାନଙ୍କୁ ସହଜ ରିଡିମେବୁଲ ପ୍ରୋମୋ କୋଡ୍‌ ମାଧ୍ୟମରେ ମାଗଣା ରାଇଡ୍‌ ପ୍ରଦାନ କରିବ, ଯାହା ଟିକାକରଣ କେନ୍ଦ୍ରକୁ ଯାତ୍ରା ସହଜ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ ଟ୍ରାଞ୍ଜିଶନ: ରେକର୍ଡ ସ୍ତରରେ ୟୁଏସ୍‌ ଶେୟାର ବଜାର

ନୂଆଦିଲ୍ଲୀ: ନୂଆ କରି ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନଙ୍କ ଟ୍ରାଞ୍ଜିଶନ ଖବର ଆସିବା ପରେ ଆମେରିକାର ଶେୟାର ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ବର୍ତ୍ତମାନର...

କ୍ଷୁଦ୍ରଶିଳ୍ପର ଭୂମିକା ଅତୁଳନୀୟ

କୃଷି ଓ ଶିଳ୍ପ ମାଧ୍ୟମରେ ଦେଶର ପ୍ରଗତି ବିକଶିତ ହୋଇଥାଏ। ଏପରିକି କୃଷି ଓ ଶିଳ୍ପ ମଧ୍ୟ ଦେଶ ପାଇଁ ମାନବ ସମ୍ବଳ ନିୟୋଜନର ପ୍ରମୁଖ...

ଡିସେମ୍ବରରେ ଜିଓର ୭୪,୦୦୦ ନୂଆ ଗ୍ରାହକ

ନୂଆଦିଲ୍ଲୀ,୧୮ା୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ପରିଗଣିତ ହେଉଛି। ଏପରିକି ରିଲାଏନ୍ସ ଜିଓ...

ଭାରତର ବିକାଶ ହାର ହ୍ରାସ କଲା ଆଇଏମଏଫ୍‌…

ନୂଆଦିଲ୍ଲୀ,୧୧।୧୦ : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବାନୁମାନକୁ ୬.୮ପ୍ରତିଶତକୁ ହ୍ରାସ କରିଛି। ଏହା ସହିତ ଆଇଏମଏଫ ବିଶ୍ୱସ୍ତରୀୟ...

‘ମେସି ଡାଇନାଷ୍ଟାର୍‌ ପ୍ରତିଯୋଗିତା ସିଜନ-୧’

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ଟ୍ରାକ୍ଟର ନିର୍ମାତା ‘ଟାଫେ ଟ୍ରାକ୍ଟର୍ସ ଆଣ୍ଡ୍‌ ଫାର୍ମ ଇକ୍ୱିପ୍‌ମେଣ୍ଟ ଲିମିଟେଡ୍‌’ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

୨୦୨୬ ସୁଦ୍ଧା ୧.୨ କୋଟି ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୮।୩: ଇଞ୍ଜିନିୟରିଂ, ଟେଲିକମ୍‌ ଏବଂ ହେଲ୍‌ଥକେୟାର କ୍ଷେତ୍ରରେ ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୧.୨ କୋଟି ଅର୍ଥାତ୍‌ ୧୨ ବିଲିୟନ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।...

ରିଲାଏନ୍ସ ଡିଜିଟାଲର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୧୩ା୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ରିଟେଲ ଚେନ୍‌ ୟୁନିଟ୍‌ ରିଲାଏନ୍ସ ଡିଜିଟାଲ ପକ୍ଷରୁ ଭାରତର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌...

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି...

Advertisement
Archives

Model This Week