ଏବେ ସୁଶାନ୍ତଙ୍କ ବାପାଙ୍କ ସହ ସମୟ କାଟୁଛି ‘ଫଡ୍ଜ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ପ୍ରଶଂସକମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ନାରାଜ। ଏଭଳି ସ୍ଥିତିରେ ସୁଶାନ୍ତଙ୍କୁ ସବୁଠାରୁ ପ୍ରିୟ ଥିବା ପୋଷାକୁକୁର ‘ଫଡ୍ଜ’କୁ ଛଡ଼ା ଯାଇ ନ ପାରେ।

ସୁଶାନ୍ତଙ୍କ ସହ ଅଧିକ ସମୟ ବିତାଉଥିବା ଫଡ୍ଜ ଏକୁଟିଆ ହୋଇଯାଇଥିଲା। ଏପରିକି ଖାଦ୍ୟପେୟ ଗ୍ରହଣ କରୁ ନଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା। ଘଟଣାକୁ ଅନେକ ଦିନ ବିତିଥିବାରୁ ସେ କୁଆଡେ ଗଲା ସେ ନେଇ ଅନେକ ପ୍ରଶଂସକ ଚିନ୍ତା ପ୍ରକଟ କରୁଥିଲେ। ଶେଷରେ ତାହା ଜଣାପଡ଼ିଛି।

ଫଡ୍ଜ ଏବେ ବିହାର ପାଟଣାରେ ରହୁଥିବା ସୁଶାନ୍ତଙ୍କ ପରିବାର ସହ ଅଛି। ସୁଶାନ୍ତଙ୍କ ଭଉଣୀ ସ୍ବେତା ସିଂ କୀର୍ତ୍ତି ଏକ ଫଟୋ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ବାପାଙ୍କ ସହ ଫଡ୍ଜ ବୋଲି ସେ କ୍ୟାପ୍‌ସନ ଲେଖିଥିବା ଦେଖିବାକୁ ମିଳୁଛି। ଉକ୍ତ ଫଟୋ ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସନ୍ତାନର ଫଟୋ ଶେୟାର କଲେ କରିନା, ବାପା-ଭାଇଙ୍କ ସହ ଖେଳୁଥିବା ଆସିଲେ ନଜର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି। ଦ୍ୱିତୀୟ ପୁତ୍ର ଜନ୍ମ ଦେବା ପରେ...

ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।...

ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୋଆର ବାଗା-କାଲାଙ୍ଗୁଟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ...

୨୦୨୧ଇଦ୍‌ରେ ‘ଦବଙ୍ଗ’ ପ୍ରଶଂସକ ପାଳିବେ ଦୀପାବଳି

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ‘ଦବଙ୍ଗ -୩’ ପରେ ଏବେ ସେ ୨୦୨୧ ଇଦ୍‌ରେ ପରଦାକୁ ଆସୁଥିବା...

ପିଲାଦିନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳୁ ନ ଥିଲା, ସ୍ବାମୀ ଛାଡ଼ପତ୍ର ଦେବା ପରେ ଭାଙ୍ଗି ପଡ଼ିଥିଲି: ରଶ୍ମି

ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ...

ଦ୍ୱିତୀୟ ବିବାହ କଲେ‘ପବିତ୍ର ରିସ୍ତା’ର ଏହି ଅଭିନେତା

ଗୋଟିଏ ପଟେ ବଲିଉଡ ଅଭିନେତା ବରୁଣ ଧୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହ କରିବାକୁ ନେଇ...

ପିଆଜର ଦରବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଟ୍ବିଙ୍କିଲ

ମୁମ୍ବାଇ,୭।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ଯଦିଓ ଏବେ ବଡ ପରଦାଠାରୁ ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଏମିତିକି...

ମେହେନ୍ଦି ସେରିମନିରେ ଖୁବ୍ ନାଚିଲେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ହିଟ୍ ନାୟିକା କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ପ୍ରତିଟି ମୁହୂର୍ତ୍ତର ଖବର ସୋସିଆଲ ମିଡିଆରେ ଭାଇରାଲ...

Advertisement
Archives

Model This Week