ଏଇ ଭାରତରେ

ଚଉଁରା ମୂଳେ ଦୀପାବଳିରେ ସାରାଦିନ ମାଟି ଦୀପଟିଏ ଯଦି ଜାଳିବାକୁ ଚାହୁଁଛନ୍ତି ତେବେ ଛତିଶଗଡ଼ର କୁମ୍ଭକାର ଅଶୋକ ଚକ୍ରଧାରୀଙ୍କ ଦୀପ ଆଣନ୍ତୁ। ଏହି ସ୍ବତନ୍ତ୍ର ଦୀପଟି ଆପଣାଛାଏଁ ତେଲ ଭରି ଅତିକମ୍‌ରେ ୨୪ ଘଣ୍ଟା ଜଳୁଛି। ଅଶୋକଙ୍କ ବୟସ ୬୨। ରହୁଛନ୍ତି ବସ୍ତର ଜିଲା କୋଣ୍ଡା ଗାଁରେ। ଦୀପର ନାମ ରଖିଛନ୍ତି ‘ମ୍ୟାଜିକ ଲ୍ୟାମ୍ପ’। ଦୀପର ଉପରି ଭାଗରେ ତେଲ ଓ ତଳେ ରହିଛି ଦୀପ। ତେଲ ଭଣ୍ଡାରରୁ ଦୀପକୁ ଏକ ସରୁ ପାଇପ ଯୋଗେ ସଂଯୋଗ କରାଯାଇଛି। ନିଜସ୍ବ ଜ୍ଞାନକୌଶଳରେ ପ୍ରଥମ ଦୀପଟିକୁ ଗଢିବା ଲାଗି ଅଶୋକଙ୍କୁ ୫ରୁ ୬ ସପ୍ତାହ ଲାଗିଯାଇଥିଲା। ପରେ ଏହା ସହଜ ହୋଇଥିଲା। ଏବେସୁଦ୍ଧା ସେ ୧୦୦ଟି ଦୀପ ବିକ୍ରି କରିସାରିଛନ୍ତି। ପ୍ରତ୍ୟେଟିର ଦାମ ରଖିଛନ୍ତି ୨୦୦ଟଙ୍କା। ଏହି ଦୀପର ଭିଡିଓ ଫେସ୍‌ବୁକରେ ଶେୟାର କରିବା ପରେ ତାଙ୍କ ପାଖକୁ ଶହ ଶହ କଲ୍‌ ଆସୁଛି। ଲୋକମାନେ ଏହି ଦୀପ ନେବାକୁ ହଜାର ହଜାର ସଂଖ୍ୟାରେ ଅର୍ଡର ଦେଉଛନ୍ତି। କିନ୍ତୁ ସୁବିଧା ନ ଥିବାରୁ ସେ ତାହାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ପାରୁନାହାନ୍ତି। ସେ ମାଟିର କଫି ମଗ୍‌ ଓ ଡିନରସେଟ୍‌ ମଧ୍ୟ ତିଆରି କରୁଛନ୍ତି। ଏଗୁଡିକର ବି ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri