ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

ଛତ୍ରପୁର,୨୯।୧୨(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପଦ ନିମନ୍ତେ ଅନୁସୂଚିତ ଜାତି ମହିଳା, ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅନୁସୂଚିତ ଜାତି, କଣମଣା ପଞ୍ଚାୟତ ଅନୁସୂଚିତ ଜାତି ମହିଳା, କାଳିପଲ୍ଲୀ ପଞ୍ଚାୟତ ମହିଳା, ଚମାଖଣ୍ଡି ପଞ୍ଚାୟତ ଅଣସଂରକ୍ଷିତ, ଚିକଲଖଣ୍ଡି ପଞ୍ଚାୟତ ଅନୁସୂଚିତ ଜାତି, ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ନରେନ୍ଦ୍ରପୁର ପଞ୍ଚାୟତ ମହିଳା, ପୋଟ୍ଟଲାମପୁର ପଞ୍ଚାୟତ ଅଣସଂରକ୍ଷିତ, ପୋଡାପଦର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବଉଳଗାଁ ପଞ୍ଚାୟତ ଅନୁସୂଚିତ ଜାତି, ବଡମାଧପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବିପୁଳିଙ୍ଗି ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଭିକାରିପଲ୍ଲୀ ପଞ୍ଚାୟତ ମହିଳା, ମହାନାଦପୁର ପଞ୍ଚାୟତ ଅଣସଂରକ୍ଷିତ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଣସଂରକ୍ଷିତ, ସୁନ୍ଦରପୁର ପଞ୍ଚାୟତ ଅନୁସୂଚିତ ଜାତି, ଲକ୍ଷ୍ମୀପୁର ପଞ୍ଚାୟତ ପାଇଁ ମହିଳା ସଂରକ୍ଷଣ ରହିଛି ।
ସେହିପରି ସମିତିସଭ୍ୟ ପଦ ନିମନ୍ତେ ଅଗସ୍ତିନୂଆଗାଁ ପଞ୍ଚାୟତ ଅନୁସୂଚିତ ଜାତି, ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅନୁସୂଚିତ ଜାତି, କଣମଣା ପଞ୍ଚାୟତ ଅନୁସୂଚିତ ଜନଜାତି ମହିଳା, କାଳିପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ଚମାଖଣ୍ଡି ପଞ୍ଚାୟତ ଅଣସଂରକ୍ଷିତ, ଚିକଲଖଣ୍ଡି ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଣସଂରକ୍ଷିତ, ନରେନ୍ଦ୍ରପୁର ପଞ୍ଚାୟତ ମହିଳା, ପୋଟ୍ଟଲାମପୁର ପଞ୍ଚାୟତ ଅଣସଂରକ୍ଷିତ, ପୋଡାପଦର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ବଉଳଗାଁ ପଞ୍ଚାୟତ ଅଣସଂରକ୍ଷିତ, ବଡମାଧପୁର ପଞ୍ଚାୟତ ମହିଳା, ବିପୁଳିଙ୍ଗି ପଞ୍ଚାୟତ ମହିଳା, ଭିକାରିପଲ୍ଲୀ ପଞ୍ଚାୟତ ମହିଳା, ମହାନାଦପୁର ପଞ୍ଚାୟତ ମହିଳା, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଣସଂରକ୍ଷିତ, ସୁନ୍ଦରପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଲକ୍ଷ୍ମୀପୁର ପଞ୍ଚାୟତ ପାଇଁ ଅଣସଂରକ୍ଷିତ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri