Video

ବିକାଶ ଦୁବେ ନିହତ, ଜାଣନ୍ତୁ ପୁରା ଘଟଣା

ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ତଥା କାନପୁର ଶୁଟଆଉଟର ମାଷ୍ଟରମାଇଣ୍ଡ ବିକାଶ ଦୁବେ ଆଜି ପୁଲିସ୍‌ ଏନକାଉଣ୍ଟରରେ ନିହତ ହୋଇଛି। ଗୁରୁବାର ବିକାଶକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଥିଲା । ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି। ତେବେ…

ଯବାନଙ୍କୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ମନା

ସୋସିଆଲ ମିଡିଆ ଠାରୁ ଏବେ ଦୂରେଇ ରହିବେ ଭାରତୀୟ ଯବାନ । ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ ଓ ଟ୍ରୁ କଲର ଭଳି ୮୯ଟି ଆପକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ଫିଲ୍ଡକୁ ଫେରିଲା କ୍ରିକେଟ୍ | Wait over, cricket returns | Sports Roundup

ଆଜିର ଏପିସୋଡରେ ଦେଖିବା ଆଜି ହେଉଛି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ । କୋଭିଡ୍ କଟକଣା ସହ ବିନା ଦର୍ଶକରେ କେଉଁଠି ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍ । ପିଭି ସିନ୍ଧୁ ନିଜକୁ ଫିଟ ରଖିବା ଲାଗି କଣ କରନ୍ତି…

ତାଳଚେର ସାର କାରଖାନା କାମ ବନ୍ଦ

ଭାରତ-ଚୀନ ସୀମା ବିବାଦର ପରୋକ୍ଷ ପ୍ରଭାବ ପ୍ରକଳ୍ପ ଉପରେ ପଡିଥିବା କୁହାଯାଉଛି । ବୈଷୟିକ କାରଣରୁ ତାଳଚେର ସାର କାରଖାନା ଓ କୋଇଲା ବାଷ୍ପୀକରଣ କାମକୁ ବନ୍ଦ କରିଦିଆଯାଇଛି ।

ଆମେରିକାରେ ସ୍ଥିତି ଅଣାୟତ୍ତ

ସାରା ବିଶ୍ବରରେ କରୋନା ମହାମାରୀର ପ୍ରକୋପ ଜାରି ରହିଛି । ବିଶ୍ବରେ ପ୍ରତିଦିନ କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ଆମେରିକାରେ ହିଁ ହେଉଛନ୍ତି । ତେବେ ମଙ୍ଗଳବାର ସକାଳ ସୁଦ୍ଧା ଆମେରିକାରେ ୩୦ ଲକ୍ଷ ୩୯ହଜାରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି…

ଗଲୱାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିର ଏପିସୋଡରେ ଆମେ ଦେଖିବା ଗଲୱାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ । କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମନୋଜ ବାଜପେୟୀ । କରୋନା ମହାମାରୀ ଲାଗି ଓଟିଟି ପ୍ଲାଟଫର୍ମରେ ଆଗକୁ ରିଲିଜ୍ ହେବ କେଉଁ ସବୁ ଫିଲ୍ମ…

ଫାଇନ୍ ଭରିଲେ ଅମାନିଆ

ଜୁଲାଇ ମାସର ସାପ୍ତାହିକ ଶଟଡାଉନର ଆଜି ହେଉଛି ଦ୍ବିତୀୟ ଦିନ । ତେବେ ଏହି ଶଟଡାଉନ ନିୟମକୁ ରାଜଧାନିବାସୀ କେତେ ମାନୁଛନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ ।    

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ମହାମାରୀ କରୋନାଠୁ ରକ୍ଷା ପାଇବା ଲାଗି ମାସ୍କ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ବଜାରରେ ବି ବିଭିନ୍ନ ପ୍ରକାରର ମାସ୍କ ମିଳୁଛି। ଏହାର ଭିତରେ ଏକ ମାସ୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ମାସ୍କର ମୂଲ୍ୟ ରହିଛି ୨…

ବ୍ୟାନ୍ ଆପର ବିକଳ୍ପ ଆପ୍

ଲଦାଖ ସୀମାରେ ଭାରତ-ଚାଇନା ବିବାଦ ପରେ ଦେଶରେ ଚାଇନା ସାମଗ୍ରୀ ବ୍ୟାନ କରିବାକୁ ସ୍ୱର ଉତ୍ତୋଳନ ଆରମ୍ଭ ହୋଇଥିଲା। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକଟକ ସହ ୫୯ଟି ଆପକୁ ନିସିଦ୍ଧ ଘୋଷଣା କରାଯାଇଥିଲା। ତେବେ ଟିକଟକ୍ ସହ ୫୯ଟି…

କଟକ ସଟଡାଉନ ଗ୍ରାଉଣ୍ଡ ରିପୋର୍ଟ

ଦିନକୁ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ କଟକ ସହରକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଆଜିଠାରୁ ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ପୂରା…

ବାବୁ ମହଲ: ଅନଲାଇନ୍ ପାଠପଢ଼ା

ପରିସ୍ଥିତି ଅନେକ ବଦଳିଛି ଏବଂ ବଦଳିଛି ଶିକ୍ଷା ବ୍ୟବସ୍ଥା। ଏବେ ହେଉଛି ଅନଲାଇନରେ ପାଠ ପଢ଼ା। କିନ୍ତୁ କେଉଁଠି ମୋବାଇଲ ନେଟୱର୍କ ନାହିଁ ତ ଆଉ କେଉଁଠି ଇଣ୍ଟରନେଟ କାମ କରୁନି। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ ଅନଲାଇନ୍…

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

ରାଜ୍ୟରେ ଯେମିତି କରୋନା ଗ୍ରାଫରେ ବ୍ରେକ ଲାଗୁନି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଜି ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?