ଏଇ ଭାରତରେ

ଗୋଟିଏ ଟି-ଶାର୍ଟ ଏବଂ ଏକ ଯୋଡ଼ା ଜିନ୍ସ ଲାଗି ଆବଶ୍ୟକ ଫାଇବର ପ୍ରସ୍ତୁତିରେ ଯଥାକ୍ରମେ ୨,୭୦୦ ଓ ୧୦,୦୦୦ ଲିଟର ପାଣି ଲାଗୁଛି। ଏହା ଜାଣି ଆଶ୍ଚର୍ଯ୍ୟ ହେଉଥିବେ, ହେଲେ ଏହା ସତ। ଏହି ପରିମାଣ ପାଣିକୁ ଜଣେ ଲୋକ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପାନୀୟଜଳ ଭାବେ ବ୍ୟବହାର କରିପାରିବ। ହଳେ ଜିନ୍ସ ପାଇଁ ୧କେ.ଜି. କଟନ ଦରକାର ଓ ଏହାର ପରିବେଶଗତ ପ୍ରଭାବ ଢେର୍‌ ଅଧିକ। ଏହି ନକାରାମତ୍କ ପ୍ରଭାବ ଦୂର କରିବାକୁ ବାହାରିଛନ୍ତି ଗୁଜରାଟର ଶେୟାନ କୋକ୍ରା। ସେ ‘କାନ୍‌ଭାଲୁପ୍‌’ ଷ୍ଟାର୍ଟଅପ୍‌ ଆରମ୍ଭ କରି କୃଷି ବର୍ଜ୍ୟରୁ ଜିରୋ ଓ୍ବେଷ୍ଟ୍‌ ପ୍ରୋସେସ୍‌ରେ ପରିବେଶ ଉପଯୋଗୀ ଫାଇବର ପ୍ରସ୍ତୁତ କରୁଛନ୍ତି। କୋକ୍ରା ଆମେରିକାର ବବ୍‌ଶନ କଲେଜରୁ ଏଣ୍ଟରପ୍ରିନ୍ୟୁରଶିପ୍‌ କୋର୍ସ ଶେଷ କରି ଭାରତ ଫେରିବା ପରେ ୨୦୧୭ରେ କାନଭାଲୁପ ଷ୍ଟାର୍ଟଅପ୍‌ ଗଠନ କରିଥିଲେ। ଏବେ ନୂତନ ଟେକ୍‌ନୋଲୋଜି ମାଧ୍ୟମରେ ସେ ମାତ୍ର ୧୦ ଲିଟର ପାଣିରେ କୃଷି ବର୍ଜ୍ୟରୁ ହଳେ ଜିନ୍ସ ଲାଗି ଫାଇବର ପ୍ରସ୍ତୁତ କରିପାରୁଛନ୍ତି। ଫାଇବର ଲାଗି ସପୁରି ପତ୍ର ବ୍ୟବହାର କରୁଛନ୍ତି। ଗୋଟିଏ ମାସରେ ସେ ୮୦ ଟନ୍‌ ଫାଇବର କୃଷି ବର୍ଜ୍ୟରୁ ପାଉଛନ୍ତି। ଏହାକୁ ବହୁ ପ୍ରତିଷ୍ଠିତ କମ୍ପାନୀ ନେଇ ଜିନ୍ସ ଓ ଟି-ଶାର୍ଟ ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri