ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ୱର,୧୫।୭: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୩ ଜୁଲାଇ ୧୪ରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଗ୍ରଣୀ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ଉପରେ ଅନେକ ଆକର୍ଷଣୀୟ ଅଫର ଏବଂ ରିହାତି ସହ ଅନେକ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏପରିକି ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ତତ୍‌କ୍ଷଣାତ ରିହାତି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏହା ସହ ପ୍ରାଇସ୍‌ ମ୍ୟାଚ୍‌ର ଗ୍ୟାରେଣ୍ଟି ମଧ୍ୟ ଦିଆଯାଉଛି। ଫଳରେ ଗ୍ରାହକମାନେ ଏହି ସୀମିତ ଅବଧି ଅଫରଗୁଡ଼ିକୁ ୨୦୨୩ ଜୁଲାଇ ୧୬ ପର୍ଯ୍ୟନ୍ତ ଦେଶର ଯେକୌଣସି ରିଲାଏନ୍ସ ଡିଜିଟାଲ ଷ୍ଟୋର କିମ୍ବା ମାଇ ଜିଓ ଷ୍ଟୋରରୁ ପାଇପାରିବେ। ସେହିଭଳି ଗ୍ରାହକଙ୍କୁ ସହଜ ବୀମା (ଇଜି ଫାଇନାନ୍ସିଂ) ଏବଂ ଋଣ ବିକଳ୍ପ ସାଥିରେ ମଧ୍ୟ ଗ୍ରାହକମାନେ ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ଲେଟେଷ୍ଟ ଟେକ୍‌, ଦ୍ରୁତତମ ଡେଲିଭରି ଏବଂ ଇନ୍‌ଷ୍ଟାଲେଶନ ସୁବିଧା ମଧ୍ୟ ପାଇପାରିବେ। ବିଶେଷକରି ଡିଜିଟାଲ ଇଣ୍ଡିଆ ସେଲ୍‌ରେ ଗ୍ରାହକ ଅନେକ ଆକର୍ଷଣୀୟ ଅଫର ଉପଭୋଗ କରନ୍ତୁ। ମାତ୍ର ୩୯,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ନୂଆ ଓପୋ ରେନୋ ୧୦ପ୍ରୋ ୫ଏ ସିରିଜ୍‌କୁ ଏକ୍ସପ୍ଲୋର୍‌ କରିପାରିବେ। ସେହିପରି ମାତ୍ର ୧,୦୬,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ଅଲ୍‌ଟ୍ରାକୁ ଅପ୍‌ଗ୍ରେଡ୍‌ କରନ୍ତୁ। ଏପରିକି ମାତ୍ର ୪୯,୪୯୯ ଟଙ୍କାରେ ଉପଲବ୍ଧ ଇଣ୍ଟେଲ ୧୧ତମ ଜେନ୍‌ କୋର୍‌ ଆଇ୫, ୮ଜିବି ରାମ୍‌ ଏବଂ ୫୧୨ ଜିବି ଷ୍ଟୋରେଜ୍‌ ସାଥିରେ ଡେଲ୍‌ ଇନ୍ସପିରେସନ୍‌ ୩୫୧୧ ଭଳି ଚମତ୍କାର ଲ୍ୟାପ୍‌ଟପ୍‌ ଡିଲ୍‌ ଆବିଷ୍କାର କରନ୍ତୁ କିମ୍ବା ଇଣ୍ଟେଲ ୧୨ତମ ଜେନ୍‌ କୋର୍‌ ଆଇ୫, ୧୬ଜିବି ରାମ୍‌ ଏବଂ ୫୧୨ ଜିବି ଷ୍ଟୋରେଜ୍‌ ସହ ଏକ ଏଚ୍‌ପି ପାଭିଲିୟନ୍‌ ୧୫ କିଣନ୍ତୁ, ଯାହାର ମୂଲ୍ୟ ମାତ୍ର ୫୩,୪୯୯ ଟଙ୍କା (ଏକ୍ସଚେଞ୍ଜ ପ୍ରୋଗ୍ରାମ, କ୍ୟାଶବ୍ୟାକ୍‌, ଏବଂ ପ୍ରୋମୋ ପରର ମୂଲ୍ୟ) ରହିଛି। ଅପରପକ୍ଷରେ ୪୬,୯୯୦ ଟଙ୍କାରୁ ଆରମ୍ଭ (ମୂଲ୍ୟ ପୋଷ୍ଟ ବ୍ୟାଙ୍କ କ୍ୟାଶ୍‌ବ୍ୟାକ୍‌) ଏକ ୬୫ ୟୁଏଚ୍‌ଡି ଟିଭି ଦ୍ୱାରା ନିଜର ମନୋରଞ୍ଜନ ଅଭିଜ୍ଞତାକୁ ପରିବର୍ତ୍ତନ କରନ୍ତୁ ଏବଂ କେବଳ ସେତିକି ନୁହେଁ, ଚୟନିତ ୱାଶିଂ ମେଶିନ୍‌ କିଣନ୍ତୁ ଏବଂ ୩,୮୫୦ ଟଙ୍କା ମୂଲ୍ୟର ଏକ ମାଗଣା ମିକ୍ସର ଗ୍ରାଇଣ୍ଡର ପାଆନ୍ତୁ କିମ୍ବା ରେଫ୍ରିଜରେଟର ବାଛନ୍ତୁ ଏବଂ ୭,୯୯୦ ମୂଲ୍ୟର ଏକ ମାଗଣା ସ୍ମାର୍ଟୱାଚ୍‌ ପାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri