Video

ଶ୍ରୀମନ୍ଦିର ଅଭିମୁଖେ ନନ୍ଦିଘୋଷ ରଥ

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାବାହୁ। ଭକ୍ତଶୂନ୍ୟ ରଥଯାତ୍ରା ହେଉଥିବାରୁ ନନ୍ଦିଘୋଷ ରଥକୁ ସେବାୟତ ଓ ପୋଲିସ ଟାଣିଥିଲେ। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆଜି ରଥଟଣା ଆରମ୍ଭ ହୋଇଛି।  

ବାହୁଡାରେ ଭାବବିହ୍ୱଳ ହେଲେ ପୁରୀବାସିନ୍ଦା

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଆଜି ଭାଈ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ। ଏଥର ବିନା ଭକ୍ତରେ ରଥଟଣା ହେଉଥିବାରୁ ଭକ୍ତଙ୍କ ମନରେ ଅନେକ ଦୁଃଖ। ପୁରୀବାସିନ୍ଦା ହୋଇ ମଧ୍ୟ ବଡଠାକୁରଙ୍କ ରଥ ଏଥର ଟାଣିପାରିନଥିବାରୁ ଭାବବିହ୍ୱଳ…

ପୁରୀରେ ଲାଗୁ ହେଲା ୪୮ ଘଣ୍ଟିଆ କର୍ଫ୍ୟୁ

ବାହୁଡା ଯାତ୍ରାକୁ ରଥଯାତ୍ରା ଭଳି ସଫଳ ରୂପରେ ଆୟୋଜନ କରିବା ପାଇଁ ପୁରୀରେ ୩୦ ତାରିଖ ରାତି ୧୦ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଲାଗୁ ହେବା ପରେ ପୁରୀରେ କିଭଳି ସ୍ଥିତି ରିହିଛି ଦେଖନ୍ତୁ ଏହି ରିପୋର୍ଟରେ।…

ସରିଲା ଛେରାପହଁରା, ବାହୁଡିବେ ମହାବାହୁ

ଛେରାପହଁରା ନୀତି ସମ୍ପନ୍ନ। ତିନି ରଥରେ ଛେରା ପହଁରା ନୀତି ସମ୍ପନ କଲେ ଗଜପତି ମହାରାଜା। ପ୍ରଥମେ ବଳଭଦ୍ରଙ୍କ ରଥ ଛେରା ପହଁରା କରିଥିଲେ ଗଜପତି, ତା ପରେ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ…

ଟିକଟକ୍ ସହ ୫୯ଟି ଆପ୍ ବ୍ୟାନ୍

ଲଦାଖରେ ଭାରତ-ଚାଇନା ସୀମା ବିବାଦ ରେ ଚାଇନାକୁ ବୟକଟ୍ କରିବାକୁ ସବୁ ମହଲରୁ ସ୍ୱର ଉତ୍ତୋଳନ ପରେ ଦେଶରେ ଏବେ ଟିକ୍ ଟକ୍ ସହ ୫୯ଟି ଆପ୍ କୁ ବ୍ୟାନ କରାଯାଇଛି।  

ଅନଲକ୍ ୨ – ଓଡିଶା ଗାଇଡଲାଇନ୍

କରୋନା ସଂକ୍ରମଣ ଭିତରେ ଆଜି ରାଜ୍ୟ ସରକାର ଅନଲକ ୨ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଜୁଲାଇ ୧ ରୁ ସମଗ୍ର ରାଜ୍ୟରେ ଅନଲକ ୨ କାର୍ଯ୍ୟକାରୀ ହେବ।

ଅନଲକ୍‌-୨ ଗାଇଡଲାଇନ୍ ଜାରି

କରୋନା ସଂକ୍ରମଣ ଭିତରେ ଭାରତ ସରକାରଙ୍କ ପକ୍ଷରୁ ଅନଲକ୍‌-୨ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଜୁଲାଇ ୧ରୁ କଣ୍ଟେନମେଣ୍ଟ ଜୋନକୁ ଛାଡି ଆଉ ସବୁ ସ୍ଥାନରେ ଅନଲକ୍‌-୨ ଲାଗୁ କରାଯିବ । ଅର୍ଥାତ କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଜରୁରୀ…

ଓଡିଶାରେ କରୋନା ଔଷଧ

ଓଡିଶାକୁ ରେମଡିସିଭର, ଫାଭିଫ୍ଲୁ ଭଳି ଔଷଧ କିଛି ମେଡିକାଲକୁ ଆସିସାରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ତେବେ କରୋନାର ଦୁଇଟି ମେଡିସିନ ବାହାରିଥିବା ବେଳେ ଏଥିରୁ ରେମଡେସିଭିର ମେଡିସିନ ରାଜ୍ୟର କେତେକ କୋଭିଡ୍…

ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ

ବାହୁଡା ଯାତ୍ରା ପାଇଁ ପୁରୀରେ ପୁଣି ଜାରି ହେବ କର୍ଫ୍ୟୁ। ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ ଏହି କଟକଣା ଲାଗୁ କରାଯିବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ…

ବାବୁ ମହଲ: ଶଶୁର ଘରେ ମାଝିବାବୁ | Babu Mahal #39 ‘Sasura Ghare Majhi Babu’

ଅତିଥି ଚର୍ଚ୍ଚା ହେଉଛି ଆମ ପରମ୍ପରା। କିନ୍ତୁ ଜ୍ୱାଇଁ ଯେବେ ବୁଲି ଆସନ୍ତି ତାଙ୍କ ଚର୍ଚ୍ଚା ହୁଏ ଟିକେ ନିଆରା ଢଙ୍ଗରେ। ଏହିଭଳି ଏକ ମଜଳିଆ ପ୍ରସଙ୍ଗକୁ ନେଇ ଏଥରର ‘ବାବୁ ମହଲ’ରେ ଦେଖନ୍ତୁ ‘ଶଶୁର ଘରେ ମାଝିବାବୁ ‘।

ଜାଣନ୍ତୁ କେବେ ବାହାରିବ ସିବିଏସଇ ରେଜଲ୍ଟ

ଜୁଲାଇ ୧୫ ସୁଦ୍ଧା ବାହାରିବ ସିବିଏସଇ ଓ ଆଇସିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ଗତକାଲି ଜଣାଇଥିଲେ ସଲିସିଟର ଜେନେରାଲ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?