Posted inUncategorized

ସଞ୍ଜୟଙ୍କୁ ମିଳିଲା ଛୁଟି

ସଞ୍ଜୟଙ୍କୁ ମିଳିଲା ଛୁଟି
ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୮ରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ଏବେ ସେ ଘରକୁ ଫେରିଛନ୍ତି। ଏହାସହ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିବାରୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଜଣାପଡିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ ଥିବା ବେଳେ ନିକଟରେ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ସରକାରୀ ପଦରେ ଚାକିରି କରିଥିବା ୭ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୬।୭- କ୍ରିକେଟ୍‌ ଭାରତରେ ଏକ ଲୋକପ୍ରିୟ ଖେଳ। ଶ୍ରେଷ୍ଠ ଖେଳାଳିଙ୍କୁ ଭାରତୀୟ ଯୁବପୀଢ଼ି ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି। ଫିଲ୍ମ ଷ୍ଟାର୍‌ ଓ...

ଯା’ ମନ ଯେପରି

ଏ ସଚରାଚର ବିଶ୍ୱରେ ଯାହା କିଛି ଘଟୁଛି, ତା’ ପଛରେ ରହିଛି ବିଶ୍ୱନିୟନ୍ତାଙ୍କ ମହତ୍‌ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଭଗବାନ ବେଳେ ବେଳେ...

ଟ୍ୟୁନିସିଆ ବାର୍ତ୍ତାବହ

ଉତ୍ତର ଆଫ୍ରିକୀୟ ଦେଶ ଟ୍ୟୁନିସିଆ ୨୦୧୧ରେ ଦେଖିଥିଲା ଜସ୍ମିନ୍‌ ରିଭୋଲ୍ୟୁଶନ ବା ମଲ୍ଲୀଫୁଲ ବିପ୍ଳବ। ତତ୍‌କାଳୀନ ରାଷ୍ଟ୍ରପତି ଜିନେ ଅଲ୍‌-ଆବିଦିନ୍‌ ବେନ୍‌ ଅଲ୍ଲୀଙ୍କ ଶାସନରେ ଲୋକଙ୍କ...

ପିଲାଙ୍କ ଜୀବନ ହେଉ ସରସ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ   ଜନ୍ମ ହେଲା ଦିନଠୁ ମଣିଷଟିଏ ତା’ ଜୀବନ ପଥରେ ଅବିଶ୍ରାନ୍ତ ଭାବେ ଧାଇଁଚାଲିଛି କେବଳ। ମାନସମ୍ମାନ, ଧନସମ୍ପତ୍ତି, ସୁଖସମୃଦ୍ଧି ପଛରେ...

ଜମିରେ ଧାନ କାଟୁଛନ୍ତି ଡାବୁଗାଁ ବିଧାୟକ

ନବରଙ୍ଗପୁର,୧୪୧୧(ବି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜର ନିଅାରା କାଯର୍ୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଏବେ ନବରଙ୍ଗପୁର ବ୍ଲକ ଅଧୀନ ପୂଜାରୀଗୁଡାସ୍ଥିତ ନିଜ ଚାଷଜମିରେ...

ଅବସରପ୍ରାପ୍ତ କ୍ୟାସିୟରଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ

ସୁନ୍ଦରଗଡ଼,୧ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ବୁଧବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଅଭିଯୁକ୍ତ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ତଥା ଅବସରପ୍ରାପ୍ତ...

ସ୍ବରାଜ ଆଶ୍ରମରେ

ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଫେରି (୧୯୧୫) ଭାରତବର୍ଷର ଭୂଗୋଳ, ଇତିହାସ, ସମାଜ ବ୍ୟବସ୍ଥା, ଅର୍ଥନୀତି ଓ ଧାର୍ମିକ ଚେତନା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ...

ଡିଜିଟାଲ ଅଧିକାର

ମାଗ୍ରେଥ ଭେଷ୍ଟାଗର୍‌ ବ୍ୟବସାୟ, ପଢ଼ା, କିଣାବିକା, ସମ୍ପର୍କ ରକ୍ଷା କରିବା, ସାଥୀ ପାଇବା କିମ୍ବା ପରିବାର ଓ ବନ୍ଧୁଙ୍କୁ ସାହାଯ୍ୟ ଯୋଗାଇବା କ୍ଷେତ୍ରରେ ଇଣ୍ଟର୍‌ନେଟର ଗୁରୁତ୍ୱ...

Advertisement
Archives

Model This Week