ମାନ୍ୟତାଙ୍କଠାରୁ ଆରମ୍ଭ କରି ରିନା ରାୟ: ହିନ୍ଦୁ ନୁହନ୍ତି ବଲିଉଡ୍‌ର ଏହି ୮ ଅଭିନେତା

ବଲିଉଡରେ ଏପରି ଅଭିନେତା ଅଛନ୍ତି, ଯେଉଁମାନେ ଫିଲ୍ମରେ ଥିବା ଚରିତ୍ରର ନାମକୁ ନେଇ ଲୋକପ୍ରିୟ ହୋଇଛନ୍ତି। ନଚେତ ଫିଲ୍ମ କରିବା ପୂର୍ବରୁ କେହି କେହି ନିଜ ନାମ ପରିବର୍ତ୍ତନ କରିଥିବାର ନଜିର ରହିଛି। ଉକ୍ତ ନାମରୁ ସେମାନେ କେଉଁ ଧର୍ମର ତାହା ଜଣାପଡେନାହିଁ। ଆସନ୍ତୁ ଜାଣିବା ସେଭଳି କିଛି କଳାକାରଙ୍କ ବିଷୟରେ ଯେଉଁମାନଙ୍କ ନାମରୁ ସେମାନେ ମୁସଲମାନ ବୋଲି ଜଣାପଡ଼ି ନଥାନ୍ତି…..

ଅଜିତ: ଅଜିତଙ୍କ ପ୍ରକୃତ ନାମ ହାମିଦ ଖାନ୍‌। ସେ ନିଜର ଷ୍ଟେଜ୍‌ ଶୋ’ ନାମ ଅଜିତକୁ ନେଇ ଲୋକପ୍ରିୟ ହୋଇଯାଇଥିଲେ। ପରେ ସେ ନିଜର ନାମକୁ ବଦଳାଇଦେଇଥିଲେ।

ମଧୁବାଲା: ନିଜର ସୁନ୍ଦରତା ଏବଂ ଅଭିନୟକୁ ନେଇ ସମସ୍ତଙ୍କ ହୃଦୟ ଜିତିଥିବା ମଧୁବାଲାଙ୍କ ପ୍ରକୃତ ନାମ ମୁମତାଜ ଜହାଁ ଦେହଲବୀ। ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାମ ବସନ୍ତ ଥିଲା। ଦେବିକା ରାଣୀ ବସନ୍ତରେ ତାଙ୍କ ଅଭିନୟରେ ପ୍ରଭାବିତ ହୋଇଥିଲେ। ଶେଷରେ ସେ ତାଙ୍କ ନାମ ମୁମତାଜକୁ ବଦଳାଇ ମଧୁବାଲା କରିଦେଇଥିଲେ।

ରିନା ରାୟ: ରିନା ରାୟଙ୍କ ଅସଲ ନାମ ସାୟରା ଅଲ୍ଲୀ ଅଟେ।

ଜନି ଓ୍ବାକର: ଜନି ଓ୍ବାକରଙ୍କ ଅସଲ ନାମ ବହରୁଦ୍ଦିନ ଜମାଲୁଦ୍ଦିନ କାଜି ଥିଲା।

ମାନ୍ୟତା ଦତ୍ତ: ମାନ୍ୟତା ଦତ୍ତଙ୍କ ଅସଲ ନାମ ଦିଲନାଜ ଶେଖ ଅଟେ। ପ୍ରକାଶ ଝା ତାଙ୍କ ନାମକୁ ବଦଳାଇ ମାନ୍ୟତା ରଖିବାକୁ କହିଥିଲେ।

ନେହା: ଅଭିନେତ୍ରୀ ନେହା ମନୋଜ ବାଜପେୟୀଙ୍କ ସ୍ତ୍ରୀ। ତାଙ୍କ ପ୍ରକୃତ ନାମ ଶବାନା ରଜା। ସେ ପ୍ରଥମ ଫିଲ୍ମ ‘କରିବ୍‌’ରେ ଅଭିନୟ କରୁଥିବା ବେଳେ ନିଜର ନାମକୁ ବଦଳାଇ ନେହା ଦେଇଥିଲେ। ଫିଲ୍ମରେ ତାଙ୍କ ଚରିତ୍ରର ନାମ ମଧ୍ୟ ସମାନ ରହିଥିଲା।

ମିନା କୁମାରୀ: ଟ୍ରାଜେଡି କୁଇନ୍‌ କୁହାଯାଇଥିବା ମିନା କୁମାରୀଙ୍କ ପ୍ରକୃତ ନାମ ମେହଜବିନ ବାନୋ ଥିଲା।

ଦିଲ୍ଲୀପ କୁମାର: ବଲିଉଡର ଜଣାଶୁଣା ଅଭିନେତା ଦିଲୀପ କୁମାରଙ୍କ ନାମ ଶୁଣିବାକୁ ହିନ୍ଦୁ ଭଳି ଲାଗୁଥିଲେ ହେଁ ତାଙ୍କ ପ୍ରକୃତ ନାମ ମୋହମ୍ମଦ ୟୁସୁଫ ଖାନ୍‌। ଫିଲ୍ମ ପାଇଁ ସେ ତାଙ୍କ ବଦଳାଇ ଦିଲୀପ କୁମାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri