ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍‌ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ। ସେ ପ୍ଲାଷ୍ଟିକ ବର୍ଜ୍ୟରୁ ସୌଖୀନ ବ୍ୟାଗ୍‌, ଲାପ୍‌ଟପ ଖୋଳ, ଓ୍ବାଲେଟ୍‌ ବ୍ୟାଗ୍‌ ଏବଂ ଟେବୁଲ ମ୍ୟାଟ୍‌ ପ୍ରସ୍ତୁତ କରୁଛନ୍ତି। ସେ ଏବେ ସୁଦ୍ଧା ୧୨,୦୦୦ କେଜି ବା ୧୨ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଅପ୍‌ସାଇକିଲିଂ କରିସାରିଲେଣି। ଏହି କାର୍ଯ୍ୟ କନିକା ୨୦୧୭ରେ ସୋସିଆଲ ଏଣ୍ଟରପ୍ରାଇସ୍‌ ‘ଲତିଫା’ ଗଠନ କରିଛନ୍ତି। ସେ ଇଞ୍ଜିନିୟରିଂ ପରେ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ପିତାଙ୍କର ଏକ ଏନ୍‌ଜିଓ ରହିଛି ଓ ପ୍ରଥମେ ସେଥିରେ କାର୍ଯ୍ୟ କରିବା ପରେ ‘ଲତିଫା’ ଗଠନ କରିଥିଲେ। ଏବେ ଲତିଫା ମାଧ୍ୟମରେ ତିଆରି କରୁଥିବା ସୌଖୀନ ଜିନିଷଗୁଡ଼ିକୁ ବିକ୍ରିକରି ଗତ ଆର୍ଥିକ ବର୍ଷରେ ୧ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ରୋଜଗାର କରିପାରିଛନ୍ତି। ଏହି କାର୍ଯ୍ୟରେ ୨୦୦ ଓ୍ବେଷ୍ଟ ଓ୍ବାର୍କର ଏବଂ ୩୦୦ ଚିତ୍ରକରଙ୍କୁ ନିଯୁକ୍ତି ଦେଇଛନ୍ତି। ଉପତ୍ାଦଗୁଡ଼ିକ ଉପରେ ପାରମ୍ପରିକ ହସ୍ତକଳାର ଛାପ ଦେବା ଲାଗି କନିକା ଆଫଗାନୀ ଶରଣାର୍ଥୀ ମହିଳାଙ୍କ ଏକ ଗ୍ରୁପକୁ ମଧ୍ୟ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚାର ଆରମ୍ଭ ହୋଇନାହିଁ

ଆକାର ପଟେଲ ଭୀମା କୋରେଗାଁଓ ଘଟଣାରେ ଜାମିନ ନ ମିଳିବାରୁ କିଛି ଦିନ ପୂର୍ବେ ଷ୍ଟାନ୍‌ ସ୍ବାମୀଙ୍କ ଦେହାନ୍ତ ଘଟିଥିଲା। ସେ ବହୁ ଦଶନ୍ଧି ଧରି...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ବେରୋଜଗାରୀର ବିସ୍ଫୋରକ ସ୍ଥିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଗତ ଜାନୁୟାରୀ ଶେଷ ସପ୍ତାହରେ ବିହାରର ପାଟନାଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ପ୍ରୟାଗରାଜ ପର୍ଯ୍ୟନ୍ତ ବେରୋଜଗାର ଯୁବତୀ ଯୁବକଙ୍କ ରଣହୁଙ୍କାର...

ଏଇ ଭାରତରେ

ଶହ ଶହ ଚାଷୀଙ୍କୁ ସଶକ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଶ୍ମୀରର କୃଷକ ଭରତ ଭୂଷଣ। ସେ ଡୋଡା ଜିଲାର ଲେର୍ହୋଟେ ଗାଁରେ ଜୈବିକ...

ଅନିଶ୍ଚିତ ଓ ଅସହାୟ

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପରିଚାଳନା ଖୁବ୍‌ ଭଲ, ଅନାହାର ମୃତ୍ୟୁର ଖବର ବି ନାହିଁ,...

ଏଇ ଭାରତରେ

ଝାଡୁଦାର ଭାବେ କାମ କରୁଥିବା ଜଣେ ମହିଳା ରାଜସ୍ଥାନ ପ୍ରଶାସନିକ ସେବା (ଆର୍‌ଏଏସ୍‌)ରେ କୃତକାର୍ଯ୍ୟ ହେବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ...

ଏଇ ଭାରତରେ

ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା...

ପୁନଃ ଶୂନଗାଡ଼ି

ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀରେ ଦୁଇଚକିଆ ଓ ଚାରିଚକିଆ ଯାନର ଉଦ୍ଭାବନ ଥିଲା ସମଗ୍ର ମାନବଜାତି ପାଇଁ ଏକ ବଡ଼ ଉପଲବ୍ଧି। ମୋଟର...

Advertisement
Archives

Model This Week