Uncategorized

ପୁଣି କାନ୍ଦିଲେ ବାବା

ସୋସିଆଲ ମିଡିଆରେ ଦିଲ୍ଲୀର ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ନିଜ ଜୀବନ ଜୀବନ ବଞ୍ଚାଇବା ପ୍ରାର୍ଥନା କରିଛନ୍ତି। ସେ ଏତେ ଭୟରେ ଅଛନ୍ତି ଯେ ଘରୁ ବାହାରକୁ ଯିବାକୁ ଡରୁଛନ୍ତି। ବାବା…

ଶୀତଦିନେ ତ୍ୱଚାର ଯତ୍ନ

ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବା ଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା ପାଇଁ ଆମେ ସଭିଏଁ ଚିନ୍ତିତ ହୋଇପଡ଼ନ୍ତି।…

ଏହିରାଶିର ମହିଳାମାନେ ହୋଇଥାନ୍ତି ସବୁଠାରୁ ଅଧିକ ଚାପଗ୍ରସ୍ତ: ଏହି ଉପାୟରେ କରନ୍ତୁ ଦୂର

ଯଦି ମହିଳା ରହିବେ ନାହିଁ ତେବେ ସୃଷ୍ଟି କଳ୍ପନା କରାଯାଇପାରିବ ନାହିଁ। ମହିଳାମାନେ ଆମ ଜୀବନ, ସମାଜ ଏବଂ ପରିବାରର ମୂଳ। ଘର ଏବଂ ପରିବାରକୁ ଯୋଡ଼ି ରଖିବା ପାଇଁ ସେମାନଙ୍କୁ ମଧ୍ୟ ଅନେକ ଚାପ ଦେଇ ଗତି କରିବାକୁ ପଡିବ…

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ ଟଙ୍କା ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହାର ତଦନ୍ତ ଦାବି କରି…

କେନ୍ଦ୍ରୀୟ ଯାଞ୍ଚ କେନ୍ଦ୍ରୀୟ ନୁହେଁ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମନଇଚ୍ଛା କୌଣସି ରାଜ୍ୟକୁ ଯାଇ ଯାଞ୍ଚ କରିପାରିବ ନାହିଁ। ରାଜ୍ୟ ଭିତରେ କୌଣସି ମାମଲାର ତଦନ୍ତ କରିବାକୁ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ। ରାଜ୍ୟର ବିନା ସହମତିରେ କେନ୍ଦ୍ର…

ବସ୍ ଓଲଟି ୨ ମୃତ:ଚାପିହୋଇ ରହିଛନ୍ତି ଅନେକ ଯାତ୍ରୀ

ବିଷମକଟକ,୧୬ା୧୧: କୋରାପୁଟ ଜିଲା ଲକ୍ଷ୍ମୀପୁରରୁ କଟକ ଯାଉଥତ୍ବା ଫର୍ଚୁନର ବସ୍ ସୋମବାର ରାତି ପ୍ରାୟ ୧୦.୩୦ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ହଜାରିଡାଙ୍ଗ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଛି ବସ୍ତଳେ ଚାପିହୋଇ ଡ୍ରାଇଭରଙ୍କ ସମେତ ୨ଜଣଙ୍କ ମୃତୁ୍ୟ ହୋଇଛି ଅନେକ…

ଜମିରେ ଧାନ କାଟୁଛନ୍ତି ଡାବୁଗାଁ ବିଧାୟକ

ନବରଙ୍ଗପୁର,୧୪୧୧(ବି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜର ନିଅାରା କାଯର୍ୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଏବେ ନବରଙ୍ଗପୁର ବ୍ଲକ ଅଧୀନ ପୂଜାରୀଗୁଡାସ୍ଥିତ ନିଜ ଚାଷଜମିରେ ସେ ଶ୍ରମିକମାନଙ୍କ ସହ ମିଶି ଧାନ କାଟୁଥିବା ଭିଡିଓ ଭାଇରାଲ ହୋଇଛି ନିଜେ ପ୍ରତ୍ୟେକ୍ଷ…

ସ୍ବାମୀଙ୍କ ସହ ଅଣ୍ଡର ଓ୍ବାଟର ହନିମୁନ୍‌ ଉପଭୋଗ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ନିକଟରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଆଜିକାଲି କାଜଲ ସ୍ବାମୀ ଗୌତମଙ୍କ ସହ ମାଳଦ୍ୱୀପରେ ହନିମୁନ୍‌ କରୁଛନ୍ତି। ତେବେ ସୋସିଆଲ ମିଡିଆରେ ସେମାନଙ୍କର ହନିମୁନ୍‌ର ଫଟୋ ଭାଇରାଲ ହେଉଛି। କାଜଲ କ୍ରମାଗତ ଭାବରେ ହନିମୁନ୍‌ର…

ଏଥର ହେବନି ବାଲିଯାତ୍ରା, ଆମେ ଦୁଃଖିତ

ଭାଇଚାରାର ସହର କଟକ । କାର୍ତ୍ତିକ ମାସ ହେଲେ ସିଲଭର ସିଟିରେ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା କଥା ମନେ ପଡେ । କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ଏତେବେଳକୁ ବାଲିଯାତ୍ରାର ପ୍ରସ୍ତୁତିକାର‌୍ୟ୍ୟ ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏଥର ସବୁ…

ଏମିତି ଦେଶ, ଯେଉଁଠି ସନ୍ତାନ ଜନ୍ମ ଦେଲେ ପିଲା ପିଛା ମିଳେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସନ୍ତାନ ଜନ୍ମ ଦେଲେ ମାତାପିତାଙ୍କୁ ପୁରସ୍କାର ସ୍ବରୂପ ମିଳିଥାଏ ଲକ୍ଷାଧିକ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ଫିନ୍‌ଲ୍ୟାଣ୍ଡ। ଏଠାକାର ଲେଷ୍ଟିଜାରଓ୍ବିରେ ସନ୍ତାନ ଜନ୍ମ ହେଲେ ପ୍ରତି…

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୂର୍ବରୁ ଏହି ଖାନ୍‌ଙ୍କ ପ୍ରେମରେ ପାଗଳ ଥିଲେ କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୂର୍ବରୁ ଅନେକ କଳାକାରଙ୍କୁ ଡେଟ୍‌ କରିସାରିଛନ୍ତି। କିନ୍ତୁ ଶାହିଦ କପୁରଙ୍କ ସହ ତାଙ୍କ ସମ୍ପର୍କ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ଫିଲ୍ମ ‘ଫିଦା’ର ଶୁଟିଂ ସେଟ୍‌ରୁ ଉଭୟ ପରସ୍ପରର ଅଧିକ ନିକଟତର…

ଆଖିବୁଜିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଅନିଲ ନାଇଡୁଙ୍କ ପରଲୋକ ଘଟିଛି। ସେ ଅନେକ ବିଜ୍ଞାପନରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ଅମିତାଭ ବଚ୍ଚନଙ୍କ ଫିଲ୍ମ ପା’ ଏବଂ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ମିଶନ ମଙ୍ଗଲ ଏବଂ ପ୍ୟାଡ୍‌ମ୍ୟାନ୍‌ର ସହ-ନିର୍ମାତା ଥିଲେ। ଅନିଲ ନାଇଡୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?