ବାଣିଜ୍ୟ

ହ୍ବାଟ୍ସଆପ୍‌ର ନୂଆ ନିୟମ ଇଚ୍ଛାଧୀନ

ନୂଆଦିଲ୍ଲୀ: ସୋସିଆଲ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ନିୟମ ଇଚ୍ଛାଧୀନ। ଏହାକୁ ଗ୍ରହଣ କରିବା ନ କରିବା ୟୁଜରଙ୍କ ଇଚ୍ଛା ଉପରେ ନିର୍ଭର କରୁଛି। ଯଦି ଜଣେ କମ୍ପାନୀର ନୂଆ ନିୟମରେ ରହିଥିବା ସର୍ତ୍ତକୁ ନ ଗ୍ରହଣ କରନ୍ତି ତେବେ…

ଯାନ ମୂଲ୍ୟ ବଢ଼ାଇବ ମାରୁତି ସୁଜୁକି ଇଣ୍ଡିଆ

ବେଙ୍ଗାଲୁରୁ: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର କେତେକ ମଡେଲର ମୂଲ୍ୟ ବଢ଼ାଇବା ନେଇ କମ୍ପାନୀ ଯୋଜନା ରଖିଛି। ଇନ୍‌ପୁଟ ଖର୍ଚ୍ଚ ବଢ଼ିଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୋମବାର କହିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ଏହାର ପର୍ସନାଲ…

ମହଙ୍ଗା ହେବ ଇଲେକ୍‌ଟ୍ରୋନିକ୍ସ ଆପ୍ଲାଏନ୍ସ

ନୂଆଦିଲ୍ଲୀ: ପ୍ରାୟ ୫୦ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଆମଦାନୀ ଟିକସ ବଢ଼ାଇପାରନ୍ତି। ୫ରୁ ୧୦% ଟିକସ ବୃଦ୍ଧି ନେଇ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ସ୍ମାର୍ଟଫୋନ, ଇଲେକ୍‌ଟ୍ରୋନିକ୍ସ କମ୍ପୋନେଣ୍ଟ, ଆପ୍ଲାଏନ୍ସ ଭଳି ଅନ୍ୟ ସାମଗ୍ରୀ ଏହା ମଧ୍ୟରେ ସାମିଲ ରହିଛି।…

ଆଦାନୀ ଗ୍ରୀନ୍‌ ଏନର୍ଜିରେ ୨୦% ଅଂଶଧନ ହାସଲ କରିବ ଟୋଟାଲ

ନୂଆଦିଲ୍ଲୀ: ଫ୍ରାନ୍ସ ଭିତ୍ତିକ ଏନର୍ଜି କମ୍ପାନୀ ଟୋଟାଲ, ଆଦାନୀ ଗ୍ରୀନ୍‌ ଏନର୍ଜିରେ ୨୦% ଅଂଶଧନ ହାସଲ କରିବ। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଆଦାନୀ ଗ୍ରୀନ୍‌ ଏକ ଅଣପାରମ୍ପରିକ ଶକ୍ତି କମ୍ପାନୀ। ଟୋଟାଲ ସହ ଆଦାନୀର ଏହା ଦ୍ୱିତୀୟ ଚୁକ୍ତି। ୨୦୧୮ରେ ଟୋଟାଲ ଆଦାନୀ…

ପ୍ଲେ ଷ୍ଟୋରରୁ ହାଇକ୍‌ ଆପ୍‌ ଉଭାନ

ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ କର୍ପୋରେଶନ ଫଣ୍ଡିଂ ଲାଭ କରିଥିବା ଭାରତୀୟ ମେସେଜିଂ ଆପ୍‌ ହାଇକ୍‌ ବନ୍ଦ ହୋଇଯାଇଛି। ଏହି ଆପ୍‌ ବର୍ତ୍ତମାନ ଗୁଗଲ ଆପ୍‌ ଷ୍ଟୋରରୁ ଉଭାନ ହୋଇଯାଇଥିବା ଜଣାପଡିଛି। ଭାରତ ଭଳି ବିଶ୍ୱର ଦ୍ୱିତୀୟ ଜନବହୁଳ ବଜାରରେ ହ୍ବାଟ୍ସଆପ୍‌କୁ ଟକ୍କର ଦେବା…

ଓଡ଼ିଶା ପାଇଲାଣି ୨୭୮୬ କୋଟି ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣର ୧୨ତମ କିସ୍ତି ଭାବେ କେନ୍ଦ୍ର ସରକାର ସୋମବାର ଆଉ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ବାବଦକୁ ଓଡ଼ିଶା ଏବେ ସୁଦ୍ଧା ୨୭୮୬.୫୩ କୋଟି ଟଙ୍କା ଲାଭ କରିଛି। ଅପରପକ୍ଷରେ ୨୮୫୮ କୋଟି…

ଶ୍ରମ ଶକ୍ତିରେ ଅଧିକ ବୟସ୍କ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବେକାରି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବେକାର ହୋଇ ରହିଥିବା ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଯୁବପିଢିଙ୍କ ସଂଖ୍ୟା ଢେର ଅଧିକ ରହିଛି। କରୋନା…

ଷ୍ଟାଟସ୍‌ ଜରିଆରେ ସଚେତନ କରାଇଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌ର ନୂଆ ଫିଚର ଓ ନିୟମାବଳୀକୁ ନେଇ ଗତ କିଛିଦିନ ହେବ ୟୁଜର୍ସମାନେ (ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ) ନାନା ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ୟୁଜର୍ସଙ୍କ ଗୋପନୀୟତା ପଦାରେ ପଡିଯିବାର ଗୁଜବ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଯାଇଛି। ଉକ୍ତ ଗୋପନୀୟତା ନୀତିରେ…

ବୃଦ୍ଧି ପାଇଛି ଏଟିଏଫ୍‌ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରକୁ ଡେଇଁ ଯାଇଛି। ଗତ ଦୁଇ ଦିନ ହେଲା ତୈଳ କମ୍ପାନୀଗୁଡ଼ିକ ତେଲ ଦରକୁ ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟକୁ ପୁଣି ଥରେ ବଢାଇ ଦେଇଛନ୍ତି।…

ଶେୟାର ବଜାରରେ ନିବେଶ କରିବ ଇଏସ୍‌ଆଇ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ତା’ର ପ୍ରାୟ ୯୧ ହଜାର କୋଟି ଟଙ୍କାର କିଛି ଅଂଶକୁ ଷ୍ଟକ୍‌ ବଜାର ଓ କର୍ପୋରେଟ୍‌ ବଣ୍ଡ୍‌ ବଜାରରେ ନିବେଶ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ସମୟରେ କମ୍‌ ସୁଧ…

ଟିକସ ହ୍ରାସ ଲାଗି ଅଟୋ ଶିଳ୍ପର ଦାବି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ବଜେଟ ସମୟରେ ସରକାର ବିଭିନ୍ନ ସୌଖୀନ (ଲକ୍‌ଜ୍ୟୁରି) କାରଗୁଡିକ ନିମନ୍ତେ କର ହ୍ରାସ କରିବେ ବୋଲି ମର୍ସିଡିଜ୍‌ ବେଞ୍ଜ, ଅଡି ଓ ଲମ୍ବର୍ଗିନୀ ଆଦି କମ୍ପାନୀମାନେ ସରକାରଙ୍କ ନିକଟରେ ଦାବି ଜଣାଇବା ସହ କର ହ୍ରାସ ପାଇଁ…

ଶାଲୁ ଜିନ୍ଦଲଙ୍କୁ ଇମ୍ପାକ୍ଟ ଲିଡର ପୁରସ୍କାର

ନୂଆଦିଲ୍ଲୀ: ଜେଏସ୍‌ପିଏଲ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ‘ଭାରତର ଶ୍ରେଷ୍ଠ ୧୦ ଇମ୍ପାକ୍ଟ ଲିଡର’ ଭାବରେ ସମ୍ମାନିତ କରାଯାଇଛି। ଇଣ୍ଡିଆ ସିଏସଆର ନେଟଓ୍ବର୍କ ପକ୍ଷରୁ ୧୬ ଜାନୁୟାରୀ ୨୦୨୧ରେ ଆୟୋଜିତ ହୋଇଥିବା ‘ଇଣ୍ଡିଆ ସିଏସଆର ନେତୃତ୍ୱ ସମ୍ମିଳନୀ-୨୦୨୧ରେ ଶାଲୁ ଜିନ୍ଦଲଙ୍କୁ କୋଭିଡ୍‌-୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?