Uncategorized

ଜେସିବି ଲଗାଇ ଏଟିଏମ୍‌ ଚୋରି

ଲଣ୍ଡନ: ଚୋରମାନେ ଚୋରି କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ବ୍ରିଟେନ୍‌ରେ ଚୋରିକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୪ ଜଣ ଚୋର ଏଟିଏମ୍‌ରୁ ଟଙ୍କା ନେବା ବଦଳରେ ପୂରା ଏଟିଏମ୍‌କୁ ଜେସିବିରେ ଉଠାଇ ନେଇଥିବା ଜଣାପଡ଼ିଛି। ସେମାନେ…

ଏଇ ଭାରତରେ

ଦିଲ୍ଲୀର ଏକ ବସ୍ତିରେ ରହି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷା ଲାଭ କରି ଜଣେ କନ୍‌ଷ୍ଟେବଲ ଭାବେ ଚାକିରି କରୁଛନ୍ତି ଥାନ୍‌ ସିଂ। ଚାକିରିର ଦାୟିତ୍ୱ ଭିତରୁ ସମୟ ବାହାର କରି ସେ ବସ୍ତି ପିଲାମାନଙ୍କୁ ପଢାଉଛନ୍ତି। ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ…

ପୁରୁଣା ଡିଜାଇନ, ନୂଆ ଲୁକ୍‌

  ଘରର ଇଣ୍ଟେରିୟର ଲୁକ୍‌ ବଦଳାଇବା ପାଇଁ ସମସ୍ତେ ନୂଆ ନୂଆ ଟ୍ରେଣ୍ଟର ଆସବାବପତ୍ର ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ପୁରୁଣା ଡିଜାଇନ ରହିଛି ଯାହା ଆଜିର ଟ୍ରେଣ୍ଡରେ ଖୁବ୍‌ ପସନ୍ଦ ହୋଇପାରିଛି। ତେଣୁ ଘରର ଡିଜାଇନ ବଦଳାଇବା…

ମେରୀ କମ୍‌ଙ୍କୁ ଗ୍ଲୋବାଲ ଇଣ୍ଡିଆନ ଆଇକନ୍‌ ପୁରସ୍କାର

ଲଣ୍ଡନ,୧।୭(ପି.ଟି.) : କ୍ରୀଡ଼ା କିମ୍ବଦନ୍ତୀ ତଥା ମହିଳା ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ ପଦକ ବିଜେତା ଏମ୍‌.ସି. ମେରୀ କମ୍‌ ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସାଉଥ-ଇଷ୍ଟର୍ନ ଇଂଲଣ୍ଡର ଓ୍ବିଣ୍ଡସରଠାରେ ଏହି ୟୁନାଇଟେଡ୍‌ କିଙ୍ଗଡମ୍‌…

କେନ୍ଦ୍ର କହିଲା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଅଧୀନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ପକ୍ଷରୁ ସୋମବାର ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏକ ଚିଠି ଲେଖାଯାଇ ଓଡ଼ିଶା କ୍ୟାଡରର ଜଣେ…

ପିଡିଏସ୍‌ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା

ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ…

‘ଜିଲାରେ ଶୀତଳ ଭଣ୍ଡାର ସ୍ବପ୍ନ’

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ନବରଙ୍ଗପୁର ଜିଲା କଂଗ୍ରେସ କିଷାନ ସେଲର ଚିଠା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ ବିଧାୟକ ତଥା ରାଜ୍ୟ…

ଦୁଃସାହସିକ ପର୍ଯ୍ୟଟନ

ବୋଷ୍ଟନ୍‌/ଓ୍ବାଶିଂଟନ୍‌,୨୪।୬: (ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ): ନୂଆ ଜାଗାକୁ ଯାଇ ତା’ ବିଷୟରେ ଜାଣିବା ଛଡ଼ା ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ସ୍ପେସ୍‌ ଓ ଅଣ୍ଡରଓ୍ବାଟର ସି’ ଟ୍ରାଭେଲ୍‌ କରିବା ପସନ୍ଦ। ବିଶେଷ କରି ଧନିକ ଶ୍ରେଣୀର ଲୋକମାନେ ଏହି ଆଡ୍‌ଭାନ୍ସଡ୍‌…

୫୪ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ, ୨୩ା୬: ଭାରତୀୟ ଆଥ୍‌ଲେଟିକ୍‌ ମହାସଂଘ ପକ୍ଷରୁ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌ ପାଇଁ ୫୪ ଜଣିଆ ଦଳ ଘୋଷଣା କରାଯାଇଛି। ଜୁଲାଇ ୧୨-୧୬ ତାରିଖ ମଧ୍ୟରେ ବ୍ୟାଙ୍କକରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଚଳିତ ସିଜନର ବିଭିନ୍ନ ଟୁର୍ନାମେଣ୍ଟର ପ୍ରଦର୍ଶନକୁ ଦୃଷ୍ଟିରେ…

କର୍ଲାମୁଣ୍ଡା ବ୍ଲକର ଦୁଇ ଛାତ୍ରଙ୍କ ନିଟ୍‌ ପରୀକ୍ଷାରେ ସଫଳତା

  କର୍ଲାମୁଣ୍ଡା:୧୭।୬ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇଜଣ ଛାତ୍ର ସର୍ବଭାରତୀୟ ସ୍ତରୀୟ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ଜଣାପଡ଼ିଛି। ଏହି ଖବର ପ୍ରଚାର ହେବା ମାତ୍ରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଉକ୍ତ ବ୍ଲକର…

ବିଦ୍ୟୁତ୍‌ ଯାଞ୍ଚବେଳେ ଫାଟିଲା ଟ୍ରାନ୍ସଫର୍ମର

ବାରଙ୍ଗ,୧୪।୬(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରୋପ୍‌ୱେ ଚାଲିବା ପୂର୍ବରୁ ଅଘଟଣ ଘଟିଛି। ମଙ୍ଗଳବାର ଦ୍ୱିପ୍ରହରରେ ରୋପ୍‌ୱେକୁ ସଂଯୋଗ କରିଥିବା ଟ୍ରାନ୍ସର୍ଫମରରେ ବିଦ୍ୟୁତ୍‌ ଯାଞ୍ଚ କରିବାବେଳେ ତାହା ଫାଟିଯାଇଥିଲା। ଫଳରେ ୩ଜଣ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନେ ହେଲେ ନନ୍ଦନକାନନର ଅସ୍ଥାୟୀ…

ଅଘୋଷିତ ବିଦ୍ୟୁତ୍‌ କାଟ: ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜରୁରୀ ବୈଠକ ଡାକିଛନ୍ତି । ଆସନ୍ତା ସୋମବାର ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?