ବଦଳିଲେ ପୁରୀ ଏସ୍‌ପି

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ପୁରୀ ଏସ୍‌ପି ଅଖିଳେଶ ସିଂଙ୍କୁ ବଦଳି କରାଯାଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଯେ ପୁରୀ ଗୌରାଙ୍ଗ ଖୁଣ୍ଟିଆ କଲୋନୀ ଗୌଡବାଡି ସାହିର କେ. ରମେଶଙ୍କର ଥାନା ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଥିଲେ। ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ବିଧାନସଭାରେ ହଟ୍ଟଗୋଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲୁପ୍ତ ଲୋକକଳା ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ୱ

ଦେଓଗାଁ,୧୮୧୧(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳ ଭୀମ ପାହାଡଠାରେ ମଙ୍ଗଳବାର ଜିଲା ମିକ୍ସଚର ରାମଲୀଳା ସଂଘର ଏକ ବୈଠକ...

୪ ଫୁଟ ଲମ୍ବର ରଣା ସାପ ଉଦ୍ଧାର

ଯୋଡ଼ା, ୧।୧୦ (ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରର ୨ନଂ ଓ୍ବାର୍ଡ ବନେଇକଳାସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲ ନିକଟରେ ଥିବା ଏକ ଘରୁ ୪ ଫୁଟ ଲମ୍ବର...

ଅଭିଯୁକ୍ତଙ୍କୁ କରୋନା ଶୁଣି ସ୍ପେଶାଲ ସ୍କ୍ବାଡ୍‌ରେ ଛନକା

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଅଳଙ୍କାର ଲୁଟ୍‌ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଖାରବେଳନଗର ଥାନା...

୬୪ ଓଇଏସଙ୍କ ପଦୋନ୍ନତି

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟର ୬୪ଜଣ ଓଇଏସ ଅଧିକାରୀଙ୍କୁ ସୋମବାର ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ସରକାର ପଦୋନ୍ନତି ଦେଇଥିବା ଗ୍ରୁପ-ବି ଓଇଏସ ଅଧିକାରୀଙ୍କୁ ଗ୍ରୁପ-ଏକୁ ପଦୋନ୍ନତି କରିଛନ୍ତି।...

ବାଲିଯାତ୍ରାର ଚତୁର୍ଥ ଦିବସ: ଫାଷ୍ଟଫୁଡ ଷ୍ଟଲ୍‌ରେ ଭିଡ଼

କଟକ ଅଫିସ, ୧୬।୧୧: ଶୁକ୍ରବାର ଥିଲା ଐତିହାସିକ କଟକ ବାଲିଯାତ୍ରାର ଚତୁର୍ଥ ଦିନ। ଦିନତମାମ ପଡିଆରେ ଗହଳି ଚହଳି ଲାଗି ରହିଥିଲା। କେତେକ ଲୋକ ଦିନରେ...

ଯାଞ୍ଚରେ କଟିଲା ୨ କାଉନ୍‌ସିଲର ପ୍ରାର୍ଥୀଙ୍କ ନାମାଙ୍କନପତ୍ର

ବାରିପଦା ଅଫିସ, ୧୦ା୩: ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦର ୨୮ ୱାର୍ଡ ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ...

ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ବରୀ,୧୪|୮(ସ୍ବ.ପ୍ର.)- ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ମଙ୍ଗଳବାର ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା...

ସ୍କୁଲରେ ନାମଲେଖା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।...

Advertisement
Archives

Model This Week