ଏଇ ଭାରତରେ

ମାତ୍ର ୧୦ ବର୍ଷ ବୟସରେ ବେଙ୍ଗାଲୁରୁର ମାନ୍ୟ ହର୍ଷ ସଭିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ବିଭିନ୍ନ ପରିବା ଚୋପାରୁ ପରିବେଶ ଉପଯୋଗୀ କାଗଜ ପ୍ରସ୍ତୁତ କରୁଛନ୍ତି। ସେ ନିର୍ଦ୍ଦିଷ୍ଟ ପ୍ରକାର ପରିବା ଚୋପା ଉପଯୋଗ କରି ରଙ୍ଗିନ କାଗଜ ପ୍ରସ୍ତୁତ କରୁଛନ୍ତି। ଯଥା- ପିଆଜ ଚୋପାରୁ ନାରଙ୍ଗି ରଙ୍ଗ ଓ ମକା ଚୋପାରୁ ହଳଦିଆ ରଙ୍ଗର କାଗଜ ମିଳୁଛି। ସେ ଜ୍ଞାନକୌଶଳ ଉପଯୋଗ କରି ୫ଟି ପର୍ଯ୍ୟାୟରେ ଏହି କାଗଜ ତିଆରି କରୁଛନ୍ତି। ଏଥିରେ ଲିକ୍ୟୁଡାଇଜର ଓ ଗ୍ରାଇଣ୍ଡର ବ୍ୟବହାର କରୁଛନ୍ତି। ଏହା ବାଦ୍‌ ପରିବେଶ ରକ୍ଷା କରିବାରେ ତାଙ୍କର କାର୍ଯ୍ୟଧାରା ଏବେ ସମସ୍ତକୁ ପ୍ରଭାବିତ କରିଛି। ସେ ବେଙ୍ଗାଲୁରୁର ଭିବ୍‌ଗିୟୋର ହାଇ ବିଟିଏମ୍‌ରେ ୬ଷ୍ଠ ଶ୍ରେଣୀରେ ପଢୁଛନ୍ତି। ସେ ପରିବେଶ ସୁରକ୍ଷା ଲାଗି ପିଲାମାନଙ୍କୁ ନେଇ ଓ୍ବାକାଥନ୍‌ ଆୟୋଜନ କରି ଲୋକମାନଙ୍କୁ ପରିବେଶ ସମ୍ପର୍କରେ ସଚେତନ କରୁଛନ୍ତି। ସେ ମଧ୍ୟ ପରିବେଶ ଉପରେ ଏବେ ସୁଦ୍ଧା ୫ଟି ଛୋଟ ବହି ଲେଖିସାରିଲେଣି। ମାନ୍ୟ ବେଳାଭୂମି ଓ ଅନ୍ୟାନ୍ୟ ସ୍ଥାନରେ ବର୍ଜ୍ୟ ସଫା କରିବାରେ ସମୟ ଦେଉଛନ୍ତି। ୨୦୨୦ରେ ସେ ପ୍ରସ୍ତୁତ କରିଥିତ୍ବା ପରିବେଶ ସଚେତନଭିତ୍ତିକ ଶର୍ଟଫିଲ୍ମକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପ୍ରଶଂସା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?