ୟୁଏନ ମୁଖ୍ୟାଳୟ ବାହାରେ ଲାଗିଲା ଇସ୍ରାଏଲ ବନ୍ଦୀଙ୍କ ଫଟୋ

ନ୍ୟୁୟର୍କ,୧୩।୧୦: ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ଅନେକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି। ହମାସ ଆତଙ୍କବାଦୀଙ୍କ ଦ୍ୱାରା ଲୋକଙ୍କୁ ବନ୍ଦୀ କରିବା ପରେ ଇସ୍ରାଏଲ ସେନା ସେମାନଙ୍କୁ ମୁକୁଳାଇବାକୁ ଲଗାତାର ପ୍ରସାୟ କରୁଛି। ଅନ୍ୟପଟେ ଗାଜାରେ ବନ୍ଦୀଙ୍କୁ ମୁକୁଳାଇବାକୁ ଦାବି କରି ନ୍ୟୁ ୟର୍କରେ ସଂଯୁକ୍ତ ରାଷ୍ଟ୍ର ବା ମିଳିତ ଜାତିସଂଘ ମୁଖ୍ୟାଳୟ ବାହାରେ ଇସ୍ରାଏଲ ବନ୍ଦୀଙ୍କ ଫଟୋ ଲଗାଯାଇଛି। ଏମାନଙ୍କ ମଧ୍ୟରେ ଶିଶୁ,ବରିଷ୍ଟ ନାଗରିକ ଓ ମହିଳା ଅଛନ୍ତି।

ସୂଚନାଯୋଗ୍ୟ, ଆମେରିକାରେ ରହୁଥିବା ଇସ୍ରାଏଲ ନାଗରିକମାନଙ୍କର ଏକ ଗୋଷ୍ଠୀ ଏହି ସମସ୍ତ ଫଟୋକୁ ଜାତିସଂଘ ମୁଖ୍ୟାଳୟ ବାହାରେ ଲଗାଇଛନ୍ତି। ଏହି ସମୟରେ ଫଟୋରେ ଚାରି ବର୍ଷ ବୟସ୍କା ଆରିଏଲ, ୮୫ବର୍ଷିୟ ୟାଫା ଏବଂ ଅନ୍ୟମାନେ ରହିଛନ୍ତି। ଏଥି ସହିତ, ଏହା ଉପରେ ଏକ ବାର୍ତ୍ତା ମଧ୍ୟ ଅଛି ଯେଉଁଥିରେ ଲେଖା ଅଛି – ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିବା ମାନବିକତା ବିରୁଦ୍ଧରେ ଅପରାଧ ଅଟେ। ହମାସ ହେଉଛି ଆଇଏସ। ସମସ୍ତ ହୋଷ୍ଟେଜ ଫେରସ୍ତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ: ୪ ମୃତ, ୧୨୦ ଆହତ

ତେହରାନ,୧୮।୬: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର...

ଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ, ପାରିତ ହେଲା…

ବ୍ୟାଙ୍କକ୍‌,୧୮।୬: ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା...

ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ

ରୋମବ,୧୮।୬: ଇଟାଲୀର ଦକ୍ଷିଣ ଉପକୂଳରେ ଦୁଇଟି ଡଙ୍ଗା ବୁଡ଼ିଯିବା ପରେ ଏଗାର ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କ...

ପରମାଣୁ ବୋମା ରେସ୍‌ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…

ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍‌ ଚାଲିଛି। ଏହି ରେସ୍‌ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର...

ଅଂଶୁଘାତରେ ଚାଲିଗଲା ୧୯ ହଜ୍‌ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧୬ା୬: ହଜ୍‌ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର...

ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ

ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ...

ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ...

ତେହରିକ-ଏ-ତାଲିବାନର କମାଣ୍ଡର ନିହତ

ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri