ମୃତ କୋଭିଡ ଯୋଦ୍ଧାଙ୍କ ସହ ପୁରା ଗଞ୍ଜାମ ପୋଲିସ ରହିଛି: ୩ ମୃତକଙ୍କ ପରିବାରଙ୍କୁ ପ୍ରାପ୍ୟ ପ୍ରଦାନ

ଛତ୍ରପୁର,୯।୯(ଡି.ଏନ୍‌.ଏ .): କରୋନା ପରିଚାଳନା କାର୍ଯ୍ୟ କରୁଥିବା ବେଳେ ଗଞ୍ଜାମ ଜିଲା ପୋଲିସର ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଆସିକା ଥାନା କୋଟିନଡ଼ା ଫାଣ୍ଡିର ଗୋଲକ ନାୟକ, ଭଞ୍ଜନଗର କୋର୍ଟର ଏଏସ୍‌ଆଇ ରବୀନ୍ଦ୍ର ନାଥ ବେହେରା ଓ ତାରସିଂ ଥାନାର ଏଏସ୍‌ଆଇ ଶିବରାମ ଦାଶ। ମୃତ୍ୟୁ ପରେ ଗ୍ରାଚୁଟି, ବୀମା ଓ ବ୍ୟବହାର କରି ନ ଥିବା ଛୁଟି ବାବଦରେ ସେମାନଙ୍କ ସ୍ତ୍ରୀଙ୍କୁ ପ୍ରାପ୍ୟ ସମ୍ଭଧୀୟ ଚେକ୍‌ ପ୍ରଦାନ କରାଯାଇଛି। ବୁଧବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଏହି ଚେକ୍‌ ପ୍ରଦାନ କରିଛନ୍ତି। ମୃତ କୋଭିଡ ଯୋଦ୍ଧାଙ୍କ ସହ ପୁରା ଗଞ୍ଜାମ ପୋଲିସ ରହିଛି ଏଥିସହ ଉକ୍ତ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ଲୋକଙ୍କ ଭବିଷ୍ୟତରେ ଯେପରି କୌଣସି ଅସୁବିଧା ହେବନି ସେଉପରେ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ ଓ ଡିଜି ନିର୍ଦ୍ଦେଶ ଦେଇଥିବା ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ାରେ ୫ ଦିନ ପାଇଁ ହାଟ, ବଜାର ବନ୍ଦ

ନିମାପଡ଼ା,୫।୪(ଡି.ଏନ.ଏ)- ମହାମାରୀ କରୋନା ସଂକ୍ରମଣର ବିଭୀଷିକା ପାଇଁ ସାରା ଦେଶରେ ଲକଡାଉନ ସହ କେତେକ ସହରରେ ଶଟ୍‌ଡାଉନ ମଧ୍ୟ କରାଯାଇଛି। ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ...

ସଙ୍କୁଚିତ ସ୍ମାର୍ଟ ରାସ୍ତା ସମ୍ପୂର୍ଣ୍ଣ ପାଇଁ ୨ ମାସ ବଢ଼ିଲା ଅବଧି

ବ୍ରହ୍ମପୁର ଅଫିସ,୨୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୫ଟି ସ୍ଥାନରେ ସ୍ମାର୍ଟ ରାସ୍ତା କାର୍ଯ୍ୟ ଚାଲିଛି। କିନ୍ତୁ ଏଥି ନିମନ୍ତେ ଅବଧି ସମୟ...

କୋରାପୁଟ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି

କୋରାପୁଟ,୫ା୭(ସ୍ବ.ପ୍ର.): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅବସରରେ ବଳଭଦ୍ରଙ୍କ ରଥକୁ ଛାଡ଼ି ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଧା ବାଟରେ ଅଟକି...

ଫାସ୍‌ଟାଗ୍‌ ଲାଗୁ ହେଲେ ମଧ୍ୟରାତ୍ରରୁ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୫।୨: ସୋମବାର ମଧ୍ୟରାତିରୁ ସମସ୍ତ ଟୋଲପ୍ଲାଜା (ଟୋଲଗେଟ୍‌)ରେ ଫାସ୍‌ଟାଗ୍‌ ଲଗୁ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନ୍‌ଏଚ୍‌ଆଇ) ନିଷ୍ପତ୍ତି ନେଇଛି । ତେବେ...

କରୋନା ମୁକାବିଲା: ଏମଏଲଏ ଲ୍ୟାଡ ଜିଲାପାଳଙ୍କୁ ଦେଲେ ବିଧାୟକ

ଦାରିଙ୍ଗବାଡି,୨୫ା୩(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବୁଧବାର ୨୦୨୦-୨୧ ଆର୍ଥିକ ବର୍ଷର ଏମଏଲଏ ଲ୍ୟାଡ ଜିଲା ପ୍ରଶାସନକୁ ଦେଇଛନ୍ତି। ଜିଲା ପ୍ରଶାସନ...

ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୪।୮:ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର...

ଖିରିସାହି ସମୁଦ୍ର କୂଳରେ ଆଣ୍ଡାମାନ ବୋଟ

କୃଷ୍ଣପ୍ରସାଦ, ୨୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି ସମୁଦ୍ର କୂଳରେ ଆଣ୍ଡାମାନର ଏକ ବୋଟ ଲାଗିଛି। ବୋଟରେ ଥିବା ଜଣେ କର୍ମଚାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ...

ମହାପ୍ରଭୁଙ୍କୁ ଅବମାନନା: ପିକ୍‌ଅପ୍‌ରେ ବାନ୍ଧିନେଲେ ଜଗନ୍ନାଥଙ୍କୁ

ରୂପସା,୯।୯(ଡି.ଏନ୍‌.ଏ.): କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା, ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ। ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ...

Advertisement
Archives

Model This Week