ସଂସଦର ବଜେଟ ଅଧିବେଶନ ଆରମ୍ଭ
ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ସ୍ୱାଧୀନତାର ୭୫ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଦେଶର ସ୍ୱାଧୀନତା…
କରୋନା ଗାଇଡଲାଇନ: କେମିତି କରିବେ ପିଲାଙ୍କ ଚିକିତ୍ସା ?
୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଆଣିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଯଦି ଷ୍ଟେରୟେଡ ବ୍ୟବହାର କରୁଛନ୍ତି ତେବେ ୧୦ରୁ ୧୪ ଦିନ ପରେ ଏହାକୁ କମାଇ ଦେବେ ।
Pig heart in human body | ମଣିଷ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ
ପ୍ରଥମ ଥର ମାନବ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ । ଜେନେଟିକ ଅପରେସନ ମାଧ୍ୟମରେ ଜଣେ ୫୭ବର୍ଷୀୟ ପୁରୁଷଙ୍କ ଶରୀରରେ ଲାଗିଛି ଘୁଷୁରୀ ହାର୍ଟ । ଏଭଳି ଐତିହାସିକ ଟ୍ରାନ୍ସପ୍ଲାଣ୍ଟ କରାଯିବା ସହ ଅପରେସନ ସଫଳ ହୋଇଛି ।
Recap 2021 | ୨୦୨୧ର ଚର୍ଚ୍ଚିତ ଖବର
୨୦୨୧ ବର୍ଷରେ ମଧ୍ୟ କରୋନା ପ୍ରକୋପ ରହିଥିଲା । ବର୍ଷରେ କରୋନାର ନୂଆ ଭାରିଆଣ୍ଟଙ୍କ ପ୍ରକୋପରେ ବିଶ୍ୱ କଲବଲ ହେବା ସହ ଅନେକ ଐତିହାସିକ ଘଟଣା ଘଟିଥିଲା । କେଉଁ ଦେଶ ପାଇଁ ଗୌରବ ଆଣି ଦେଇଥିଲା ତ କାହା ପାଇଁ…
କଟକଣାରେ ଖ୍ରୀଷ୍ଟମାସ୍ ପାଳନ
ଆଜି ପବିତ୍ର ବଡ଼ଦିନ । ସଜେଇ ହୋଇଛି ସମସ୍ତ ଚର୍ଚ୍ଚ । ଗତକାଲି ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୂ ଯୀଶୁ । ବିଭିନ୍ନ ରଙ୍ଗର ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । କଟକଣାକୁ ଦୃଷ୍ଟିରେ ରଖି ଏଥର ନିରାଡମ୍ବର ଭାବେ ବଡ଼ଦିନ…
କଂଗ୍ରେସ ବିଧାନସଭା ଘେରାଉ: ଜଳିଲା ବସ୍, ପୋଲିସର ଲାଠିଚାର୍ଜ
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ ବେଳେ ପୁଲିସ ଲାଠିମାଡ଼ କରିଥିଲା।
ଓଡ଼ିଆ ଯବାନ ସହିଦ୍
ଗତକାଲି ତାମିଲନାଡୁ କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର କ୍ରାସ ଦୁର୍ଘଟଣାର ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି । ସହିଦ୍ ଓଡ଼ିଆ ଯବାନ ହେଉଛନ୍ତି ଅନୁଗୁଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣା ପ୍ରତାପ…
କିପରି ଥିଲା ବିପିନ ରାଓ୍ୱତଙ୍କ କ୍ୟାରିୟର
ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିପିନ୍ ରାଓ୍ୱତଙ୍କ ସହ…
ମାଷ୍ଟରକ୍ୟାଣ୍ଟିନ ଛକରେ ଘଣ୍ଟ ବାଡେଇ ଭାଜପାର ପ୍ରତିବାଦ
ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ଅଭିନବ ଉପାୟରେ ପ୍ରତିବାଦ କରିଛି ଭାଜପା । ଭୁବନେଶ୍ୱର ଜିଲା ସଭାପତିଙ୍କ ନେୃତ୍ୱରେ ଦଳୀୟ କର୍ମୀ ମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବା ସହ…
ପୁରୀରେ ହେବ ଲ୍ୟାଣ୍ଡଫଲ୍! || Cyclone Jawad
୪ ତାରିଖ ସନ୍ଧ୍ୟା କିମ୍ବା ୫ ତାରିଖ ସକାଳ ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପୁରୀରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ମିଳିଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ…
ବିଏସ୍ଏଫ୍ ଆଇଜିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ବିଏସଏଫର ୫୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ଓଡ଼ିଶା ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଜ୍ୟୋତିରଞ୍ଜନ ।
ଓମିକ୍ରନ୍ ମୁକାବିଲା ପାଇଁ କେତେ ପ୍ରସ୍ତୁତ | Omicron Variant Threat
ଦକ୍ଷିଣ ଆଫ୍ରିକାରୁ ବ୍ୟାପିଥିବା ଓମିକ୍ରନ ଭ୍ୟାରିଏଣ୍ଟ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ, ତାହା କେହି ବି ଜାଣିନାହାଁନ୍ତି । ଏହାରି ଭିତରେ ଓମିକ୍ରନକୁ ନେଇ ଏବେ ଉଭୟ କେନ୍ଦ୍ର ସରକାର…

