Posted inଫୁରସତ

ସାଣ୍ଟା ଇନ୍‌ ଦ ସ୍କାଏ

କ୍ରିସ୍‌ମାସ୍‌ ବା ବଡଦିନ ପାଇଁ ଦେଶ ବିଦେଶ ଚାରିଆଡେ ଏବେ ଉତ୍ସବର ମାହୋଲ। କ୍ରିସ୍‌ମାସ୍‌ ଟ୍ରି, ରଙ୍ଗିନ ଲାଇଟର ଡେକୋରେଶନ ସାଙ୍ଗକୁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ଲାଗି ପ୍ରାୟ ସମସ୍ତେ ବ୍ୟସ୍ତ। ଠିକ ସେହିଭଳି ମାଲେସିଆର କୁଆଲାଲମ୍ପୁରଠାରେ ଏହି ଅବସରରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଲାଗି ଏକ ସ୍ବତନ୍ତ୍ର ରେଷ୍ଟୁରାଣ୍ଟ ଡିନର ବ୍ୟବସ୍ଥା କରିଥାନ୍ତି। ‘ସାଣ୍ଟା ଇନ୍‌ ଦ ସ୍କାଏ’ ନାମକ ଏହି ରେଷ୍ଟୁରାଣ୍ଟର ସ୍ବତନ୍ତ୍ରତା ହେଉଛି ଏହା ଭୁପୃଷ୍ଠଠାରୁ ୧୫୦ ଫୁଟ ଉପରେ ଝୁଲନ୍ତା ଅବସ୍ଥାରେ ରହିଥାଏ। କ୍ରିସ୍‌ମାସ୍‌ ଅବସରରେ ଏହି ରେଷ୍ଟୁରାଣ୍ଟକୁ ଏକ ସ୍ଲେଜ୍‌ର ଆକାର ଦିଆଯାଏ, ଯାହାକୁ ୪ ଟି ରେନ୍‌ ଡିୟର ଟାଣିବାର ଭ୍ରମ ମଧ୍ୟ ସୃଷ୍ଟି କରାଯାଇଥାଏ। ୧୬ ସିଟ୍‌ ବିଶିଷ୍ଟ ଏହି ହ୍ୟାଙ୍ଗିଙ୍ଗ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକମାନେ ସାଣ୍ଟାକ୍ଲଜ୍‌ ସହ ସ୍ପେଶିଆଲ କ୍ରିସ୍‌ମାସ୍‌ ଡିନର୍‌ର ମଜା ନେଇପାରିବେ। କେବଳ ସେତିକି ନୁହେଁ ଏହି ରାତ୍ରଭୋଜନ ସମୟରେ ଗ୍ରାହକଙ୍କ ମନୋରଞ୍ଜନ ଲାଗି ମ୍ୟୁଜିସିଆନମାନେ ଲାଇଭ କ୍ରିସ୍‌ମାସ୍‌ କ୍ୟାରୋଲ ବା ଗୀତ ପରିବେଷଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri