Uncategorized

୬ ଫୁଟ ଉପରକୁ ଉଠିବ ୨୫୦ ବର୍ଷର ଜଗନ୍ନାଥ ମନ୍ଦିର

ଗଞ୍ଜାମ(ବିଦ୍ୟାଧର ସାହୁ)/ରମ୍ଭା (ବନବାସୀ ସେଠୀ) ୯।୮: ଅତ୍ୟାଧୁନିକ ପଦ୍ଧତିରେ ୬ ଫୁଟ ଉପରକୁ ଉଠିବ ବହୁ ପୁରାତନ ତଥା ୨୫୦ ବର୍ଷର ଜଗନ୍ନାଥ ମନ୍ଦିର । ଗଞ୍ଜାମ ଜିଲାର ରମ୍ଭାରେ ରହିଛି ପ୍ରାୟ ୨୫୦ରୁ ଊଦ୍ଧର୍‌ବ ବର୍ଷର ପୁରାତନ ଜଗନ୍ନାଥ ମନ୍ଦିର।…

ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ ହେଲେ ୪.୧୩ ଲକ୍ଷ ଆବେଦନକାରୀ

ଭୁବନେଶ୍ବର, ୮ା୮(ସୁନିତ୍‌ ମିଶ୍ର): ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅଧିକ ୪ ଲକ୍ଷ ୧୩ ହଜାର ଆବେଦନକାରୀଙ୍କୁ ରାଜ୍ୟ ସରକାର ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆବେଦନଗୁଡ଼ିକୁ ସୋମବାର ମଞ୍ଜୁର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଜିଲା ଗସ୍ତ ସମୟରେ…

ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ ସିଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧାରାପଡ଼ିଛନ୍ତି। ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟରେ ଗତବର୍ଷ ଅଗଷ୍ଟରୁ କାମ କରୁଥିବା ସିଆଇଏସ୍‌ଏଫ୍‌ କନ୍‌ଷ୍ଟବଲ କପିଲ କୁମାର…

ବନ୍ଧୁତ୍ୱକୁ ଦୃଢ଼ କରିବା ପାଇଁ…

ସୁଖ, ଦୁଃଖ, ବିପଦ, ଆପଦରେ ଯିଏ ନିଜର ସ୍ବାର୍ଥ ଭୁଲି ସାହାଯ୍ୟର ହାତ ବଢ଼ାଇ ଦିଏ ତାକୁ ହିଁ ପ୍ରକୃତ ବନ୍ଧୁ କୁହାଯାଏ। ହେଲେ ବେଳେବେଳେ ସାମାନ୍ୟ ଭୁଲ୍‌ ପାଇଁ ଏ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, କେତୋଟି…

ଓଡ଼ିଶାରୁ ଭାଗନେବେ ୨୮ ପ୍ରତିଯୋଗୀ

ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ବିହାରର ପାଟନାସ୍ଥିତ କଙ୍କରବାଗ୍‌ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚଳିତ ମାସ ୬ରୁ ୧୧ ପର୍ଯ୍ୟନ୍ତ ୨୨ତମ ଜାତୀୟ ଜୁନିୟର ଉଷୁ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୨୮ ପ୍ରତିଯୋଗୀଙ୍କ ସମେତ ମୋଟ ୩୬ ଜଣିଆ…

ବିପନ୍ନ କୃଷି ଓ ହତାଶ ଚାଷୀ

ବୈକୁଣ୍ଠନାଥ ମିଶ୍ର   ଭାରତୀୟ କୃଷି ମୌସୁମୀ ବାୟୁର କ୍ରୀଡ଼ନକ। ଯେଉଁ ବର୍ଷ ମୌସୁମୀ ପ୍ରବାହ ଯେତେ ସୁଗମ ସେ ବର୍ଷ କୃଷି ପାଇଁ ଅନୁକୂଳ ବୋଲି ମନେକରାଯାଏ। ନିଅଣ୍ଟିଆ ବୃଷ୍ଟି କିମ୍ବା ବୃଷ୍ଟିର ପ୍ରାବଲ୍ୟ ସମୁଦାୟ କୃଷକ କୁଳକୁ ଉଚ୍ଛନ୍ନ…

ଜ୍ଞାନବ୍ୟାପୀରେ କୌଣସି ତ୍ରିଶୂଳ ନାହିଁ…

ବାରଣାସୀ,୩୧।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟି(ଏସପି) ଏମପି ଶଫିକୁରହମାମ ବର୍କ ଦାବି କରିଛନ୍ତି କି ମୁସଲମାନମାନଙ୍କ ଦ୍ୱାରା କୌଣସି ଭୁଲ ହୋଇନାହିଁ, ଆଉ ଜ୍ଞାନବ୍ୟାପୀ ଉପରେ ଆଇନତଃ ସେମାନଙ୍କର ବି ଅଧିକାର ରହିଛି। ସେ ଅଭିଯୋଗ କରିଛନ୍ତି…

୧୨୫୦ କୋଟିର ୮ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୬।୭(ଅନିଲ ଦାସ): ରାଜ୍ୟ ସରକାର ୧୨୫୦ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୬୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ…

ଶୋଇଥିବା ବେଳେ ୨ ଭାଇଙ୍କୁ କାମୁଡ଼ିଲା ଚିତି: ମା’ କୋଳ ଖାଲି

ଦେବଗଡ଼,୨୫।୭: (ଶଶାଙ୍କ ଶେଖର ଝାଙ୍କର ): ସାପ କାମୁଡାରେ ମଙ୍ଗଳବାର ସକାଳେ ୨ ଭାଇଙ୍କ ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୌରାଞ୍ଚଳର ୱାର୍ଡ ନଂ.-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ…

ଭାରତୀୟ କ୍ରିକେଟର ଭବିଷ୍ୟତ

ଏମର୍ଜିଂ ଏସିଆ କପ୍‌ ୨୦୨୩ ଶ୍ରୀଲଙ୍କାରେ ଉଦ୍‌ଯାପିତ ହୋଇଯାଇଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ପରାଜିତ ହୋଇ ଭାରତ ରନର ଅପ୍‌ରେ ସନ୍ତୁଷ୍ଟ ରହିଛି। କେବଳ ଫାଇନାଲ୍‌କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ୍‌ ଚମତ୍କାର…

ଭାରତ ସିରିଜ୍‌ ବିଜୟୀ

ପୋର୍ଟ ଅଫ୍‌ ସ୍ପେନ୍‌, ୨୫ା୭: ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତୀୟ ଦଳ ଟେଷ୍ଟ ସିରିଜକୁ ଜିତି ନେଇଛି। ଅନ୍ତିମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହେବାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ…

‘ମରିବୁ ପଛେ ଆମ ସ୍କୁଲ ଛାଡ଼ିବୁ ନାହିଁ’

ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା): ଆମ ସ୍କୁଲ୍‌ରେ ଆମେ ପଢ଼ିବୁ। ଅନ୍ୟ ସ୍କୁଲକୁ ଯିବୁ ନାହିଁ। ମରିବୁ ପଛେ କାହାକୁ ଆମ ସ୍କୁଲ ଛାଡ଼ିବୁ ନାହିଁ। ଏମିତି କିଛି ସ୍ଳୋଗାନ ଦେଇ ଭୁବନେଶ୍ୱର ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସୋମବାର ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?