ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୨ )

କଟକ କୁମ୍ଭାର ସାହିରେ ଶ୍ରୀଗଣେଶଙ୍କ ପ୍ରତିମାକୁ ରଙ୍ଗ ତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ ଲଗାଣ ବର୍ଷାରେ କଟକ ଚାନ୍ଦିନି ଚୌକ ବେଲଭିଉ ଛକ ରାସ୍ତା ଶୋଚନୀୟ ହୋଇପଡ଼ିଛି ଭୁବନେଶ୍ୱର ଘାଟିକିଆରେ ବିଡିଏ ପକ୍ଷରୁ ସରକାରୀ ଜାଗାରେ ଥିବା ଘର ଗୁଡ଼ିକୁ ଉଚ୍ଛେଦ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୨ )

ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ ବିକ୍ରୟ ପାଇଁ ଶ୍ରୀ ଗଣେଶଙ୍କ ପ୍ରତିମାକୁ ସଜାଇ ରଖାଯାଇଛି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ ପରିସରରେ ରୋଟାରି କ୍ଲବ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ଉତ୍କଳ ୟୁନିଭର୍ସିଟି ଆଲୁମନି ଆଶୋସିଏସନ ପକ୍ଷରୁ ଆୟୋଜିତ ଦ୍ଵିତୀୟ ବାର୍ଷିକ ଉତ୍ସବ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୦, ୨୦୨୨ )

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଭାରତ ରତ୍ନ ପୂର୍ବ-ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀରେ ରାଜୀବଭବନରେ ଥିବା ପ୍ରତିମୂର୍ତ୍ତିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି   ଭୁବନେଶ୍ୱର ସ୍ଥିତ ଏକ୍ସଆଇଏମଭି…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୨ )

ଭୁବନେଶ୍ୱର ନନ୍ଦନକାନନରେ ଥିବା ଏକ ପୋଖରୀରୁ ରଙ୍ଗୀନ ବଗମାନେ ଖାଦ୍ୟ ଖୋଜୁଛନ୍ତି   ଭୁବନେଶ୍ୱର ଝାରପଡା ଅଞ୍ଚଳରେ ହେଲମେଟ୍ ଯାଞ୍ଚ ଚାଲିଛି   ଭୁବନେଶ୍ୱର ରାଜୀବଭବନରେ ଓଡିଶାର ବନ୍ୟା ପରିସ୍ଥିତି ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଉଛନ୍ତି  …

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୮, ୨୦୨୨)

ରେଡକ୍ରସର ସଦସ୍ୟମାନେ ଓଡିଶାରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ପ୍ୟାକ୍ କରୁଛନ୍ତି   ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ ର ତୁଳସିପୁର ଅଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରାଧାକୃଷ୍ଣ ବେଶ ପ୍ରତିଯୋଗିତା ରେ ଭାଗ ନେଇଥିବା ପିଲାମାନେ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୭, ୨୦୨୨)

ଜନ୍ମାଷ୍ଟମୀ ଅବସରରେ ବଜ୍ରକବାଟି କେନାଲ ରୋଡ ସ୍ଥିତ ଦୋକାନରେ ବିକ୍ରୟ ପାଇଁ ଶ୍ରୀକୃଷ୍ଣଙ୍କ ପ୍ରତିମା ଗୁଡ଼ିକୁ ସଜ୍ଜିତ କରି ରଖୁଛନ୍ତି ବ୍ୟବସାୟୀ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ହାଇଟେକ ପ୍ଲାଜା ଅଞ୍ଚଳରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ବନ୍ୟାଜଳ ବନ୍ଦୀଙ୍କୁ ଉଦ୍ଧାର କରୁଛନ୍ତି…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୬, ୨୦୨୨)

କଟକ ସିଡିଏ ଧବଳେଶ୍ୱର ଗଡା ବସ୍ତି ଅଞ୍ଚଳରେ ବନ୍ୟାଜଳ ପଶିବା ଫଳରେ ରିଂ ରୋଡ ପାର୍ଶ୍ୱରେ ଆଶ୍ରୟ ନେଇଥିବା ଲୋକମାନେ   କଟକ ଗତିରାଉତ ପାଟଣା ଅଞ୍ଚଳରେ ଵନ୍ୟପାଣିରେ ଫସିରହିଥିବା ଲୋକଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ସ୍ଥଳଭାଗକୁ ଆଣୁଛନ୍ତି…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୫, ୨୦୨୨)

ଭୁବନେଶ୍ୱର ବିଜେଇଏମ ସ୍କୁଲରେ ୭୬ତମ ସ୍ୱାଧୀନତାଦିବସ ପାଳନ   ଭୁବନେଶ୍ୱର ଜନପଥରେ ଅରୁନ୍ଧତୀ ଜୁଏଲର୍ସର ନୂଆ ଜୀଵାହ କଲେକ୍ସନ   ଭୁବନେଶ୍ୱର ବିଜେଡି ପାର୍ଟୀ ଅଫିସରେ ୭୬ତମ ସ୍ୱାଧୀନତାଦିବସ ପାଳନ   ଭୁବନେଶ୍ୱର ୟୁନିଟ୍ -୩ ପ୍ରଦର୍ଶନୀ ପଡିଆରେ ୭୬ତମ ସ୍ୱାଧୀନତା…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୪, ୨୦୨୨)

ରାଜଧାନୀରେ ପ୍ରବଳ ଲଘୁଚାପ ବର୍ଷା କେଶବ ସ୍ୱାଇଁ ଆଜାଦି କା ମହୋତ୍ସବ ରେ ଷ୍ଟଣ୍ଟ କରୁଛନ୍ତି ମୁଣ୍ଡରେ ନଡ଼ିଆ ଭାଙ୍ଗି ଭୁବନେଶ୍ୱରର ବିମାନବନ୍ଦର ରାସ୍ତାରେ ପିଏମଜି ରାସ୍ତାରେ ଏକ କାରରୁ ଅଚାନକ ବାହାରୁଥିବା ଧୂଆଁ ପିଏମଜି ରାସ୍ତାରେ ରେ ବନ୍ଦେମାତରଂ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୨)

ଭୁବନେଶ୍ୱରରେ ଲଗାଣ ବର୍ଷା   ସିଆରପିଏଫ ଯବାନଙ୍କ ଦ୍ୱାରା ତ୍ରିରଙ୍ଗା ସହ ବାଇକ ରାଲି     ସ୍ୱାଧୀନତା ଦିବସ ସମାରୋହ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପରେଡ ଅଭ୍ୟାସ   ଭୁବନେଶ୍ୱର ସହୀଦ ନଗର ଦୁର୍ଗା ପୂଜା ସମିତି ଓ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୨ )

କଟକ କୁମ୍ଭାର ସାହି ଅଂଚଳରେ ଜଣେ ଶିଳ୍ପୀ ଶ୍ରୀଗଣେଷଙ୍କ ମୁର୍ମୟୀ ପ୍ରତିମା ଗଢୁଛନ୍ତି   ଭୁବନେଶ୍ୱରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ‘ଆଜାଦି କା ଅମୃତ ମହୋତ୍ସବ’କୁ ପାଳନ କରୁଛନ୍ତି   ଭୁବନେଶ୍ୱର ସୂଚନା ଭବନରେ ଓଡ଼ିଶା କଲେଜ ଲାଇବ୍ରେରି ଆସୋସିଏସନର ଜାତୀୟ ପାଠାଗାର…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୧, ୨୦୨୨)

ଶିଳ୍ପୀ କୁମ୍ଭାର ସାହୀ ଅଞ୍ଚଳରେ ଖୁଦୁରୁକୁଣୀ ମୁର୍ମୟୀ ପ୍ରତିମାରେ ରଙ୍ଗ ତୁଳିର ଶେଷ ସ୍ପର୍ଶ ଦେଉଛନ୍ତି ରକ୍ଷା ବନ୍ଧନ ପର୍ବ ପାଳନ ଅବସରରେ ଆଚାର୍ଯ୍ୟଙ୍କ ଦ୍ୱାରା ଅନୁଷ୍ଠିତ ଗୋ ପୂଜନ ଝାରପଡା ଜେଲ ଅନ୍ତେବାସୀ ପିଲାଙ୍କ ମଧୁର ମୟୀ ଆଦର୍ଶ ଶିକ୍ଷାନିକେତନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri