ରାଶି ଅନୁସାରେ ଭାଇଙ୍କ ହାତରେ ବାନ୍ଧନ୍ତୁ ରାଖୀ

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହିଦିନ ଭଉଣୀ ଭାଇ ହାତରେ ରେଶମର ଡୋରି ବାନ୍ଧି ଆଜୀବନ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ନେଇଥାଏ। ତେବେ ରାଶି ଅନୁସାରେ ଯଦି ଭାଇଙ୍କ ହାତରେ ରାଖୀ ବାନ୍ଧିବେ ଭାଇଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ବାସ୍ତୁ ଶାସ୍ତ୍ର କହେ…

ମେଷ ରାଶି- ଭାଇଙ୍କ ରାଶି ମେଷ ହୋଇଥିଲେ ଲାଲ, ନାରଙ୍ଗି କିମ୍ବା ଗୋଲ୍ଡେନ୍‌ କଲର୍‌ ରାଖୀ ପିନ୍ଧାଇବା ଭଲ।
ବୃଷ ରାଶି-ସିଲ୍‌ଭର୍‌, ନୀଳ କିମ୍ବା ବାଦାମୀ ରଙ୍ଗର ରାଖୀ ଅବା ରୁପା ରାଖୀ ବାଛିପାରିବେ।
ମିଥୁନ ରାଶି- ସବୁଜ ରଙ୍ଗର ସବୁ ଶେଡ୍‌ସ ଏହି ରାଶି ପାଇଁ ଭଲ।
କର୍କଟ ରାଶି- ମୋତି କିମ୍ବା ଚମକଦାର୍‌ ଓ ହାଲ୍‌କା ବାଦାମୀ ରଙ୍ଗର ରାଖୀ ଏହି ରାଶି ପାଇଁ ଭଲ।
ସିଂହ ରାଶି- ଏହି ରାଶି ପାଇଁ ନାରଙ୍ଗୀ, ସବୁର୍ଣ୍ଣ ରଙ୍ଗ କିମ୍ବା ହଳଦିଆ ରଙ୍ଗର ରାଖୀ ବାଛିପାରିବେ।
କନ୍ୟା ରାଶି- ସବୁଜ କିମ୍ବା ରାମା ଗ୍ରୀନ୍‌ ରାଖୀ ପିନ୍ଧାଇପାରିବେ।
ତୁଳା ରାଶି- ଡାଇମଣ୍ଡ, ଜରଦୋଜୀ ଅଥବା ବହୁତ ସଜ୍ଜା ଯାଇଥିବା ମଲ୍ଟି କଲର୍‌ର ରାଖୀ ବାନ୍ଧି ପାରିବେ।
ବିଛା ରାଶି-ମାଜେଣ୍ଟା, ଗୋଲାପୀ, କମଳା ରଙ୍ଗର ରାଖୀ ଆଣିପାରିବେ।
ଧନୁ ରାଶି- ବ୍ରାଇଟ୍‌ ହଳଦିଆ ରଙ୍ଗ ବା ହଳଦିଆ ରଙ୍ଗର ରାଖୀ ଏହି ରାଶି ପାଇଁ ଭଲ।
ମକର ରାଶି- ପର୍ପଲ,ଗାଢ ଗୋଲାପୀ ଅବା ଗାଢ ନୀଳ ରଙ୍ଗର ରାଖୀ କିଣିପାରିବେ।
କୁମ୍ଭ ରାଶି- ନୀଳ ରଙ୍ଗର ଯେକୌଣସି ଶେଡ୍‌ସର ରାଖୀ ଭାଇଙ୍କୁ ପିନ୍ଧାଇପାରିବେ।
ମୀନ ରାଶି- କେଶରୀ, ହଳଦିଆ କିମ୍ବା ଲାଲ ରଙ୍ଗର ରାଖୀ ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri