Uncategorized

ଜେଲରୁ ଆସି ବାପାଙ୍କୁ କାନ୍ଧଦେଲେ

ସମ୍ବଲପୁର,୭।୫(ବ୍ୟୁରୋ): ବାପାଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ବିଚାର ବିଭାଗ ହେପାଜତରେ ଥିବା ଅଭିଯୁକ୍ତ ଶିଶିର ବହିଦାର କୋର୍ଟଙ୍କ ସ୍ବତନ୍ତ୍ର ଅନୁମତି ନେଇ ଶନିବାର ରାଜଘାଟରେ ବାପାଙ୍କୁ ଶେଷ ଦର୍ଶନ କରିବା ସହ କାନ୍ଧ ଦେଇଥିଲେ। ସମ୍ବଲପୁର ଜିଲା ଜଜ୍‌ ଓ…

ଜଙ୍ଗଲରେ ବିତୁଛି ପ୍ରମିଳାଙ୍କ ଜୀବନ

ପିପିଲି,୬।୫(ଡି.ଏନ.ଏ.): ପିପିଲି ବ୍ଲକ ଅଞ୍ଚଳରେ ଜଣେ ବୃଦ୍ଧା ପ୍ରାୟ ୨୦ବର୍ଷରୁ ଅଧିକ ସମୟ ହେବ ଜଙ୍ଗଲ ଭିତରେ ଦୁର୍ବିସହ ଜୀବନଯାପନ କାଟୁଛନ୍ତି। ସେ ହେଉଛନ୍ତି ପ୍ରମିଳା ସ୍ବାଇଁ, ବୟସ ୭୦ ଛୁଇଁଲାଣି, ଚନ୍ଦ୍ରଦେଇପୁର ପଞ୍ଚାୟତ ୧୪ ନମ୍ବର ୱାର୍ଡରେ ଚାଳ ଘରଟିଏ।…

ଯାଜପୁରର ପୂର୍ବତନ ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ଦାଖଲ ନୋଟିସ

ଯାଜପୁର ଅଫିସ,୬।୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି କଳାପଥର ଖାଦାନରୁ ହରିଲୁଟ ମାମଲାରେ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ଲୋକାୟୁକ୍ତରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ୨୦୦ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ଦର୍ଶାଇ…

ଜୁଲାଇ ୩୦ରେ ଓଏସ୍‌ଏସ୍‌ସିର ଆକାଉଣ୍ଟାଣ୍ଟ ପରୀକ୍ଷା -ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପୂର୍ବରୁ ବାତିଲ ହୋଇଥିଲା

ଭୁବନେଶ୍ୱର,୨।୫(ବ୍ୟୁରୋ): ବାତିଲ ହୋଇଥିବା ଓଏସ୍‌ଏସ୍‌ସି ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା ପୁଣି ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୩୦ରେ ଏହି ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ମଙ୍ଗଳବାର ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଜିଲା ମୁଖ୍ୟାଳୟରେ ଗୋଟିଏ ସିଟିଂରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଲୁଧିଆନା,୩୦ା୪: ପଞ୍ଜାବର ଲୁଧିଆନା ଜିଲା ଗେସ୍‌ପୁରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ମହିଳା ୪ଜଣ ପୁରୁଷ ଏବଂ ୨ଜଣ ନାବାଳକ ଥିବା ଜଣାପଡିଛି। ଅସୁସ୍ଥଙ୍କୁ…

ସରକାର ସମସ୍ତ ଭ୍ରଷ୍ଟ ନେତାଙ୍କର ଯାଞ୍ଚ କରିବେ: ରାଜନାଥ

ବେଲଗାଓ୍ବି,୨୬।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣକୁ ଆଉ ୨ ସପ୍ତାହରୁ ବି କମ ସମୟ ବାକି ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ନେତାମାନେ ନିର୍ବାଚନ ପ୍ରଚାର ଅଭିଯାନରେ ଖୁବ ବଳ ଖଟାଉଛନ୍ତି। ଦୁଇ ଦଳ ମଧ୍ୟରେ…

ଇକୋ-ଟଏଲେଟ୍‌ରେ ୩ ବର୍ଷ ହେଲା ତାଲାପଡ଼ିଛି

ପଟ୍ଟାମୁଣ୍ଡାଇ,୨୫।୪: (ସ୍ବ.ପ୍ର.) ସ୍ବଚ୍ଛ ଭାରତ ପାଇଁ କେନ୍ଦ୍ର ସରକାର ଅର୍ଥ ଖର୍ଚ୍ଚ କରିବା ସହ ସ୍ବଚ୍ଛତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ତଥାପି ଏସବୁର ପ୍ରଭାବ ଓ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ।…

ଭତ୍ତା ଟଙ୍କା ଆତ୍ମସାତ୍‌: ୫ଜଣଙ୍କୁ ନିଲମ୍ବନ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ,୨୩।୪: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସ କର୍ମଚାରୀ କୋଭିଡ୍‌ ମହାମାରୀ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବାକୁ ନେଇଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଘଟଣା ଏବେ ଅଡିଟ୍‌ ବେଳେ ଧରାପଡିଛି। ଏହି ଘଟଣା ଧରାପଡିବା ପରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ…

ଏନ୍‌ଆଇଏ ତଦନ୍ତ ପାଇଁ ଅମିତ ଶାହାଙ୍କୁ ଭାଜପାର ଚିଠି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ହନୁମାନ ଜୟନ୍ତୀ ବେଳେ ସମ୍ବଲପୁରରେ ସଂଘଠିତ ହିଂସାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ଭାଜପା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ତଦନ୍ତ ଦାବି କରିଛି। ଏନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଏମ୍‌ପି ଓ ବିଧାୟକମାନେ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ…

କିରାଣିଙ୍କୁ ବସ୍‌ଉଠ୍‌ କଲେ ଏଡିଏମ୍‌, କର୍ମନିୟୋଜନ ଅଧିକାରିଣୀ

ଜଗତ୍‌ସିଂହପୁର ଅଫିସ, ୧୯।୪: ଜଗତ୍‌ସିଂହପୁର ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ରୁଦ୍ର ନାରାୟଣ ସାମନ୍ତଙ୍କୁ କର୍ମନିୟୋଜନ କାର୍ଯ୍ୟାଳୟ ଅଧିକାରିଣୀ (ଏମ୍ପ୍ଲଏମେଣ୍ଟ ଅଫିସର) ଅର୍ପିତା ପ୍ରିୟଦର୍ଶିନୀ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍‌) ସଚ୍ଚିଦାନନ୍ଦ ସାହୁ ବସ୍‌ଉଠ୍‌ କରିଥିବା ନେଇ ସଙ୍ଗିନ…

ସରିଲା ମାଟ୍ରିକ୍‌ ଖାତା ମୂଲ୍ୟାୟନ : ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷାଫଳ

କଟକ ଅଫିସ,୧୭ା୪: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ୍‌-୨ ପରୀକ୍ଷା ଖାତା ମୂଲ୍ୟାୟନ ସୋମବାର ଶେଷ ହୋଇଛି। ମେ’ ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ଗଣମାଧ୍ୟମକୁ ସୂଚନା…

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସନିଙ୍କ ‘କେନେଡି’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲେଓନ୍‌ଙ୍କ ଅଭିନୀତ ଫିଲ୍ମ ‘କେନେଡି’କୁ ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ଚୟନ କରାଯାଇଛି। ଶୁକ୍ରବାର ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏଥିରେ ସନି ଲେଓନ୍‌ ଏବଂ ରାହୁଲ ଭଟ୍ଟ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?