Posted inVideo

ଶ୍ରୀମନ୍ଦିର ଅଭିମୁଖେ ନନ୍ଦିଘୋଷ ରଥ

Featured Video Play Icon

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାବାହୁ। ଭକ୍ତଶୂନ୍ୟ ରଥଯାତ୍ରା ହେଉଥିବାରୁ ନନ୍ଦିଘୋଷ ରଥକୁ ସେବାୟତ ଓ ପୋଲିସ ଟାଣିଥିଲେ। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆଜି ରଥଟଣା ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଶ୍ରୀଜୀଉଙ୍କ ସୁନାବେଶ | Suna Besha LIVE from Puri | SUNA BESHA 2020

ପବିତ୍ର ସୁନାବେଶର ସିଧାପ୍ରସାରଣ

Featured Video Play Icon

Bidusmita prepares prawn curry with coconut milk | ବିଦୁସ୍ମିତାଙ୍କ ହାତରନ୍ଧା ନଡିଆ ରସ ଚିଙ୍ଗୁଡି

In this fresh episode of Food Recipe, Odia actress Bidusmita tells us how to prepare prawn curry with coconut...

Featured Video Play Icon

ଏ ପବନ ଦେଖି ଆମକୁ ଡର ଲାଗୁଛି

ସାରା ରାଜ୍ୟରେ ତାଣ୍ଡବ ରଚୁଛି ମହାବାତ୍ୟା ଅମ୍ଫନ । ଏହା ଏବେ ପାରାଦୀପଠାରୁ ୧୨୦ କିମି ଦୂରରେ ରହିଥିବା ବେଳେ ପବନର ବେଗ ମଧ୍ୟ ଉପକୂଳବର୍ତ୍ତୀ...

Featured Video Play Icon

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ଅପରାହ୍ନରେ ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ...

Featured Video Play Icon

ବିଶ୍ୱ ପରଖିଲା ମହାପ୍ରଭୁଙ୍କ ଘୋଷଯାତ୍ରା – Rath Yatra 2020

ସମଗ୍ର ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରରେ ସଂପନ୍ନ ହୋଇଛି । ବିନା ଭକ୍ତରେ ସେବାୟତମାନଙ୍କ ଜରିଆରେ କୋଭିଡ...

Featured Video Play Icon

ଲକଡାଉନରେ ପ୍ରବାସୀ ଓଡିଆ

ସାରାବିଶ୍ବ ଏବେ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ନିଜ ଦେଶଠୁ ଦୂରରେ ରହୁଥିବା କିଛି ପ୍ରବାସୀ ଓଡିଆ କରୋନା ସହ...

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

ରାଜ୍ୟରେ ଯେମିତି କରୋନା ଗ୍ରାଫରେ ବ୍ରେକ ଲାଗୁନି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଜି ଆଉ ୫୬୧ ଜଣ କରୋନା ଆକ୍ରାନ୍ତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *