Uncategorized

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୯ , ୨୦୨୩ )

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନନ୍ଦିନୀ ଶତପଥୀଙ୍କ ୯୨ତମ ଜନ୍ମ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ଏଲଆଇସି ଅଫିସ ଛକସ୍ଥିତ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଛି।

ବୟସ୍କଙ୍କ ପ୍ରତି ସମ୍ବେଦନଶୀଳ ହେବା

ବୃଦ୍ଧାବସ୍ଥା, ମାନବ ଜୀବନର ଅନିବାର୍ଯ୍ୟ ସୋପାନ। ଜୀବନର ହାରାହାରି ବୟସ ବୃଦ୍ଧି କାରଣରୁ କେବଳ ଆମଦେଶ ଭାରତରେ ନୁହେଁ ବରଂ ବିଶ୍ବର ବିଭିନ୍ନ ଦେଶରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟର ୱେବ୍‌ସାଇଟ…

୧୩୦ ମୃତଦେହର ଫଟୋ ଉଠାଇଛନ୍ତି ପ୍ରସନ୍ନ

ଭୁବନେଶ୍ୱର,୭।୬(ବ୍ୟୁରୋ): ବାଲେଶ୍ୱର ବାହନଗାରେ ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ପାଇ ମୁଁ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚତ୍ଥିଲି। ହେଲେ ସେହି ବେଳର କିଛି ଦୃଶ୍ୟ ଦେଖି କିଛି ସମୟ ଲାଗି ମୁଁ ସ୍ତବ୍ଧ ହୋଇଯାଇଥିଲି। ଭାବି ନ ଥିଲି ଫଟୋଗ୍ରାଫର ଭାବେ…

୩୦ବର୍ଷ ପରେ ଲକ୍ଷ୍ମୀଙ୍କୁ ସ୍ବୀକାର କଲେ ବାପା

ଭବାନୀପାଟଣା,୭।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିକିଲି ଗ୍ରାମର ବୈକୁଣ୍ଠ ଦୁର୍ଗା ତାଙ୍କ ଝିଅକୁ ୩୦ ବର୍ଷ ପରେ ନିଜ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ୧୯୮୫ରେ ବୈକୁଣ୍ଠ ମହାରାଷ୍ଟ୍ରର ନାଗପୁର ସହରର କାମେଟିଠାରେ କଲମପୁର ବ୍ଲକ୍‌ ବାଲିଛଡ଼ାର ଅନିତା ଛତ୍ରିଆଙ୍କୁ…

ଆହତଙ୍କୁ ଭେଟି ଖାଦ୍ୟ ବାଣ୍ଟିଲେ ଶିକ୍ଷୟିତ୍ରୀ ଶିକ୍ଷକ

ଭଦ୍ରକ,୫।୬(ସ୍ବ.ପ୍ର.): ଭଦ୍ରକ ନୂଆବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁମନ୍ଦିର ପକ୍ଷରୁ ଶିକ୍ଷୟିତ୍ରୀ ଶିକ୍ଷକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଭେଟି ଖାଦ୍ୟ ଯୋଗାଇ ଦେଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ,…

କ୍ଷତିକାରକ ଏକକ ବ୍ୟବହୃତ ପ୍ଲାଷ୍ଟିକ

ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମନୁଷ୍ୟ ସମାଜରେ ବଢୁଥିବା କ୍ୟାନ୍‌ସର ପାଇଁ ମଧ୍ୟ ଏହି ଅତି କ୍ଷୁଦ୍ର ପ୍ଲାଷ୍ଟିକ ଦାୟୀ। କରୋନା ଭୂତାଣୁ ବ୍ୟାପିବାରେ ମଧ୍ୟ ଏହି ପ୍ଲାଷ୍ଟିକ ସାମଗ୍ରୀ ଦାୟୀ ବୋଲି କେତେକ ବୈଜ୍ଞାନିକ ମତ ପ୍ରକାଶ…

ଅମିତ ଶାହାଙ୍କୁ ଭେଟି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ…

୪ ଦିନ ପାଇଁ ୨୮ ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୪ ଦିନ ଲାଗି ଉକ୍ତ ରୁଟ୍‌ରେ ଚଳାଚଳ କରୁଥିବା ୨୮ ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ…

ବାହାନଗା ଟ୍ରେନ ଦୁର୍ଘଟଣା: ୮୦ ମୃତ

ବାହାନଗା ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚତ୍ଛି। ଆହତ ସଂଖ୍ୟା ୮୦୦ରୁ ଅଧିକ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆହତଙ୍କୁ ବାଲେଶ୍ୱର ଜିଲା ବିଭିନ୍ନ ଡାକ୍ତରଖାନା ସମେତ ଭଦ୍ରକ ଡାକ୍ତରଖାନାରେ…

ଉଚ୍ଚଶିକ୍ଷା ପାଇଁ ଆଦିବାସୀ ଛାତ୍ରଙ୍କୁ ଅର୍ଥ ସାଜିଛି ବାଧକ

କର୍ଲାମୁଣ୍ଡା,୨।୬(ଡିଏନଏ): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣେ ଛାତ୍ରଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିିଛି। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ରାଜପୁର ଗାଁର ହେମଲତା ମାଝୀଙ୍କ ପୁଅ…

ମୃତ ପୋଷା ବିଲେଇ ପାଇଁ ୨ଲକ୍ଷ ଖର୍ଚ୍ଚ

ପୋର୍ଟଲାଣ୍ଡ: ବର୍ତ୍ତମାନ ସମୟରେ ଲୋକେ ପୋଷା ପ୍ରାଣୀ ରଖିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ନିକଟରେ ଜଣେ ମହିଳା ତାଙ୍କ ପୋଷା ବିଲେଇକୁ ଏତେ ଭଲ ପାଉଥିଲେ ଯେ ତା’ ଅନ୍ତିମ ସଂସ୍କାର…

ଗୋଷ୍ଠୀବିବାଦରୁ ଗୁଳିକାଣ୍ଡ: ୩ ମୃତ, ୯ ଆହତ

ହ୍ୟୁଷ୍ଟନ୍‌,୨୮ା୫: ଆମେରିକାର ନ୍ୟୁ ମେକ୍ସିକୋ ରେଡ୍‌ ରିଭରରେ ମୋଟରସାଇକେଲ ରାଲିରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଗୋଷ୍ଠୀବିବାଦକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ରେଡ୍‌ ରିଭର ମେୟର ଲିଣ୍ଡା କାଲୌନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?