Posted inVideo

ଓଡିଶାରେ କରୋନା ଔଷଧ

Featured Video Play Icon

ଓଡିଶାକୁ ରେମଡିସିଭର, ଫାଭିଫ୍ଲୁ ଭଳି ଔଷଧ କିଛି ମେଡିକାଲକୁ ଆସିସାରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ତେବେ କରୋନାର ଦୁଇଟି ମେଡିସିନ ବାହାରିଥିବା ବେଳେ ଏଥିରୁ ରେମଡେସିଭିର ମେଡିସିନ ରାଜ୍ୟର କେତେକ କୋଭିଡ୍ ହସ୍ପିଟାଲକୁ ଆସିଥିବା ବେଳେ ଖୁବ୍ ଶୀଘ୍ର ଏହା ବାକି ମେଡିକାଲମାନଙ୍କୁ ମଧ୍ୟ ଆସିଯିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

CBI arrests Ashirbad Behera, son Sanjay reacts | ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

With the election of Orissa Cricket Association (OCA) looming large, the CBI arrest of ex-OCA secretary Ashirbad Behera in...

Featured Video Play Icon

ମାଟ୍ରିକ ମୂଲ୍ୟାୟନ ଆରମ୍ଭ | HSC answer sheet evaluation resumes

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ଚତୁର୍ଥ ପର୍ଯ୍ୟାୟ ଲକଡାଉନର ନିୟମାବଳୀ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହିଁ ଖାତାଦେଖା ପୂର୍ବାହ୍ନ...

Featured Video Play Icon

Fadnavis faces ‘majority’ challenge ahead | କିଭଳି ବହୁମତ ସାବ୍ୟସ୍ତ କରିବେ ଫଡନବିସ୍

The political power-play going on in Maharashtra since last one month is yet to come to an end even...

Featured Video Play Icon

Biofloc to address unemployment | ବେକାରୀ ସମସ୍ୟା ପାଇଁ ବାୟଫ୍ଲୋକ

Most people chase jobs after completing their education to earn a living. However, a number of seasoned farmers have...

Featured Video Play Icon

Puja preparations for Dasahara । ରାଜଧାନୀରେ ପୂଜା ପ୍ରସ୍ତୁତି

With Dasahara only a few days to go, preparations are at a fever pitch across all pandals in Bhubaneswar....

Featured Video Play Icon

ବାବୁମହଲ : ପ୍ଲାଷ୍ଟିକ ବର୍ଜନ

ପ୍ଲାଷ୍ଟିକର ବର୍ଦ୍ଧିତ ବ୍ୟବହାର ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ପାଲିଟିଛି। ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ଚାଲିଛି ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ। ଆମେ କିପରି ପ୍ଲାଷ୍ଟିକ...

Featured Video Play Icon

ବଦଳିଲା କ୍ୱାରାଣ୍ଟାଇନ୍ ନିୟମ, କାଲିଠୁ ଗଡ଼ିବ ବସ ଟ୍ୟାକ୍ସି | State govt modifies quarantine norms

ରାଜ୍ୟରେ ପୁଣି ବଦଳିଲା କ୍ୱାରାଣ୍ଟାଇନ୍ ନିୟମ । ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନେ ଏଣିକି ୨୧ ଦିନ ବଦଳରେ ୧୪ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *