Posted inଖେଳ

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କରନ୍ତୁ ଏହି ଯୋଗାସନ

ଯୋଗ ଦ୍ୱାରା ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ। ଯୋଗର ବିଭିନ୍ନ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ। ଏଥି ମଧ୍ୟରୁ ହଳାସନ ଅନ୍ୟତମ। ଏହା କାନ୍ଧ ଓ କହୁଣୀ ସମେତ ଅନ୍ୟାନ୍ୟ ଜୋଡ଼ ସ୍ଥାନ ମାନଙ୍କର ସମସ୍ୟାକୁୁ ଦୂର କରିବାରେ ସହାୟକ ହୋଇଥାଏ। ଯେଉଁ ଲୋକମାନଙ୍କର ଦୀର୍ଘଦିନରୁ କାନ୍ଧରେ ଯନ୍ତ୍ରଣା କିମ୍ବା ଅଙ୍ଗ ପ୍ରତ୍ୟଙ୍ଗରେ ଅସୁବିଧା ଥିବ। ସେମାନେ ଏହି ଆସନ କରିବା ଉଚିତ୍‌।
କେମିତି କରିବେ ଏହି ଯୋଗ
ପ୍ରଥମେ ଭୂମିରେ ଶୁଅନ୍ତୁ ଓ ପାଦକୁ ଯୋଡ଼ି ଦିଅନ୍ତୁ। ଶରୀରକୁ ସିଧା ରଖନ୍ତୁ ଓ ହାତକୁ ଭୂମିରେ ସ୍ପର୍ଶ କରି ରଖନ୍ତୁ।
ଏବେ ହାତକୁ ଭୂମିରେ ଆପଣଙ୍କ ଅଣ୍ଟା ପାଖରେ ଲଗେଇ ରଖନ୍ତୁ। ମୁହଁ ଉପରକୁ କରନ୍ତୁ।
ଏବେ ଦୁଇ ପାଦକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଏହି ପ୍ରକ୍ରିୟା କରିବା ବେଳେ ପେଟକୁ ସଂକୁଚିତ କରନ୍ତୁ ଓ ନିଶ୍ୱାସକୁ ଭିତରକୁ ନିଅନ୍ତୁ।
ଦୁଇ ପାଦକୁ ମୁଣ୍ଡର ପଛ ପାଖକୁ ଲଗେଇବାକୁ ଚେଷ୍ଟା କରନ୍ତୁ।
ହଳାସନର ପୁରା ସ୍ଥିତକୁ ଆସିବା ପରେ ୧୦ରୁ ୧୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଏକା ସ୍ଥିତିରେ ରୁହନ୍ତୁ ନିଶ୍ୱାସ ସ୍ବାଭାବିକ ଭାବରେ ନିଅନ୍ତୁ।
ପୁଣି ପୂର୍ବାବସ୍ଥାକୁ ଆସିବା ପାଇଁ ହେଲେ ଆଣ୍ଠୁକୁ ବିନା ମୋଡ଼ି ବେକ ଓ କାନ୍ଧରେ ଜୋର ଦେଇ ଧୀରେ ଧୀରେ ପୁନଃ ନିଜ ସ୍ଥିତିକୁ ଆସନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri