ନାବାଲକ ଉପରେ ୫ ପରାନୀ କୁଟ୍‌ମର ବୋଝ୍‌: ଗୁପ୍‌ଚୁପ୍‌ ବିକି ପାଠ୍‌ ପଢ଼ୁଛନ୍‌ ଦେବାନନ୍ଦ

ଭବାନୀପାଟଣା,୧୨।୬(ଡି.ଏନ୍‌.ଏ.): ବଁଚ୍‌ବାର ଲାଗି ହେଲେ ଯୁଝ୍‌ବାକେ ପଡ଼ବା। ସେଟା କୁଟୁମ ପୁଷ୍‌ବାର ଲାଗି ହେଉ କି ପେଟ ପାଲବାର ଲାଗି ହେଉ। ମୁନୁଷ୍‌ କେନ୍‌ନେ ଗୁପ୍‌ଚୁପ୍‌ ବିକି ନିଜର ପଁାଚ୍‌ ପରାନୀ କୁଟୁମ ପୁଷୁଛେ ତ ଆର କିଏ ଗୁପ୍‌ଚୁପ୍‌ ବିକି ନିଜର ପାଠପଢ଼ା ଅଭିଲାଶକେ ପୂରନ୍‌ କରବାର ଚେଷ୍‌ଟା କରୁଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ଭବାନୀପାଟଣା ବ୍ଲକ ଛେଲିଆମାଲ ପଁଚେତ୍‌ ପରିଆ ଗଁାରେ।
ସୂଚନା ଅନ୍‌ସାରେ ପରିଆ ଗଁାର କପିଳ ପଟେଲ(୪୬)। ପରିବାର କହିଲେ ମାଏକିନା କୁମୁଦିନୀ(୩୭), ଦୁଇ ପୁଓ ଦେବାନନ୍ଦ(୧୫), ଲୋଚନ(୧୦) ଆର ୭୦ ବଛ୍‌ରିଆ ବୁଢ଼ା ବାପ୍‌ ମୁନି ପଟେଲ। କପିଳ ରୋଗ୍‌ରେ ପଡ଼ଲାରୁ କୁମୁଦିନୀ ତାକର ସେବା ଯତନ୍‌ କରୁଛନ୍‌। ବଡ଼ ପୁଓ ଦେବାନନ୍ଦ(୧୫) ଚଲତି ବଛର ମାଟ୍ରିକ ପାସ୍‌ କରିଥିଲାବେଲେ ସାନପୁଓ ଗଁା ସ୍କୁଲରେ ପଢ଼ୁଛନ୍‌। ଏନ୍‌ତାଥି ପରିବାରକେ ଚଲବାରେ ବହୁତ ଅସବିଧା ହେଉଛେ। ଇଆଡ଼େ ପରିବାରଟା ନିହାତି ଗରିବ ହେଇଥିଲାବେଲେ ସରକାରୀ ସାହାଯ୍‌ ସାତସପନ ହେଇଛେ। ଯେନ୍‌ଥିରଲାଗି ଦେବାନନ୍ଦ ଗଁା ଗଁା ବୁଲି ଗୁପ୍‌ଚୁପ୍‌ ବିକି ପରିବାରର ପେଟ ପାଲୁଛନ୍‌। ଏନ୍‌ତାକି ଇ ଗରିବ୍‌ ପରିବାର ପାଖେ ରାଶନ କାର୍ଡ ଖଁଡ଼େ ନଁାଇଁନ। ପରିବାରଟା ମୂଲଦିନୁ ଜୀବନ୍‌ ଜୀବିକା ଲାଗି ଯୁଝୁଛନ୍‌। କପିଳ ରୋଗ୍‌ରେ ପଡ଼ଲା ଆଗରୁ ପନିପରିବା ବେପାର କରି କୁଟୁମ ପୁଷୁଥିଲେ। ହେଲେ ସେ ଗଲା ୫ ବଛର ହେଲା ରୋଗ୍‌ରେ ପଡ଼ଲାରୁ ପରିବାରଟା ଅସାହା ହେଇଯାଇଛନ୍‌। ଘରର ଏନ୍‌ତା ଥିତି ଦେଖି ଦେବାନନ୍ଦ ପରିବାର ଚଲାବାର ଲାଗି ଅଁଟା ଭିଡ଼ିଥିଲେ। ସେ ସ୍କୁଲରୁ ପାଠ୍‌ପଢ଼ା ସାରି ଫିରଲେ ବେଲବୁଡ଼େ ଗୁଟେ ଠେଲାଗାଡ଼ିଥି ଗଁା ଗଁା ବୁଲି ରାତି ୧୦ ବଜେ ତକ୍‌ ଗୁପ୍‌ଚୁପ୍‌ ବିକୁଛନ୍‌। ଇତାର ସଂଗେ ସେ ପାଠ୍‌ପଢ଼ା ଜାରି ରଖିଛନ୍‌ ଆର ଭବିଷତ୍‌ରେ ପୁଲିସ୍‌ ଚାକରି କରବାର ଆଶ୍‌ ରଖିଛନ୍‌। ଗୁପ୍‌ଚୁପ୍‌ ବିକି ସେ ପରିବାର ଚଲବାର ସଂଗେ ବାପର ଉଷୋକଷା, ଦୁଇ ଭାଇକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଏତେ ଦୁଖେ ପରିବାରଟା ଚଲୁଥିଲେ ବି ଆଏଜ୍‌ତକ୍‌ ପରଶାସନର ନଜର ଇ ପରିବାର ଉପରେ ନାଇଁପଡ଼ି। ଦେବାନନ୍ଦ ନିଜେ ପାଠ୍‌ ପଢ଼ି ସରକାରୀ ଚାକିରି କରବାର ଆଶ୍‌ ରଖିଥିଲାବେଲେ ସାନ ଭାଇକେ ବି ପଢ଼େଇ ଭଲ ମୁନୁଷ୍‌ କରବାର ଲଖିଅ ରଖିଛନ୍‌। ସମାଜରେ ଯେନ୍‌ମାନେ ବଁଚ୍‌ବାର ରାହା ଖୁଜୁଛନ୍‌ ସେମାନକର ଲାଗି ଦେବାନନ୍ଦ ଗୁଟେ ଉଦାହରନ୍‌ ପାଲଟିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri