Posted inରାଜ୍ୟ

ତେଲନଦୀରୁ ବିରଳ ମାଛ ଉଦ୍ଧାର

ସୋନପୁର,୨୯।୧୨(ନି.ପ୍ର.): ସୋନପୁର ସହର ପାର୍ଶ୍ୱ ଦେଇ ପ୍ରବାହିତ ତେଲ ନଦୀରୁ ମଙ୍ଗଳବାର ଏକ ବିରଳ ମାଛ ଉଦ୍ଧାର ହୋଇଛି । ଏହାର ଓଜନ ପ୍ରାୟ ୩୦୦ ଗ୍ରାମ ହେବ । ଥନାପତିପଡ଼ାର ପ୍ରମୋଦ ନାଏକ ଓ ଧୀବର ପଡାର ସଞ୍ଜୟ ଅଧିକାରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ବିରଳ ମାଛକୁ ଦେଖିଥିଲେ । ଦୁହେଁ ମାଛକୁ ଧରି ପଡାକୁ ଆଣିଥିଲେ। ହେଲେ ମତ୍ସ୍ୟଜୀବୀ ଏବଂ ସହରବାସୀ ପୂର୍ବରୁ ଏଭଳି ମାଛ ଦେଖି ନ ଥିବା କହିଛନ୍ତି। ଅନ୍ୟପକ୍ଷେ ମାଛକୁ ଦେଖିବା ପାଇଁ ପଡାରେ ଭିଡ ଜମିଥିଲା। ଜନସାଧାରଣଙ୍କ ନିଷ୍ପତ୍ତି କ୍ରମେ ମାଛକୁ ଜୀବନ୍ତ ଅବସ୍ଥାରେ ତେଲନଦୀରେ ଛାଡି ଦିଆଯାଇଛି। କଳା ରଙ୍ଗର ମାଛ ଦେହରେ ଚିତା ପରି ଚିହ୍ନ ରହିଛି। ତଳ ପଟେ ମୁହଁ ରହିଛି। ସେହିପରି ପିଠି ଓ ପେଟରେ ଦନ୍ତୁରିତ କଣ୍ଟା ଅଛି। ପ୍ରକାଶ ଯେ, ସୋନପୁର ସହର ପାର୍ଶ୍ୱ ଦେଇ ପ୍ରବାହିତ ମହାନଦୀର ତେନ୍ତୁଳିଘାଟରୁ ଗତ ଅକ୍ଟୋବର ୩୧ ତାରିଖରେ ଏଭଳି ଏକ ବିରଳ ମାଛକୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଜନା ନାଁରେ ହରିଲୁଟ୍, ଭଙ୍ଗା ମାଟିଘରେ ୭ ପ୍ରାଣୀଙ୍କ ଦୟନୀୟ ଜୀବନ

ଥୁଆମୂଳ ରାମପୁର,୧୪ା୫(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କାର ଯୋଜନା…

ଜୁନ୍ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ନିରାଡମ୍ବର ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୫: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଛତ୍ରପୁରରେ ତେଲ ସଙ୍କଟ: ବାଇକ୍‌କୁ ୨୦୦, କାର୍‌କୁ ୫୦୦ ଟଙ୍କାର ତେଲ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଇରାନ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପାଇଁ ଫେବୃଆରୀ ୨୮ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି…

ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ମୋରମ ଚୋରାଚାଲାଣ: ପ୍ରତିବାଦରେ ଧାରଣାରେ ବସିଲେ ସରପଞ୍ଚ

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ କିଛି ମାଫିଆ ଲଗାତର ଭାବେ ମୋରମ ଚୋରା…

ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଲେ ଯୋଗାଣ ସଚିବ: ରାଜ୍ୟରେ ନାହିଁ…

ଭୁବନେଶ୍ୱର, ୧୪।୫: ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି, ତେଲ ସଙ୍କଟ ଆଦୌ ନାହିଁ । ରାଜ୍ୟରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ଓଡ଼ିଶାରେ ଏହିଦିନଠୁ SIR, ଭୋଟର ତାଲିକାରୁ କଟିଯିବ ଏମାନଙ୍କ ନାଁ! ଗୋଟିଏ ଭୁଲ ଥିଲେ…

ଭୁବନେଶ୍ୱର, ୧୪।୫: ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପର୍ଯ୍ୟାୟ ୧୬ଟି…

ରାଜ୍ୟରେ ତେଲ ପାଇଁ ହାହାକାର: କେଉଁଠି ଲମ୍ବା ଲାଇନ୍‌ ତ କେଉଁଠି ତାଲା

ଭୁବନେଶ୍ୱର,୧୪ା୫: ରାଜ୍ୟର ବିଭିନ୍ନ ଜିଲାରେ ପେଟ୍ରୋଲ/ଡିଜେଲର ଅଭାବ ପରିଲକ୍ଷିତ ହୋଇଛି। କାଁ ଭାଁ ଯେଉଁ ପମ୍ପରେ ବି ତେଲ ମିଳୁଛି ସେଠି ଲମ୍ବା ଲାଇନ୍‌ ଲାଗୁଛି। ଏଥିସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri