Video

ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ

ବାହୁଡା ଯାତ୍ରା ପାଇଁ ପୁରୀରେ ପୁଣି ଜାରି ହେବ କର୍ଫ୍ୟୁ। ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ ଏହି କଟକଣା ଲାଗୁ କରାଯିବ। ସାରା ଜିଲ୍ଲାରେ କର୍ଫ୍ୟୁ ନେଇ ଜିଲ୍ଲାପାଳ ବଲୱନ୍ତ...

ବାବୁ ମହଲ: ଶଶୁର ଘରେ ମାଝିବାବୁ | Babu Mahal #39 ‘Sasura Ghare Majhi Babu’

ଅତିଥି ଚର୍ଚ୍ଚା ହେଉଛି ଆମ ପରମ୍ପରା। କିନ୍ତୁ ଜ୍ୱାଇଁ ଯେବେ ବୁଲି ଆସନ୍ତି ତାଙ୍କ ଚର୍ଚ୍ଚା ହୁଏ ଟିକେ ନିଆରା ଢଙ୍ଗରେ। ଏହିଭଳି ଏକ ମଜଳିଆ ପ୍ରସଙ୍ଗକୁ ନେଇ ଏଥରର ‘ବାବୁ ମହଲ’ରେ ଦେଖନ୍ତୁ ‘ଶଶୁର ଘରେ ମାଝିବାବୁ ‘।

ଜାଣନ୍ତୁ କେବେ ବାହାରିବ ସିବିଏସଇ ରେଜଲ୍ଟ

ଜୁଲାଇ ୧୫ ସୁଦ୍ଧା ବାହାରିବ ସିବିଏସଇ ଓ ଆଇସିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ଗତକାଲି ଜଣାଇଥିଲେ ସଲିସିଟର ଜେନେରାଲ...

ଡିପ୍ରେସନରେ କେତେବେଳେ ସୁଇସାଇଡ୍ ଚିନ୍ତା ଆସେ | Health Tips | Dr.Amrit Pattojoshi

ଡିପ୍ରେସନ୍ ଯୋଗୁ ଅନେକ ଲୋକ ଏବେ ଚିନ୍ତାରେ ପଡୁଛନ୍ତି ଏବଂ କିଛି ଲୋକ ସୁଇସାଇଡ ମଧ୍ୟ କରୁଛନ୍ତି । ତେବେ କଣ ଏହି ଡିପ୍ରେସନ ଏବଂ ଯଦି ଜଣେ ଡିପ୍ରେସନର ଶିକାର ହେଉଛନ୍ତି, ତେବେ ଚିକିତ୍ସା ପଦ୍ଧତି କିଭଳି ହେବା...

ରାମଦେବଙ୍କ କରୋନା ଔଷଧର ତଥ୍ୟ ମାଗିଲା ଆୟୁଷ ମନ୍ତ୍ରାଳୟ

ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଥିଲେ । ଏବେ ଏହାକୁ ନେଇ ଅଡୁଆ ବଢିବାରେ ଲାଗିଛି । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିକୁ...

ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର

ଆଜି ଆଡପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯାଉଛି । ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ସମସ୍ତ ନୀତି ହେବ । ସନ୍ଧ୍ୟା ଆଳତି ଓ...

ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା | Rath Yatra 2020

ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ। କଟକଣା ଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପରେ ଚଳଚଞ୍ଚଳ ବଡଦାଣ୍ଡ। ରଥରେ ମହାପ୍ରଭୁଙ୍କୁ ଦେଖି ସମସ୍ତେ ଆମୋଦିତ। ବିଶ୍ବନିଅନ୍ତାଙ୍କ ଘୋଷଯାତ୍ରା ଲାଗି ରଥ, ପଥ ପ୍ରସ୍ତୁତ ଥିବା ବେଳେ ଏଥର କିନ୍ତୁ ବାଦ ପଡଛନ୍ତି...

ବିଶ୍ୱ ପରଖିଲା ମହାପ୍ରଭୁଙ୍କ ଘୋଷଯାତ୍ରା – Rath Yatra 2020

ସମଗ୍ର ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରରେ ସଂପନ୍ନ ହୋଇଛି । ବିନା ଭକ୍ତରେ ସେବାୟତମାନଙ୍କ ଜରିଆରେ କୋଭିଡ କଟକଣା ଭିତରେ ୩ ରଥ ଗୁଣ୍ଡିଚା ମନ୍ଦିରରେ ପହଁଚିଛି । ଏଥିସହ ମହାପ୍ରଭୁଙ୍କ...

ମାଉସୀ ମା’ ଅଭିମୁଖେ ୩ ରଥ

ପହଣ୍ଡି ସରିବା ପରେ ତିନିରଥରେ ରଥାରୁଢ ହୋଇଥିଲେ ତିନିଠାକୁର । ଏହାପରେ ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥିଲେ । ଗଜପତି ମହାରାଜାଙ୍କ ଛେରାପହଁରା ପରେ ତିନିରଥ ମାଉସୀ ମା. ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି...

ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଥର କେବଳ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେଉଛି । ଅନ୍ୟପଟେ ପୁରୀଜିଲାକୁ ସୋମବାର ରାତିରୁ ଶଟଡାଉନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri