Uncategorized

ପର୍ଯ୍ୟଟନକୁ ଅବହେଳା

ନାରାୟଣ ଚନ୍ଦ୍ର ବିଶ୍ୱାଳ ବୁଦ୍ଧିଷ୍ଟ ସର୍କିଟରୁ ଆରମ୍ଭ କରି ଟେମ୍ପୁଲ ସର୍କିଟ, ଇକୋ ଟୁରିଜମ୍‌, ଟ୍ରାଇବାଲ ଟୁରିଜମ୍‌, ୱାଇଲ୍ଡଲାଇଫ ଟୁରିଜମ୍‌, କୋଷ୍ଟାଲ ଟୁରିଜମ୍‌ ଭଳି କ୍ଷେତ୍ରରେ ଓଡ଼ିଶାରେ ରହିଛି ପର୍ଯ୍ୟାପ୍ତ ଭିତ୍ତିଭୂମି; ଯାହା କି ପ୍ରତିବର୍ଷ ଦେଶ ବିଦେଶର କୋଟିଏରୁ ଅଧିକ…

୧୦୨ ମିଟରର ବିଶାଳ ଛକା ମାରିଲେ ଧୋନୀ

ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମୁକାବିଲାକୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ୨୦ ରନରେ ଜିତି ନେଇଥିଲା। ଚଳିତ ସିଜନରେ ଚେନ୍ନାଇର ଏହା ୩ୟ ବିଜୟ ଥିଲା। ତେବେ ଏହି ମ୍ୟାଚ୍‌ରେ ସବୁଠାରୁ ଉଲ୍ଲେଖନୀୟ ଘଟଣା…

ସୋନୁ ସୁଦ ସାହାଯ୍ୟ ନୁହେଁ, କରୁଛନ୍ତି ଘୋଟାଲା!

ବଲିଉଡ୍‌ ଅଭିନେତା ସୋନୁ ସୁଦ କରୋନା ସମୟରେ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ସାହାଯ୍ୟ କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ କିଛି ଲୋକ ତାଙ୍କୁ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି। ମାତ୍ର ଏବେ କିଛି ଦିନ ହେବ…

ଗୁରୁଦିବସରେ ଗୁଗଲର ଡୁଡଲ: ଶିକ୍ଷକଙ୍କ ପ୍ରତି ଏପରି ଜଣାଇଲା ସମ୍ମାନ

ନୂଆଦିଲ୍ଲୀ: ଆଜି ଗୁରୁଦିବସ। ପୂର୍ବତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ। ଏହି ଦିନରେ ଛାତ୍ରୀଛାତ୍ରମାନେ ନିଜର ଗୁରୁଙ୍କୁ ମନେପକାଉଛନ୍ତି। ଏହି କ୍ରମରେ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ମଧ୍ୟ ଡୁଡଲ କରି ଏହି ଦିନକୁ ପାଳନ…

ଭାରତୀୟ ରେଲ୍‌ଓ୍ବେ ଇତିହାସରେ ପ୍ରଥମ ଥର: ଟ୍ରେନରେ ବାଂଲାଦେଶ ପଠାଗଲା ୧୦୦ ଟ୍ରାକ୍ଟର

ନୂଆଦିଲ୍ଲୀ, ୩।୯: ପ୍ରଥମ ଥର ଲାଗି ଟ୍ରେନ ମାଧ୍ୟମରେ ୧୦୦ ଟ୍ରାକ୍ଟର ବାଂଲାଦେଶକୁ ପଠାଇ ଭାରତୀୟ ରେଲ୍‌ଓ୍ବେ ଇତିହାସ ରଚିଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇ ଗୋୟଲ କହିଛନ୍ତି, ଉତ୍ତର ପ୍ରଦେଶର ଦାଦ୍ରିରେ…

ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ନମ୍ର ବ୍ୟକ୍ତି: କଙ୍ଗନା

ବମ୍ବେ: କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ରୋକ୍‌ଠୋକ୍‌ କଥାକୁ ନେଇ ସେ ଏକାଧିକ ଥର ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପ୍ରଶଂସକଙ୍କୁ ବ୍ୟଥିତ କରିଥିବା ବେଳେ ସେ ବଲିଉଡ୍‌ର ନେପୋଟିଜିମ୍‌ ବିରୋଧରେ ମୁହଁ ଖୋଲିଥିଲେ।…

ଜାତୀୟ ପତାକାକୁ ଅସମ୍ମାନ: ସ୍ବାଧୀନତା ଦିବସରେ ତ୍ରିରଙ୍ଗା କେକ୍‌ କାଟିଥିଲେ ଟିଏମ୍‌ସି ନେତା, ଭିଡିଓ ଭାଇରାଲ ପରେ..

କୋଲକାତା, ୨୨।୮: ସ୍ବାଧୀନତା ଦିବସରେ ତ୍ରିରଙ୍ଗାକୁ ଅସମ୍ମାନ। ଏଭଳି ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ମାଲଦା ଜିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଶାସକ ତୃଣମୂଳ କଂଗ୍ରେସର କିଛି ସ୍ଥାନୀୟ ନେତା ମିଶି ତ୍ରିରଙ୍ଗାର କେକ୍‌ କାଟିବା ସହ…

ସଞ୍ଜୟଙ୍କୁ ମିଳିଲା ଛୁଟି

ସଞ୍ଜୟଙ୍କୁ ମିଳିଲା ଛୁଟି ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୮ରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ କରୋନା ଟେଷ୍ଟ…

ମନପ୍ରୀତ୍‌ଙ୍କ ସମେତ ୫ ହକି ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ, ୮ା୮ (ପି.ଟି.)- ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି। ବେଙ୍ଗାଲୁରୁରେ ଏକ ଜାତୀୟ କ୍ୟାମ୍ପ…

କଟକରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୬।୮-କଟକ ସହରରୁ ଗୁରୁବାର ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୧୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ସେହିପରି ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ୨୪…

ଫିଲ୍ମ ଷ୍ଟାଇଲ୍‌ରେ ଶାଶୁଙ୍କୁ ହତ୍ୟା କଲେ ବୋହୂ

ଜୟପୁର,୬।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ବୋହୂ ନିଜ ଶାଶୁଙ୍କୁ ନିର୍ମମ ହତ୍ୟା କରିଛନ୍ତି। ବିଧାନଗର ଥାନା ପୋଲିସ ୫୦ ବର୍ଷୀୟ ଆବିଦା ବାନୋଙ୍କ ହତ୍ୟାର ଖୁଲାସା କରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ…

ଏହି କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛି ଏପରି ସୁବିଧା: ନ ଦେଖିଲେ ହେବନି ବିଶ୍ୱାସ

ଭୋପାଳ,୧।୮: କରୋନା ଭାଇରସ କେବଳ ଶାରୀରିକ ନୁହେଁ, ମାନସିକ ସ୍ତରରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ସେଥିପାଇଁ ଏବେ ସରକାରଙ୍କ ପକ୍ଷରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରଗୁଡିକରେ ରୋଗୀଙ୍କୁ ଖୁସି କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଯାହା ଫଳରେ କରୋନା ରୋଗୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?