Posted inଜାତୀୟ

ଭାରତରେ କମ୍‌ ହେଲିକପ୍ଟର ଦୁର୍ଘଟଣା, ଆମେରିକା-ବ୍ରିଟେନରେ ଅଧିକ…

ନୂଆଦିଲ୍ଲୀ,୧୫।୧୨ : ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କେବଳ ୬ଟି ହେଲିକପ୍ଟର ଦୁର୍ଘଟଣା ଘଟିଥିବା ବେଳେ ଆମେରିକାରେ ୫୦୭ ଟି ଏବଂ ବ୍ରିଟେନରେ ୧୫ ଟି ଏଭଳି ଦୁର୍ଘଟଣା ଘଟିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ସୂଚନା ସଂସଦୀୟ କମିଟିକୁ ଦେଇଛନ୍ତି। ଭି ବିଜୟାୟାଇ ରେଡ୍ଡୀଙ୍କ ନେତୃତ୍ୱରେ ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି ଉପରେ ସଂସଦୀୟ ସ୍ଥାୟୀ କମିଟି ତଥ୍ୟ ଉପସ୍ଥାପନ କରିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ହେଲିକପ୍ଟର ଦୁର୍ଘଟଣାରେ କେତେ ଲୋକଙ୍କର ମୃତ୍ୟୁ ଘଟିଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ କମ୍‌ ହେଲିକପ୍ଟର ଦୁର୍ଘଟଣା ଘଟିଥାଏ। ଅପରପକ୍ଷରେ ଆମେରିକା-ବ୍ରିଟେନରେ ତୁଳନାତ୍ମକ ଭାବେ ଅଧିକ ହେଲିକପ୍ଟର ଦୁର୍ଘଟଣା ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣା: ସ୍ବୀକାର କଲା ଏଏପି

ନୂଆଦିଲ୍ଲୀ,୧୪।୫:ଦଳର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମରାଯାଇଥିବା ଘଟଣାକୁ ସ୍ବୀକାର କରିଛି ଆମ...

ଅବକାରୀ ଦୁର୍ନୀତି ମାମଲା: ଏଏପିକୁ ଅଭିଯୁକ୍ତ ଦର୍ଶାଇବ ଇଡି

ନୂଆଦିଲ୍ଲୀ,୧୪।୫: ଅବକାରୀ ଦୁର୍ନୀତି ମାମଲାରେ ଦାଖଲ କରାଯିବାକୁ ଥିବା ଆଗାମୀ ଅଭିଯୋଗପତ୍ରରେ ଆମ ଆଦମୀ ପାର୍ଟି(ଏଏପି)କୁ ଅଭିଯୁକ୍ତ ଦର୍ଶାଯିବ ବୋଲି ଦିଲ୍ଲୀ ହାଇକୋର୍ଟରେ ଇଡି କହିଛି।...

ଏବେ ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ; ଦିଲ୍ଲୀ ପୋଲିସର ତନାଘନା…

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ...

ତୃତୀୟ ଥର କାହିଁକି ବାରାଣସୀକୁ ବାଛିଲେ ମୋଦି, କ’ଣ ରହିଛି ଏଠି ଯାହାକୁ କେବଳ ଭାଜପା ପଢିଛି?

ବାରାଣସୀ,୧୪।୫: ସେହି କାଶୀ ଯାହା ଶାସନର ମୁଖ୍ୟ ଡୋର ପରିଣତ ହେଲା। ସେହି କାଶୀ ଯାହା ଦେଶର ରାଜନୀତିରେ ଏକ ହଟ ସିଟ ହୋଇଗଲା। ସେହି...

ନିର୍ବାଚନ ଭିତରେ ବଡ଼ ଖବର, ମୁଖ୍ୟମନ୍ତ୍ରୀ ଅସୁସ୍ଥ

ପାଟନା,୧୪।୫: ୨୦୨୪ ସାଧାରଣ ନିର୍ବାଚନ ଭିତରେ ଏକ ବଡ଼ ଖବର ଆସିଛି। ସୂଚନା ମିଳିଛି କି ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ନିର୍ବାଚନ ଭିତରେ ବିହାର ମୁଖ୍ୟମନ୍ତ୍ରୀ...

ଭାଜପା ଏକଜୁଟ ହେଉ ବା ନ ହେଉ ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୪।୫: ଅଜିତ ପାୱାର ଦଳର ନେତା ସୁନୀଲ ତଟକରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର କାର୍ଯ୍ୟକ୍ରମରେ ଦାବି କରିଛନ୍ତି ଯେ ‘ଉଦ୍ଧବ ଠାକରେ ଭାଜପାରେ ଯୋଗଦେବାକୁ...

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ତେଲଙ୍ଗାନାରୁ ବାରାଣସୀ ଧାଇଁ ଆସିଲେ ଏହି କୋଟିପତି ପ୍ରାର୍ଥୀ: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ବାରାଣସୀ,୧୪।୫: ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍‌ ଆଜି। ଏହି ଆସନରୁ ନିର୍ବାଚନ ଲଢୁଛନ୍ତି...

ଏଥର ମୋଦିଙ୍କୁ ବାରାଣସୀରୁ ଟକ୍କର ଦେଉଛନ୍ତି ୧୫ ପ୍ରାର୍ଥୀ: ଜାଣନ୍ତୁ କିଏ କିଏ..

ବାରାଣସୀ,୧୪।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri