ଏଇ ଭାରତରେ

ଚା’ ବିନା ଜୀବନ ବିଷୟରେ ଚିନ୍ତା କରାଯାଇପାରେନା ବୋଲି ଆମମାନଙ୍କ ମଧ୍ୟରୁ ଅନେକଙ୍କ ଧରଣା। ଏଥିତ୍ପାଇଁ ତ ସକାଳ ହେବା କ୍ଷଣି ଘରେ ଓ ରାସ୍ତାକଡ଼ ଦୋକାନରେ ଜମିଯାଏ ଚା’ର ଆସର। ମାଟି ଖୁରା କିି କାଚଗ୍ଲାସରେ ଚା’ କପ୍‌ର ମୂଲ୍ୟ ୧୦ ଟଙ୍କା ହେଲେ ଆମକୁ ବୁକା। ହେଲେ ବିସ୍କୁଟ କପରେ ଚା’ମୂଲ୍ୟ ୨୦ଟଙ୍କାରେ ବିକ୍ରି ହେଉଛି ତାମିଲନାଡୁରେ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥା ସତ। ଏଭଳି ଚା’ ବିକ୍ରି ହେଉଛି କିଓସ୍କର ମଦୁରାଇ ଓ୍ବେଷ୍ଟ ମାସି ଷ୍ଟ୍ରିଟ୍‌ରେ ଥିବା ବିବେକ ସଭାପତିଙ୍କ ଚା’ ଦୋକାନରେ। ସେ ଦୋକାନର ନାଁ ରଖିଛନ୍ତି ‘ଆର୍‌ଏସ୍‌ ପଥି ଆଣ୍ଡ୍‌ କୋ’। କେବଳ ଏତିକି ନୁହେଁ, ଏହି ଚା’ଦୋକାନରେ ଚା’ ପିଇବେ ଓ ବିସ୍କୁଟ କପ୍‌କୁ ବି ଖାଇବେ । ବିସ୍କୁଟ କପ୍‌ର ସ୍ବାଦ ଚକୋଲେଟ ଭଳି। ଏଥିରେ ୬୦ମିଲି ଚା’ଧରୁଛି ଓ ୧୦ ମିନିଟ ଯାଏ ତାହା ଗରମ ରହୁଛି। ପ୍ରତିଦିନ ୫୦୦ କପ୍‌ ଏଭଳି ଚା’ ବିକ୍ରି ହେଉଛି ବୋଲି କହନ୍ତି ବିବେକ। ୨୦୧୯ରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବା ପରେ ବିବେକ ବିସ୍କୁଟ କପ୍‌ରେ ଚା’ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri