Uncategorized

ଏଏଚ୍‌ଏଲ୍‌ର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬।୫: ଦେଶର ପ୍ରମୁଖ ଅର୍ଥ ଲଗାଣକାରୀ ଘରୋଇ ସଂସ୍ଥା ଆବାନ୍ସ ହୋଲ୍‌ଡ୍ସିଂ ଲିମିଟେଡ୍‌(ଏଏଚ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ସହ ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି…

ରାଜ୍ୟ ସଭା ସଦସ୍ୟଙ୍କ କାର୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୫ା୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼-ତମିଆଁ ରାସ୍ତାର ତମିଅଁା ଛକ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶିଙ୍କ କାର୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇନ୍ଦପୁର…

ଫୁସ୍‌କିଗଲା ଫଳାଫଳ

ସ୍ମାର୍ଟ ହୋଇଛି ସ୍କୁଲ। ଗୁଣାତ୍ମକ ଶିକ୍ଷା ପାଇଁ ସୃଷ୍ଟି କରାଯାଇଛି ସୁନ୍ଦର ପରିବେଶ। ହେଲେ ଫଳାଫଳ କିନ୍ତୁ ଆଶାଜନକ ହୋଇପାରୁନାହିଁ। କେଉଁଠାରେ ବର୍ଷ ବର୍ଷ ଧରି ବିଷୟଭିତ୍ତିକ ଦକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି ତ ଅନ୍ୟ କେଉଁଠି ଶିକ୍ଷାଦାନ ବ୍ୟତୀତ…

ମେଟାକୁ ୧.୩ ବିଲିୟନ ଡଲାର ଜରିମାନା

ଲଣ୍ଡନ, ୨୩ା୫: ୟୁଜରମାନଙ୍କ ବ୍ୟକ୍ତିଗତ ଡେଟା ଆମେରିକାକୁ ପ୍ରେରଣ କରୁଥିବା ସୋସିଆଲ ନେଟ୍‌ଓ୍ବର୍କ ଜିଆଣ୍ଟ ମେଟା ପ୍ଲାଟ୍‌ଫମର୍‌ସ ଆଇଏନ୍‌ସି ଉପରେ ୟୁରୋପୀୟ ୟୁନିୟନ ପ୍ରାଇଭେସି ରେଗୁଲେଟର୍ସ ରେକର୍ଡ ୧.୩ ବିଲିୟନ ଡଲାର ଜରିମାନା ଲଗାଇଛି। ଆଟଲାଣ୍ଟିକ ଦେଇ ଆମେରିକାକୁ ୟୁଜରମାନଙ୍କ ଡେଟା…

ଆନ୍ଦୋଳନ ବିଶ୍ୱବ୍ୟାପୀ କରିବାକୁ ରେସ୍‌ଲରଙ୍କ ଧମକ

ନୂଆଦିଲ୍ଲୀ,୧୫ା୫: ଭାରତୀୟ ରେସ୍‌ଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ ପହଞ୍ଚିଛି। ଇତିମଧ୍ୟରେ ସରକାର ବ୍ରିଜ୍‌ଭୂଷଣଙ୍କୁ ତୁରନ୍ତ ଗିରଫ ନ କଲେ ଆନ୍ଦୋଳନକୁ ବିଶ୍ୱବ୍ୟାପୀ କରାଯିବ ବୋଲି…

ଓଡ଼ିଶାରେ ପାସ୍‌ ହାର ଉତ୍ସାହଜନକ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ସିଆଇଏସ୍‌ସିଇ ବୋର୍ଡ ପକ୍ଷରୁ ରବିବାର ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଛାତ୍ରୀଛାତ୍ର ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଦଶମ ପାସ୍‌ ହାର ୯୮.୫୪ ପ୍ରତିଶତ (ଦେଶରେ ୯୮.୯୪%)…

ବିଜୟ ପଥେ କଂଗ୍ରେସ, କାଲି ବିଧାୟକ ଦଳର ବୈଠକ, ୫ ଷ୍ଟାର ହୋଟେଲରେ ୫୦ ରୁମ୍‌ ବୁକ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଗଣତି ପରେ କଂଗ୍ରେସକୁ ବହୁମତ ମିଳିବା ଦେଖାଯାଉଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଫଳଫଳ ଅନୁଯାୟୀ, କଂଗ୍ରେସ ୧୧୯ଟି ଆସନରେ ଆଗରେ ରହିଛି। ଅନ୍ୟପଟେ…

‘ଇଣ୍ଡିଆ: ଦ ମୋଦି କୋଶ୍ଚିନ୍‌’ ମିଥ୍ୟା ଉପରେ ଆଧାରିତ

ନୂଆଦିଲ୍ଲୀ,୧୧।୫:ଫିଲ୍ମ ଦ କେରଲା ଷ୍ଟୋରି ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଦୀପ୍ତୋ ସେନଙ୍କ୍‌ ନିର୍ଦ୍ଦେଶିତ ଏହି ଫିଲ୍ମରେ କେରଳର ହିନ୍ଦୁମାନଙ୍କର କାହାଣୀ ଅଛି ଯେଉଁମାନଙ୍କର ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସ୍‌ରେ ଯୋଗ ଦେବାକୁ ସିରିଆକୁ ନିଆଯାଇଥିଲେ। ଏହି ଫିଲ୍ମକୁ କେତେକ…

ସିନ୍ଦେ ବନାମ ଉଦ୍ଧବ: ସୁପ୍ରିମକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ,୧୧।୫:ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏମ.ଆର୍‌ ଶାହା, କୃଷ୍ଣ ମୁରାରି, ହିମା କୋହିଲି, ପି.ଏସ୍‌ ନରସିଂହ୍ମାଙ୍କ ୫ଜଣିଆ ସମ୍ବିଧାନ ବେଞ୍ଚ ଗତ ବର୍ଷ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମ୍ପର୍କରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେବେ।…

ଦି କେରଲା ଷ୍ଟୋରି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ମେ ୧୫ରେ ଶୁଣାଣି

ନୂଆଦିଲ୍ଲୀ,୯।୫: ରିଲିଜ୍‌ ପରେ ଦି କେରଲା ଷ୍ଟୋରି ବିବାଦ ଘେରରେ ଛନ୍ଦି ହୋଇ ରହିଛି। ତେବେ ଏହି ମଧ୍ୟରେ ଯାଚିକାକର୍ତ୍ତା କେରଳ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ପହଞ୍ଚିଛନ୍ତି। ଫିଲ୍ମକୁ ବ୍ୟାନ କରିବା ପାଇଁ ଅଭିଯୋଗରେ…

ଯନ୍ତରମନ୍ତର ପୂର୍ବରୁ ବୋଟ କ୍ଳବ୍‌ରେ ହେଉଥିଲା ବିରୋଧ ପ୍ରଦର୍ଶନ…ଜାଣନ୍ତୁ ଯନ୍ତରମନ୍ତରର ଇତିହାସ

ନୂଆଦିଲ୍ଲୀ,୮।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦୀର୍ଘ ୧୬ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। କେବଳ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନୁହେଁ ପୂର୍ବରୁ କୃଷକ ଆନ୍ଦୋଳନ, ନିର୍ଭୟା…

୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିଲା ରାଜ୍ୟାଭିଷେକ ଚୌକି

ଲଣ୍ଡନ, ୭।୫: କିଙ୍ଗ୍‌ ଚାଲର୍‌ସ ୩ୟଙ୍କୁ ଯେଉଁ ସ୍ବତନ୍ତ୍ର ଚୌକିରେ ବସାଇ ରାଜ୍ୟାଭିଷେକ କରାଯାଇଛି, ତାହା ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଏହାକୁ ସେଣ୍ଟ ଏଡ୍‌ଓ୍ବାର୍ଡଙ୍କ ଚେୟାର ବୋଲି କୁହାଯାଏ। ଚୌକିର ଉଚ୍ଚତା ୬ ଫୁଟ୍‌ ୯ ଇଞ୍ଚ। ସ୍ବତନ୍ତ୍ର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?