ପୋଲିସ ଭୟରେ ଉଲଗ୍ନ ହୋଇ, ଗେଣ୍ଡା ଖାଇ ଏପରି ଭୟାନକ ସ୍ଥାନରେ ଲୁଚି ରହିଥିଲେ ବ୍ୟକ୍ତି

ଅଷ୍ଟ୍ରେଲିଆରେ ଜଣେ ପଳାତକ ଅପରାଧୀ ପୋଲିସକୁ ଭୟ କରି ଏପରି ଏକ ସ୍ଥାନରେ ଲୁଚି ରହିଥିଲେ ଯେଉଁଠାରେ ମୃତ୍ୟୁଛଡା ଆଉ କିଛି ନ ଥିଲା। ସେ ଅଷ୍ଟ୍ରେଲିଆର ଉତ୍ତରରେ ଥିବା ଏକ ଘଞ୍ଚ ଜଙ୍ଗଲର ଏକ ଆମ୍ବଗଛରେ ଲୁଚିଥିଲେ। ଗଛତଳେ ପାଣି ଥିବା ବେଳେ ସେଥିରେ କୁମ୍ଭୀର ଥିଲା। ସେ ଅନେକ ଦିନ ପର୍ଯ୍ୟନ୍ତ ଏଠାରେ ଲୁଚି ରହିଥିଲେ। ଏହି ସମୟରେ ଜୀବନ୍ତ ଗେଣ୍ଡା ବଞ୍ଚୁଥିଲେ। ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଅଷ୍ଟ୍ରେଲିଆର ଡାରୱିନ ଅଞ୍ଚଳରେ ରହୁଥିବା ଦୁଇ ମତ୍ସ୍ୟଜୀବୀ କେଭିନ ଜୋଏନର୍‌ ଏବଂ କ୍ୟାମ ଫାଷ୍ଟ ମାଛ ଧରିବାକୁ ଯାଇଥିଲେ। ପରେ ସେ ଜଣେ ଲୋକର କଣ୍ଠସ୍ବର ଶୁଣଥିଲେ। ନିକଟତର ହେବା ପରେ ସେ ଦେଖିଲେ, ବିନା ପୋଷାକରେ ଥିବା ଜଣେ ବ୍ୟକ୍ତି ଗଛ ଡାଳରେ ବସି ସାହାଯ୍ୟ ମାଗୁଛନ୍ତି।

ଯେତେବେଳେ କେଭିନ ଏବଂ କ୍ୟାମ ତାଙ୍କୁ ଭଲ ଭାବରେ ଦେଖିଲେ, ତାଙ୍କ ଦେହରେ କିଛି ପୋଷାକ ନ ଥିଲା। ଶରୀରରେ ମଶା କାମୁଡ଼ିବା ଚିହ୍ନ ରହିଥିଲା। ଶରୀର କାଦୁଅ ହୋଇଯାଇଥିଲା। ସେ ବହୁତ ପତଳା ଏବଂ ଦୁର୍ବଳ ଦେଖାଯାଉଥିଲେ। ତାଙ୍କ ଅବସ୍ଥା ବହୁତ ଖରାପ ଥିଲା।

କ୍ୟାମ ଏବଂ କେଭିନ କହିଛନ୍ତି ଯେ ସେ କେତେ ଦିନ ଏଠାରେ ଲୁଚି ରହିଥିଲେ ଆମେ ଜାଣିନାହୁଁ। କିନ୍ତୁ ପଳାତକ କହିଛନ୍ତି ଯେ ସେ ଆଠ ବର୍ଷ ପୂର୍ବେ ଏଠାକୁ ଆସିଥିଲେ। ହେଲେ ପରେ ବାଟ ଭୁଲି ଯାଇଥିଲେ। ଏହା ପରେ ସେ ତାଙ୍କ ସହ ଡାରୱିନ ସହରକୁ ଗଲେ। ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri