Video

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

କରୋନା ଯୁଦ୍ଧରେ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ବିରୋଧରେ ଲଢ଼େଇ ଲମ୍ବା ଲଢ଼େଇ। ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ କରୋନା ଚାଲିଯାଇଛି। ଜୁନ୍‌ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଗଡିବ ରଥ ‘ଚଳଚଞ୍ଚଳ ବଡଦାଣ୍ଡ’

ସମଗ୍ର ବିଶ୍ୱରେ କରୋନା ମହାମରୀର ପ୍ରକୋପ ବିସ୍ତାର କରିଚାଲିଥିବା ବେଳେ ବଡଦାଣ୍ଡରେ ଅନେକ କଟକଣା ଭିତରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ସରକାରଙ୍କ ସମସ୍ତ ନିୟମ ମାନି ସେବାୟତମାନେ ଘରକୁ ନଯାଇ ଦିନରାତି ଏକ...

ସପୁରୀରେ ବିସ୍ଫୋରକ, ଧିକ ସେ ମାନବିକତା

ନିକଟରେ କେରଳରେ ଏକ ଗର୍ଭିଣୀ ହାତୀର ହୃଦୟବିଦାରକ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କେମିତି କେହି ଏତେ ଅମାନବୀୟ ହୋଇପାରେ । ତେବେ ପୁରା ଘଟଣା କଣ ଥିଲା...

ଦେଶରେ ବଢୁଛି ସଂକ୍ରମଣ, ମହାରାଷ୍ଟ୍ର ସ୍ଥିତି ସାଂଘାତିକ | Coronavirus outbreak hits Maharashtra hard

ମହାରାଷ୍ଟ୍ରରେ ନିରନ୍ତର ଭାବେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ହଜାର ପାର କରିଛି । ସେଥିମଧ୍ୟରୁ ସବୁଠାରୁ ଅଧିକ ସଂକ୍ରମଣ ହେଉଛି ମୁମ୍ବାଇ ସହରରେ ।

ଆସୁଛି ବାତ୍ୟା ନିସର୍ଗ

ବାତ୍ୟା ନିସର୍ଗ ବୁଧବାର ମହାରାଷ୍ଟ୍ର ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଇଛି ।

ଭକ୍ତ ବିନା ଶ୍ରୀକ୍ଷେତ୍ର

କରୋନା ମହାମାରୀ ସହ ସାରା ଦେଶ ଲଢେଇ କରୁଛି । ଏହିସମୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବି ବନ୍ଦ ରହିଛି । ତେବେ ଶ୍ରୀକ୍ଷେତ୍ର ପୁରୀର ଦୃଶ୍ୟ କଣ ରହିଛି ଏହି ସମୟରେ ଆସନ୍ତୁ ଦେଖିବା ଏହି ଭିଡିଓରେ ।

ଅନଲକ୍ ୧କୁ ନେଇ ରାଜ୍ୟ ସରକାର ଆଣିଲେ ନୂଆ ନିୟମ

ରାଜ୍ୟରେ ଦିନ କୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଅନଲକ୍ ୧ରେ ନୂଆ ନିୟମ ଆଣିଛନ୍ତି । ତେବେ ପରିବର୍ତ୍ତିତ ନିୟମ କଣ ରହିଛି ଆସନ୍ତୁ ଦେଖିବା ଏହି ଭିଡିଓରେ...

ଜଳୁଛି ଆମେରିକା

ଅନେକ ଦିନ ହେବ ନିରବ ରହିଥିବା କୃଷ୍ଣକାୟ ଏବଂ ଶ୍ବେତାଙ୍ଗ ପ୍ରସଙ୍ଗ ପୁଣିଥରେ ଉଠିଛି ଆମେରିକାରେ । ନିକଟରେ କୃଷ୍ଣକାୟ ଆମେରିକୀୟ ଜର୍ଜ ପ୍ଲୋୟଡଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବା ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ...

ଅନ୍‌ଲକ୍-୧- କ’ଣ ଖୋଲା ରହିବ, କ’ଣ ବନ୍ଦ?

ସାରା ଦେଶରେ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆଜି ଶେଷ ହେଉଥିବା ବେଳେ ପଞ୍ଚମ ପର୍ଯ୍ୟାୟ ଲକଡାଉନ କେବଳ ନିଷିଦ୍ଧାଞ୍ଚଳରେ ଜୁନ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଘୋଷଣା କରାଯାଇଛି ।

କ୍ଷମା ମାଗିଲେ ହେମା !

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା… * କଣ ସତରେ କ୍ଷମା ମାଗିଲେ ହେମା ମାଳିନୀ * ମଲାଇକା ଆରୋରାଙ୍କ ଭିଟାମିନ୍ ଡି ଥେରାପି କଣ * କେଉଁଠି ଓ କେବେ ରିଲିଜ୍ ହେବ ଅମିତାଭ ବଚ୍ଚନ ଓ...

ଏକାମ୍ରକ୍ଷେତ୍ର ଯୋଜନା କାର୍ଯ୍ୟ ଆରମ୍ଭ

ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଦିଷ୍ଟ ଉଚ୍ଛେଦ କାମ ଦୀର୍ଘ ଦିନ ପରେ ପୁଣି ଆରମ୍ଭ ହୋଇଛି । ଏକାମ୍ରକ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri