Posted inVideo

ବଦଳିଲା ମୂଳ କମ୍ପାନୀ ନାଁ | META

Featured Video Play Icon

ଫେସବୁକ୍ ନିଜ ମୂଳ କମ୍ପାନୀର ନାମ ବଦଳାଇଛି । ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ମେଟା । ଫେସବୁକ୍ ଏକକ ଶୋସିଆଲ୍ ମିଡିଆରୁ ମେଟାଭର୍ସ କମ୍ପାନୀ ହେବ । ଆପଲିକେସନର ନାଁ ପୂର୍ବଭଳି ଫେସବୁକ୍ ରହିବ । ୧୭ ବର୍ଷ ପରେ କମ୍ପାନୀ ତାର ନାଁ ବଦଳାଇ ମେଟା କରିଛି


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ରାମାୟଣ ଓ ମହାଭାରତ ପରେ ଦୂରଦର୍ଶନକୁ ଫେରିବ ଶୀକୃଷ୍ଣ ।

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା ଲକଡାଉନରେ କରିନା କପୁର କଣ କରୁଛନ୍ତି । କରୋନାକୁ ନେଇ ଅଜୟ ଦେବଗନଙ୍କର କେଉଁ ଗୀତ ଦର୍ଶକଙ୍କୁ...

Featured Video Play Icon

ଅତିଥିମାନଙ୍କର ମତ ଓ ମନ୍ତବ୍ୟ

ଅନୁଷ୍ଠିତ ହୋଇଯାଇଛି ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ବିଜ୍‌ନେସ ଏମିନେନ୍ସ ଆୱାର୍ଡ୍ସ। ଉଦ୍ୟୋଗ ଓ ଉଦ୍ୟୋଗି ମାନଙ୍କୁ ସମ୍ମାନୀତ କରିବା ପାଇଁ ଧରିତ୍ରୀର ଏହି...

Featured Video Play Icon

Three elephants killed as truck rams into herd | ଟ୍ରକ ଧକ୍କାରେ ୩ ହାତୀ ମୃତ

Three elephants including two adults and a calf died after being hit by a speeding 14-wheeler iron-laden truck on...

Featured Video Play Icon

ରୁଟି ପୋଡିଗଲା ପରେ

ରୁଟି ପୋଡି ଯାଇଛି ବୋଲି ଅଫିସରୁ ଆସିଲା ବେଳଠାରୁ ସୁବାଶିଷ ବାବୁ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଭାଉଜଙ୍କ ଉପରେ ଗେରଗେର ହେଉଛନ୍ତି । ସ୍ତ୍ରୀଙ୍କୁ ତାଗିଦ୍...

Featured Video Play Icon

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ | Serological Test For Covid19 Begins in Bhubaneswar

ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ। ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି। ଆଜି ପାଞ୍ଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର...

Featured Video Play Icon

ରିୟା ଚକ୍ରବର୍ତ୍ତି ଫେରାର

ଆଜିର ଏପିସୋଡରେ ଆମେ ଦେଖିବା ସୋସିଆଲ ମିଡିଆରେ କଙ୍ଗନାଙ୍କ ଗିରଫ ଦାବି । କଣ ସତରେ ରିୟା ଚକ୍ରବର୍ତ୍ତି ଫେରାର ହୋଇଯାଇଛନ୍ତି । ସୁଶାନ୍ତଙ୍କ ଏକ୍ସ...

Featured Video Play Icon

ବାବୁ ମହଲ: ଚୋର ଧରା | Babu Mahal #35 ‘Chora Dhara’

ସହର ହେଉ କି ଗାଁ, ସବୁଠି ଅଛନ୍ତି ଫୁଲ ଚୋର। ରାତିଅଧିଆ ବାଡ଼ି ବଗିଚାରେ ପଶି ଫୁଲ ଚୋରି କରି ନେଉଛନ୍ତି। କଢ଼ଟିଏ ମଧ୍ୟ ଛାଡୁନାହାନ୍ତି।...

Featured Video Play Icon

ଏଥର ଫିକା ଫିକା ଇଦ୍

କରୋନା ଭାଇରସ ମୁକାବିଲା ନେଇ ଦେଶରେ ଜାରିଥିବା ଲକଡାଉନ ପାଇଁ ଏଥର ସବୁଠି ଇଦ୍ ନିରାଡମ୍ବର ଭାବେ ପାଳନ କରାଯାଇଛି । ତେବେ ରାଜଧାନିବାସୀ କେମିତି...

Advertisement
Archives

Model This Week