ସମନ୍ବିତ ଶିଶୁ ବିକାଶ ସେବା ଯୋଜନା ବାଟବନା:ଭଡ଼ା ଘରେ ଚାଲିଛେ ୩ ଅଙ୍ଗନଓ୍ବାଡି କେନ୍ଦ୍ର

ସିନାପାଲି, ୨୯।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜର ଘର ନଁାଇଁନ। ଯେନ୍‌ଥିରଲାଗି ଅନେକ କେନ୍ଦ୍ର ଭଡ଼ା ଘରେ ଚାଲୁଥିଲାବେଲେ ସେଠାନେ ଛୁଆକର ପାଠ୍‌ପଢ଼ା ସଂଗେ ରଁଧା ଖାଏଦ୍‌ ଦିଆଯାଉଛେ। ଇ ବାବ୍‌ଦେ ବାରବାର ପରଶାସନକେ ଅଭିଯୋଗ କଲେ ବି କିଛି ଲାଭ ନାଇଁ ହେଉଥିବାର କେତେ ଗଁାବାସୀ କହିଛନ୍‌।
ସୂଚନା ହିସାବେ ସିନାପାଲି ବ୍ଲକ ସଦରନୁ ୧୦ କି.ମି. ଦୂରେ ପାହାଡ଼ ଜଂଗଲ ଭିତରେ ରହିଛେ ଖଇରପଦର ଗଁା। ଇ ଗଁାର ଅଙ୍ଗନଓ୍ବାଡି କେନ୍ଦ୍ର(କ)ରେ ଏହେଦେ ୪୦ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ହେଲେ କେନ୍ଦ୍ରର ନିଜର ଘର ନାଇଁଥିବାର ଲାଗି ଗଁାର ଝନକର ଇନ୍ଦିରା ଆବାସ ଘରେ କେନ୍ଦ୍ରଟା ଭଡ଼ାରେ ଚାଲୁଛେ। ଇ କେନ୍ଦ୍ରର ପୁରନା କୁଠାଟା ଦଦ୍‌ରା ହେଲାରୁ ବିପଦ୍‌ ଦେଖେଇ ୨୦୧୬ରେ ବଁଦ୍‌ କରିଦିଆଗଲା। ହେଲେ ଆଏଜ୍‌କେ ୩ ବଛର ବିତିଯାଇଥିଲେ ବି ନୂତନ କୁଠା ତିଆରି ଦିଗେ ପରଶାସନ ପଦକ୍ଷେପ ନାଇଁ ନେବାର। ଗଁାବାସୀକର କହିବାର ହିସାବେ ଇ ଅସ୍‌ତାଇ କେନ୍ଦ୍ରରେ ରଁଧାବଢ଼ା ସୁବିଧା ନଁାଇଁନ, ପାଚିକା ନିଜର ଘରୁ ରଁଧା ଖାଏଦ୍‌ ଆନି ଛୁଆକୁ ଦେଉଛନ୍‌। କେନ୍ଦ୍ରଟା ଚାଲୁଥିବାର ଇନ୍ଦିରା ଅବାସ ଘରଟା ମାଟି ଆର ଇଟାରେ ତିଆର ହେଇଛେ। ଘରର କଁାଥିମାନ ବି ସିମେଟ ଛପେଇ ନାଇଁ ହେଇ। ଅଲପ ବରଷାରେ ଛାତୁ ପାଏନ୍‌ ଗଲବାର ସଂଗେ ମୁଖିଆ ଦୁଆର ହେଇ ଭିତରକେ ପାଏନ୍‌ ଢୁକୁଛେ। ଯେନ୍‌ଥିରଲାଗି କେନ୍ଦ୍ରରେ ପାଠ୍‌ପଢ଼ୁଥିବାର ଛୋଟ ଛୋଟ ଛୁଆମାନେ ଭିନେ ଭିନେ ସମିଆରେ ବଡ଼ା ହଇରାନ ହରକତ ହେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ସେନ୍‌ତା କଇଁଟପଦର ଅଙ୍ଗନଓ୍ବାଡି କେନ୍ଦ୍ରର ବି ନିଜର ଘର ନଁାଇଁନ। ଇ କେନ୍ଦ୍ରଟା ବି ଝନକର ଇନ୍ଦିରା ଆବାସ ଘରର ବାରନ୍‌ଡ଼ାରେ ଚାଲିଛେ। ସେନ୍‌ତା ଦର୍ଲିପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର ଘର ଅଭାବୁ ଜଂଗଲ ବିଭାଗର ଗୁଟେ ଫରେଷ୍ଟ ଗାର୍ଡ କୁଠିଥି ଚାଲିଛେ। ଇ ସବୁ ଦୁରୁଶ୍‌ ଦେଖ୍‌ଲେ ଝନେ ସାଧାରନ୍‌ ଲୋକ ସହଜେ ବୁଝିପାରବା ଯେ, ସିନାପାଲି ବ୍ଲକରେ ସମନ୍ବିତ ଶିଶୁ ବିକାଶ ସେବା ଯୋଜନା କେନ୍‌ଥେଇ ଚାଲିଛେ। କେନ୍ଦ୍ର ଆର ରାଏଜ୍‌ ସରକାର ଇ ଯୋଜନାରେ କୋଟି କୋଟି ଟଁକା ଖରଚ୍‌ କରୁଥିଲାବେଲେ ଥାନୀୟ ପରଶାସନିକ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଯୋଜନାକେ ବାଟବନା କରୁଛେ। ଇ ବାବ୍‌ଦେ ସିନାପାଲି ସମନ୍ବିତ ଶିଶୁ ବିକାଶ ଅଧ୍‌କାରିଣୀକୁଁ ପଚରାଲାରୁ ଘଟନାର ତଦଁତ୍‌ କରବାର ଲାଗି ଇ କେନ୍ଦ୍ରମାନକେ ଯିମି। ଯେତେ ଜଲଦି ହେବା କେନ୍ଦ୍ରମାନକର ଘର ତିଆରି ଲାଗି ଉଚ କତୁରପକ୍ଷକୁଁ ଜନାମି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଖଇରପଦର ପଁଚେତ୍‌ର କର୍ଯ୍ୟନିର୍ବାହୀ ଅଧ୍‌କାରୀ ସତ୍ୟ ମାଝିକୁଁ ପଚରାଲାରୁ ପଁଚେତ୍‌ ତରଫୁ ଦେଢ଼ ଲାଖ୍‌ ଟଁକାର ଖରଚ୍‌ ଅଟକଲ କରାଯାଇଛେ। ହେଲେ ଅଙ୍ଗନଓ୍ବାଡି କରମୀ ମରାମତି ଜାଗାରେ ନୂତନ କୁଠା ତିଆର କରବାର ଲାଗି କହୁଛନ୍‌, ସେଥିରଲାଗି ଡେରି ହେଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri