Video

Five new COVID cases in Balasore | ଵାଲେଶ୍ୱରରେ ଆଉ ୫ କରୋନା ପଜିଟିଭ

ରାଜ୍ୟରେ ମଙ୍ଗଳବାର ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ ଜରିଆରେ ତଥ୍ୟ ପ୍ରକାଶ ପାଇଛି। ତେବେ ଏହି ୫…

ରାଜଧାନୀରେ ଆଣ୍ଟି-ବଡ଼ି ଟେଷ୍ଟି°ରେ ଖବରଦାତା

ରାଜଧାନୀରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାରେ ରୋକା ଦେବା ନେଇ ସରକାରଙ୍କ ପକ୍ଷରୁ ଆଣ୍ଟିବଡି ଟେଷ୍ଟକୁ ବ୍ୟାପକ କରାଯାଇଛି । ରାଜଧାନୀରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ୨୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧିମାନେ ରକ୍ତ ନମୁନା ଯାଞ୍ଚ କରାଇଥିଲେ ।

COVID-19: 7 new cases in Odisha | ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ

ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା…

ରେକର୍ଡ ଭାଙ୍ଗି ଦୂରଦର୍ଶନ ହେଲା ନମ୍ବର ୱାନ୍

ସିନେ ଝଲକର ଏହି ଏପିସୋଡରେ ଦେଖିବା ରେକର୍ଡ ଭାଙ୍ଗି ଦୂରଦର୍ଶନ ହେଲା ନମ୍ବର ୱାନ୍ । ଆଜିକାଲି କଣ କରୁଛନ୍ତି ରାମାୟଣରେ ଅଭିନୟ କରିଥିବା ସୀତା । ଲକଡାଉନ ବେଳେ ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ଅଭିନେତା ସଞ୍ଜୟ ଦତ୍ତ ।…

ଲକଡାଉନରେ ଶିଖନ୍ତୁ ଡୁଡଲ ଆର୍ଟ

ଲକଡାଉନରେ ଆପଣ ଘରେ ବୋର ହେଉଛନ୍ତି କି । ତେବେ ଜମା ବୋର ହୁଅନ୍ତୁ ନାହିଁ । ଘରେ ରହି ବିଭିନ୍ନ ଆର୍ଟ କରନ୍ତୁ ଏବଂ ଆମକୁ ପଠାନ୍ତୁ । ସେହି ଭିଡ଼ିଓକୁ ଆମେ ଧରିତ୍ରୀ ଲାଇଭରେ ପ୍ରକାଶିତ କରିବୁ ।…

ନୌସେନାରେ କରୋନା

କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ୨୫ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧ଜଣ ପଜିଟିଭ ଥିବା ଜଣାପଡିଛି।

COVID-19: 104 helpline proves pivotal | କ୍ୱାରାଣ୍ଟାଇନ୍ ଭୟ ଦୂର କରୁଛି ୧୦୪

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । ବିଦେଶରୁ ଫେରିଥିବା ବ୍ୟକ୍ତି କରୋନା ପରୀକ୍ଷା କରିବା ସହ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ହେଲେ କିଛି ଲୋକେ ଏହାକୁ ନେଇ ଭୟଭିତ…

ବାବୁ ମହଲ: ସନିଆର ମଟନ ନିଶା | Babu Mahal #29 ‘Sania Ra Mutton Nisha’

କିଛି ଲୋକଙ୍କର ଖାଇବାରେ ଭାରି ସଉକ, ଏପରିକି ସେମାନେ ଖାଇବା ପାଇଁ କିଛି ବି କରିଦିଅନ୍ତି। ଆପଣ ମାନେ ଜାଣନ୍ତି ମଟନ ପାଇଁ ସନିଆର ମଧ୍ୟ ପ୍ରବଳ ଆଗ୍ରହ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ସନିଆର ମଟନ ନିଶା’। ଏହି…

ସରକାରଙ୍କ ତଥ୍ୟ କେତେ ସତ୍ୟ

ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ଖବରଜାତା ସମ୍ମିଳନୀରେ ସୂଚନା ଦିଆଯାଉଛି । କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ ଲୋକମାନେ ଭରସା କରୁଛନ୍ତି । ହେଲେ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା…

US ରୁ ଦେଲେ ସଚେତନତା ବାର୍ତ୍ତା

ସାରାବିଶ୍ବ ଏବେ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ନିଜ ଦେଶଠୁ ଦୂରରେ ରହୁଥିବା ପ୍ରବାସୀ ଓଡିଆ କରୋନା ସହ ଲଢେଇ ଲାଗି ପରାମର୍ଶ ଦେଇଛନ୍ତି । ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି…

ବାଣ୍ଟିଲେ ସାନିଟାଇଜର, କଲେ ସଚେତନ

ଏବେ ସାରା ଦେଶ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ମହିଳାମାନଙ୍କୁ ସଚେତନ କରାଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ ତାଙ୍କ ଟିମ୍ । ମହିଳାମାନଙ୍କୁ ସାନିଟାଇଜର ,ସାନିଟାରୀ ନାପକିନ୍ ପ୍ରଭୃତି ମଧ୍ୟ ଦିଆଯାଇଥିଲା ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?