Posted inଫୁରସତ

ଏମିତି ରାସ୍ତା, ନିର୍ମାଣ ସମୟରେ ଯାଇଥିଲା ୧୦ ଲକ୍ଷ ଲୋକଙ୍କ ଜୀବନ

ସମଗ୍ର ବିଶ୍ୱରେ ଅନେକ ରାସ୍ତା ରହିଛି। ପ୍ରତ୍ୟେକ ରାସ୍ତା କୌଣସି ନା କୌଣସି କାରଣ ପାଇଁ ସ୍ବତନ୍ତ୍ର। କେଉଁ ରାସ୍ତା ସବୁଠୁ ଲମ୍ବା ପାଇଁ ଜଣାଶୁଣା ତ ଆଉ କେଉଁଟା ଛୋଟ ପାଇଁ। ସାଧାରଣତଃ ରାସ୍ତା ନିର୍ମାଣ ସମୟରେ ଗୋଡ଼ି, ବାଲି, ପଥର ବ୍ୟବହାର କରାଯାଇଥାଏ। ମାତ୍ର ଏମିତି ଏକ ରାସ୍ତା ଅଛି, ଯାହା ତିଆରି ହେବାରେ ମଣିଷଙ୍କ ହାଡ଼ ବ୍ୟବହାର କରାଯାଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କାରଣ ପାଇଁ ରାସ୍ତାର ନାମ ‘ରୋଡ୍‌ ଅଫ୍‌ ବୋନ୍‌ସ’। ହାଡ଼ର ସଡ଼କ ଭାବରେ ଜଣାଶୁଣା।

ଏହା ଏକ ଜାତୀୟ ରାଜପଥ ଅଟେ। ରୁଷିଆଠାରୁ ପୂର୍ବ ଅଞ୍ଚଳରେ ଏହା ରହିଛି। ଏହାର ଅସଲ ନାମ ହେଲା କୋଲୟମା ହାଇଓ୍ବେ। ଏହାର ଲମ୍ବ ୨,୦୨୫ କିଲୋମିଟର। ଏହି ଜାତୀୟ ରାଜପଥରୁ ମଣିଷଙ୍କ ହାଡ଼ ଏବଂ କଙ୍କାଳ ମିଳୁଛି।

ଥଣ୍ଡା ଦିନରେ ଏହି ଅଞ୍ଚଳରେ ପ୍ରବଳ ବରଫ ପଡ଼େ। ଫଳରେ ବରଫରେ ରାସ୍ତା ଦେଖାଯାଏ ନାହିଁ। ତେଣୁ ଗାଡ଼ି ରାସ୍ତାରେ ଯିବା ସମୟରେ ଯେମିତି ନ ଖସିବ ସେଥିପାଇଁ ବାଲି ସହିତ ମଣିଷର ହାଡ଼ ବ୍ୟବହାର କରାଯାଇଛି।

ଏହି ଜାତୀୟ ରାଜପଥ ସୋଭିଏତ୍‌ ସଂଘର ବାଦ୍‌ଶାହା କୁହାଯାଉଥିବା ଜୋସେକ ଷ୍ଟାଲିନଙ୍କ ସମୟରେ ନିର୍ମାଣ କରାଯାଇଥିଲା। କୁହାଯାଏ, ଏହି ରାସ୍ତା ନିର୍ମାଣ ସମୟରେ ୧୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ବିଶେଷକରି କଏଦୀ ଏବଂ ଶ୍ରମିକମାନଙ୍କ ଜୀବନ ବରଫାବୃତ୍ତ ରାସ୍ତାରେ ଯାଇଛି। ମୃତ୍ୟୁ ପରେ ଏହି ରାଜପଥରେ ହିଁ ସେମାନଙ୍କୁ ପୋତି ଦିଆଯାଉଥିଲା। ଫଳସ୍ବରୂପ ବର୍ତ୍ତମାନ ସେଠାରୁ ମଣିଷଙ୍କ କଙ୍କାଳ ଏବଂ ହାଡ଼ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri